ପୁରୁଷ ପରେ ହେବ ମହିଳା ଆଇପିଏଲ୍‌ ଟି-୨୦ ଚ୍ୟାଲେଞ୍ଜ, ଦେଖନ୍ତୁ ଖେଳାଳି ତାଲିକା କେବେ ଓ କେଉଁଠାରେ ହେବ ଏହି ମ୍ୟାଚ୍

  1. Home
  2. T20 Cricket

ପୁରୁଷ ପରେ ହେବ ମହିଳା ଆଇପିଏଲ୍‌ ଟି-୨୦ ଚ୍ୟାଲେଞ୍ଜ, ଦେଖନ୍ତୁ ଖେଳାଳି ତାଲିକା କେବେ ଓ କେଉଁଠାରେ ହେବ ଏହି ମ୍ୟାଚ୍

ବର୍ତମାନ ପୁରୁଷ ଆଇପିଏଲ ପରେ ଏବେ ୟୁଏଇରେ ଆୟୋଜିତ ହେବ ମହିଳା ଆଇପିଏଲ୍ ଟି-୨୦ ଚ୍ୟାଲେଞ୍ଜ। ଏଥିପାଇଁ ରବିବାର ବିସିସିଆଇ ପକ୍ଷରୁ ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଆଇପିଏଲ୍ ଟି-୨୦ ଚ୍ୟାଲେଞ୍ଜ ପାଇଁ ତିନୋଟି ସ୍କ୍ବାର୍ଡ ପାଇଁ ତିନି ଜଣ ଅଧିନାୟକଙ୍କ ନାମ ଘୋଷଣା କରିଛି। ଏହା ନଭେମ୍ବର ୪ ରୁ ୯ ମଧ୍ୟରେ …


ପୁରୁଷ ପରେ ହେବ ମହିଳା ଆଇପିଏଲ୍‌ ଟି-୨୦ ଚ୍ୟାଲେଞ୍ଜ, ଦେଖନ୍ତୁ ଖେଳାଳି ତାଲିକା କେବେ ଓ କେଉଁଠାରେ ହେବ ଏହି ମ୍ୟାଚ୍

ବର୍ତମାନ ପୁରୁଷ ଆଇପିଏଲ ପରେ ଏବେ ୟୁଏଇରେ ଆୟୋଜିତ ହେବ ମହିଳା ଆଇପିଏଲ୍‌ ଟି-୨୦ ଚ୍ୟାଲେଞ୍ଜ। ଏଥିପାଇଁ ରବିବାର ବିସିସିଆଇ ପକ୍ଷରୁ ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଆଇପିଏଲ୍‌ ଟି-୨୦ ଚ୍ୟାଲେଞ୍ଜ ପାଇଁ ତିନୋଟି ସ୍କ୍ବାର୍ଡ ପାଇଁ ତିନି ଜଣ ଅଧିନାୟକଙ୍କ ନାମ ଘୋଷଣା କରିଛି। ଏହା ନଭେମ୍ବର ୪ ରୁ ୯ ମଧ୍ୟରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭.୩୦ରେ ଖେଳାଯିବ।

ପୁରୁଷ ପରେ ହେବ ମହିଳା ଆଇପିଏଲ୍‌ ଟି-୨୦ ଚ୍ୟାଲେଞ୍ଜ, ଦେଖନ୍ତୁ ଖେଳାଳି ତାଲିକା କେବେ ଓ କେଉଁଠାରେ ହେବ ଏହି ମ୍ୟାଚ୍

ତିନୋଟି ଦଳ ମଧ୍ୟରୁ ସୁପରନୋଭାସ୍‌ର ଅଧିନାୟକ ହରମନପ୍ରୀତ କୌର, ଟ୍ରେଲ୍‌ବ୍ଲେଜର ଅଧିନାୟକ ସ୍ମୃତି ମନ୍ଧନା ଓ ଭେଲୋସିଟିର ଅଧିନାୟକ ଭାବେ ମିତାଲି ରାଜଙ୍କ ନାଁ ଘୋଷଣା କରିଛି ବିସିସିଆଇ।

ପୁରୁଷ ପରେ ହେବ ମହିଳା ଆଇପିଏଲ୍‌ ଟି-୨୦ ଚ୍ୟାଲେଞ୍ଜ, ଦେଖନ୍ତୁ ଖେଳାଳି ତାଲିକା କେବେ ଓ କେଉଁଠାରେ ହେବ ଏହି ମ୍ୟାଚ୍

ଦେଖନ୍ତୁ ସମ୍ପୂର୍ଣ ତିନୋଟି ଦଳ ର ଖେଳାଳି ତାଲିକା :-

ସୁପରନୋଭାସ୍‌: ହରନପ୍ରୀତ କୌର, ଚମାରି ଆଟାପାଟୁ, ପ୍ରିୟା ପୁନିଆ, ଜେମିମାହ ରୋଡିଗ୍ଜ,ଅନୁଜା ପାଟିଲ, ତାନିୟା ଭାଟିଆ, ଶଶିକଳା ଶିରିଓ୍ବାଡେନେ,ରାଧା ଯାଦବ, ପୁନମ ଯାଦବ, ଶକିରା ସେଲମନ ପୁଜା ବସ୍ତ୍ରକର, ଆୟୁସୀ ସୋନି, ଅରୁନ୍ଧତୀ ରେଡ୍ଡୀ, ଆୟାବୋଙ୍ଗା ଖାକା, ମୁସ୍କାନ ମଲିକ

ଟ୍ରେଲ୍‌ବ୍ଲେଜ୍‌ର : ସ୍ମିତି ମନ୍ଧନା, ପୁନମ ରାଉତ, ରିଚା ଘୋଷ,ଦିପ୍ତି ଶର୍ମା, ହେମଲତା, ରାଜେଶ୍ବରୀ, ହରଲୀନ ଦେଓ୍ବଲ, ନୁଝତ ପରବୀନ, ଝୁଲନ, ସିମରନ୍‌, ସାଲମା ଖାତୁନ, ଶୋଫି ଏକ୍ଲେଷ୍ଟୋନ୍‌, ଦିଏନ୍ଦ୍ର ଦୁଟିନ୍‌,ନାଥାକାମ ଚାନ୍ଥମ,କାଶଭି ଗୌତମ

ଭେଲୋସିଟି:ମିଥାଲି ରାଜ, ଶେଫାଳି ବର୍ମା, ଶୁଷମା ବର୍ମା, ଏକତା, ବେଦ କ୍ରିଷ୍ଣମୂର୍ତ୍ତୀ, ମାନସୀ ଯୋଷୀ, ଦେବିକା ବୈଦ୍ୟ, ଶୀଖା ପାଣ୍ଡେ,ସୁଶ୍ରୀ ଦିବ୍ୟଦର୍ଶୀନି, ମନାଲି ଡାକସାଇନି, ଡାନିଏଲେ ଓ୍ବେଟ୍‌, ସନ୍‌ ଲୁସ୍‌,ଲେଗ୍‌ କାସପେରେକ୍‌, ଜାହାନାରା, ଏମ ଅନଙ୍ଗ।