"ଭାରତ 500 ରନ୍ କରି ପାରିଥାନ୍ତା" ଜନି ବେୟାରଷ୍ଟୋ ବିରାଟ-ଇଶାନଙ୍କ ଖେଳ ଦେଖି ହେଲେ ଆଚାର୍ଯ୍ୟ, କହିଲେ ଏମିତି

 
jonny bairstow on ishan kishan and kohli

କ୍ରିକେଟ ଖବର : ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଟିମ୍ ଇଣ୍ଡିଆର କୋହଲି ଏବଂ ଇଶାନ କିଶନ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିଥିଲେ। ଏହି ଉଭୟ ଖେଳାଳି ବିସ୍ପୋରକ ଇନିଂସ ଖେଳି ଦଳର ସ୍କୋରକୁ 300 ରୁ ଅଧିକ ନେଇଥିଲେ। ବିରାଟ ଏବଂ ଇଶାନଙ୍କ ଇନିଂସକୁ ସବୁ ଦିଗରୁ ପ୍ରଶଂସା କରାଯାଉଛି।

ishan kishan and virat kohli

ଏହି ସମୟରେ ଇଂଲଣ୍ଡର ତାରକା ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ ମଧ୍ୟ ତାଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ସେ ଟୁଇଟରରେ ଏକ ପୋଷ୍ଟ ସେୟାର କରି ଟିମ୍ ଇଣ୍ଡିଆର ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ପ୍ରଶଂସା କରିଛନ୍ତି। 

ଆହୁରି ପଢ଼ନ୍ତୁ : ବିରାଟ କୋହଲିଙ୍କ ଶତକରେ ଭାଙ୍ଗିଲା ଅଷ୍ଟ୍ରେଲିଆର ଗର୍ବ, ରିକି ପଣ୍ଟିଂଙ୍କ ଏହି ରେକର୍ଡକୁ ଭାଙ୍ଗିଲେ କିଙ୍ଗ୍ କୋହଲି

ଜନି ବେୟାରଷ୍ଟୋ ଟ୍ୱିଟ କଲେ: