ଆସନ୍ତା କାଲି ମଙ୍ଗଳବାରଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା ଆରମ୍ଭ, ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା

ଶ୍ରୀଲଙ୍କାକୁ ସହଜରେ ହରାଇ ୨୦୨୦ ଅଭିଯାନକୁ ଆତ୍ମବିଶ୍ବାସର ସହ ଆରମ୍ଭ କରିଛି ଭାରତୀୟ ଟିମ, ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ ଭାରତ ଗସ୍ତ ଆରମ୍ଭ କରିବ ଓ ଏହି ଦିନ ମୁମ୍ବାଇରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏବଂ ଦ୍ୱିତୀୟ ଦିନିକିଆ ରାଜକୋଟରେ ୧୭ ତାରିଖରେ ଓ ତୃତୀୟ ଦିନିକିଆ ୧୯ ତାରିଖରେ ଖେଳାଯିବ । ଭାରତୀୟ …
 

ଶ୍ରୀଲଙ୍କାକୁ ସହଜରେ ହରାଇ ୨୦୨୦ ଅଭିଯାନକୁ ଆତ୍ମବିଶ୍ବାସର ସହ ଆରମ୍ଭ କରିଛି ଭାରତୀୟ ଟିମ, ଜାନୁୟାରୀ ୧୪ରେ ଅଷ୍ଟ୍ରେଲିଆ ଭାରତ ଗସ୍ତ ଆରମ୍ଭ କରିବ ଓ ଏହି ଦିନ ମୁମ୍ବାଇରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯିବ। ଏବଂ ଦ୍ୱିତୀୟ ଦିନିକିଆ ରାଜକୋଟରେ ୧୭ ତାରିଖରେ ଓ ତୃତୀୟ ଦିନିକିଆ ୧୯ ତାରିଖରେ ଖେଳାଯିବ ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ, ଲୋକେଶ ରାହୁଲ, ଶ୍ରେୟସ୍ ଆୟର, ମନୀଷ ପଣ୍ଡେ, କେଦାର ଯାଦବ, ଋଷବ ପନ୍ତ, ଶିଭମ ଦୁବେ, ରବୀନ୍ଦ୍ର ଜାଦେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ନଭଦୀପ ସୈନି, ଯଶପ୍ରୀତ ବୁମ୍‌ରା, ଶାର୍ଦୁଲ ଠାକୁର, ମହମ୍ମଦ ସାମି ।

ଅଷ୍ଟ୍ରେଲିଆ ଦଳ: ଆରୋନ ଫିଞ୍ଚ୍‌ (ଅଧିନାୟକ), ଡି’ଆର୍କି ଶର୍ଟ, ଆଷ୍ଟନ ଅଗର, ଆଲେକ୍ସ କାରେ (ଉଇକେଟକିପର), ପ୍ୟାଟ୍‌ କୁମିନ୍ସ, ପିଟର ହ୍ୟାଣ୍ଡ୍ସକମ୍ବ, ଜୋଶ ହାଜେଲଉଡ, ମାର୍ନସ ଲାବୁସେନ, କେନ ରିଚାର୍ଡସନ, ଷ୍ଟିଭେନ ସ୍ମିଥ୍‌, ମିଚେଲ ଷ୍ଟାର୍କ, ଆଷ୍ଟନ ଟର୍ନର, ଡେଭିଡ ଓ୍ବାର୍ନର ଓ ଆଡାମ ଜାମ୍ପା ।