ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ବିଜୟ ଉତ୍ସବରେ ଦଳରେ କାହିଁକି ସାମିଲ୍ ହେଲେନି ସଞ୍ଜୁ ସାମସନ୍, ଜାଣନ୍ତୁ ପ୍ରକୁତ କାରଣ କଣ ଥିଲା

  1. Home
  2. T20 Cricket

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ବିଜୟ ଉତ୍ସବରେ ଦଳରେ କାହିଁକି ସାମିଲ୍ ହେଲେନି ସଞ୍ଜୁ ସାମସନ୍, ଜାଣନ୍ତୁ ପ୍ରକୁତ କାରଣ କଣ ଥିଲା

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା । ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା । ବିପକ୍ଷ ତୃତୀୟ ତଥା …


ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ବିଜୟ ଉତ୍ସବରେ ଦଳରେ କାହିଁକି ସାମିଲ୍ ହେଲେନି ସଞ୍ଜୁ ସାମସନ୍, ଜାଣନ୍ତୁ ପ୍ରକୁତ କାରଣ କଣ ଥିଲା

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଭାରତ ୬ ୱିକେଟରେ ବିଜୟୀ ହୋଇଥିଲା । ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ୭୮ ରନରେ ଶ୍ରୀଲଙ୍କାକୁ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ ଜିତିଥିଲା ।

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ବିଜୟ ଉତ୍ସବରେ ଦଳରେ କାହିଁକି ସାମିଲ୍ ହେଲେନି ସଞ୍ଜୁ ସାମସନ୍, ଜାଣନ୍ତୁ ପ୍ରକୁତ କାରଣ କଣ ଥିଲା

ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ଅନ୍ତିମ ଏକାଦଶରେ ସ୍ଥାନ ପାଇଥିଲେ। ସେ ପ୍ରଥମ ବଲରେ ଛକା ମାରିଥିଲେ ଏବଂ ଠିକ ପରବର୍ତୀ ବା ଦ୍ୱିତୀୟ ବଲ ରେ ଆଉଟ ହୋଇଯାଇଥିଲେ ଏବଂ ଦର୍ଶକଙ୍କୁ ନିରାଶ ମଧ୍ୟ କରିଥିଲେ । ତେବେ ଆସନ୍ତୁ ଜାଣିବା ସେ ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ବିଜୟ ଉତ୍ସବରେ ଦଳରେ ଯୋଗ ଦେଇନଥିଲେ ।

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ବିଜୟ ଉତ୍ସବରେ ଦଳରେ କାହିଁକି ସାମିଲ୍ ହେଲେନି ସଞ୍ଜୁ ସାମସନ୍, ଜାଣନ୍ତୁ ପ୍ରକୁତ କାରଣ କଣ ଥିଲା

କାରଣ ଭାରତ-ଏ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ ପାଇଁ ଏୟାରପୋର୍ଟ କୁ ପଳେଇ ଯାଇଥିଲେ । ଭାରତ-ଏ ର ଖେଳାଳି ମୟଙ୍କ ଅଗ୍ରୱାଲ୍ ନିଜ ଇନ୍ଷ୍ଟଗ୍ରାମ ଏକାଉଣ୍ଟ ରେ ଏକ ଫଟୋ ସେୟାର କରିଥିଲେ। ଯେଉଁଥିରେ ସଞ୍ଜୁ ସାମସନ୍ ମଧ୍ୟ ନଜର ଆସିଥିଲେ।