BCCI ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡିଲେ ଧୋନି, ଚୁକ୍ତିରେ ଗ୍ରେଡ ଏ+ ର ଏହି ୩ ଖେଳାଳି ବର୍ଷକୁ ପାଇବେ ୭ କୋଟି

  1. Home
  2. Entertainment

BCCI ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡିଲେ ଧୋନି, ଚୁକ୍ତିରେ ଗ୍ରେଡ ଏ+ ର ଏହି ୩ ଖେଳାଳି ବର୍ଷକୁ ପାଇବେ ୭ କୋଟି

ଗୁରୁବାର ଦିନ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ ପାଇଛି ଏହା ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ମହେନ୍ଦ୍ର ସିଂ ଧୋନି ଏହି ଚୁକ୍ତିରୁ ବାଦ ପଡିଛନ୍ତି, କାହିଁକିନା ଗତବର୍ଷ ଆଇସିସି ବିଶ୍ୱକପ୍ ସେମିଫାଇନାଲରେ …


BCCI ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡିଲେ ଧୋନି, ଚୁକ୍ତିରେ ଗ୍ରେଡ ଏ+ ର ଏହି ୩ ଖେଳାଳି ବର୍ଷକୁ ପାଇବେ ୭ କୋଟି

ଗୁରୁବାର ଦିନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ ପାଇଛି ଏହା ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ମହେନ୍ଦ୍ର ସିଂ ଧୋନି ଏହି ଚୁକ୍ତିରୁ ବାଦ ପଡିଛନ୍ତି, କାହିଁକିନା ଗତବର୍ଷ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ଥର ପାଇଁ ଖେଳିଥିଲେ ଏବଂ ପୂର୍ବରୁ ଧୋନୀ ‘ଏ’ କାଟେଗୋରୀରେ ରହିଥିଲେ ।

BCCI ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡିଲେ ଧୋନି, ଚୁକ୍ତିରେ ଗ୍ରେଡ ଏ+ ର ଏହି ୩ ଖେଳାଳି ବର୍ଷକୁ ପାଇବେ ୭ କୋଟି

ତେବେ ଆସନ୍ତୁ ଜାଣିବା ଏହି ୪ ଟି କାଟେଗୋରୀରେ ରହିଥିବା ଖେଳାଳିଙ୍କୁ କେତେ ଟଙ୍କା ଦେଇଥାଏ ବିସିସିଆଇ ଜଣାନ୍ତୁ ସମ୍ପୂର୍ଣ ବିବରଣୀ,ଏବଂ ଦେଖନ୍ତୁ କେନ୍ଦ୍ରୀୟ ଚୁକ୍ତି ତାଲିକା-

BCCI ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡିଲେ ଧୋନି, ଚୁକ୍ତିରେ ଗ୍ରେଡ ଏ+ ର ଏହି ୩ ଖେଳାଳି ବର୍ଷକୁ ପାଇବେ ୭ କୋଟି

ଗ୍ରେଡ ଏ+:(ବର୍ଷକୁ ବିସିସିଆଇ ନିକଟରୁ ୭ କୋଟି ଟଙ୍କା ପାଇବେ) ବିରାଟ କୋହଲି, ରୋହିତ୍‌ ଶର୍ମା, ଯଶପ୍ରୀତ୍‌ ବୁମ୍‌ରା।

ଗ୍ରେଡ୍‌ ଏ:(ବର୍ଷକୁ ବିସିସିଆଇ ନିକଟରୁ ୫ କୋଟି ଟଙ୍କା ପାଇବେ) ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଲୋକେଶ ରାହୁଲ, ଶିଖର ଧାଓ୍ବନ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, କୁଲଦୀପ ଯାଦବ ଓ ରିଷଭ ପନ୍ତ। ଗ୍ରେଡ୍‌ ବି:(ବର୍ଷକୁ ବିସିସିଆଇ ନିକଟରୁ ୩ କୋଟି ଟଙ୍କା ପାଇବେ) ରିଦ୍ଧିମାନ ଶାହ, ଉମେଶ ଯାଦବ, ୟୁଜବେନ୍ଦ୍ର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା ଓ ମୟଙ୍କ ଅଗ୍ରଓ୍ବାଲ।

ଗ୍ରେଡ୍‌ ସି:(ବର୍ଷକୁ ବିସିସିଆଇ ନିକଟରୁ ୧ କୋଟି ଟଙ୍କା ପାଇବେ) କେଦାର ଯାଦବ, ନବଦୀପ ସଇନି, ଦୀପକ ଚହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦ୍ଦୁଳ ଠାକୁର, ଶ୍ରେୟାସ ଆୟାର ଓ ଓ୍ବାଶିଂଟନ ସୁନ୍ଦର।