ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ ବଲ୍‌ ଯୋଗୁଁ ମୁଣ୍ଡରେ ଆଘାତ ପାଇଥିବା ଋଷବ ପନ୍ତ୍‌ ଙ୍କୁ ନେଇ ବିସିସିଆଇ କହିଲା ଏମିତି…

  1. Home
  2. ODI Cricket

ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ ବଲ୍‌ ଯୋଗୁଁ ମୁଣ୍ଡରେ ଆଘାତ ପାଇଥିବା ଋଷବ ପନ୍ତ୍‌ ଙ୍କୁ ନେଇ ବିସିସିଆଇ କହିଲା ଏମିତି…

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ରେ ମଙ୍ଗଳବାର ଭାରତର ମଧ୍ୟକ୍ରମ ରେ ବେଟିଂ କରିବାକୁ ଆସିଥିବା ଋଷବ ପନ୍ତ୍ ୪୪ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ବାଉଁସର୍ ବଲ୍ ତାଙ୍କ ବ୍ୟାଟ୍ରେ ବାଜି ହେଲ୍ମେଟ୍ରେ ଜୋରଦାର ଆଘାତ ଦେଇଥିଲା ଫଳରେ ତାଙ୍କର ମୁଣ୍ଡରେ ଆଘାତ ହୋଇଥିଲା । ଏହି କାରଣରୁ ତାଙ୍କ ବଦଳରେ ଲୋକେଶ ରାହୁଲ ଉଇକେଟକିପିଂ କରିଥିଲେ କିନ୍ତୁ …


ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ ବଲ୍‌ ଯୋଗୁଁ ମୁଣ୍ଡରେ ଆଘାତ ପାଇଥିବା ଋଷବ ପନ୍ତ୍‌ ଙ୍କୁ ନେଇ ବିସିସିଆଇ କହିଲା ଏମିତି…

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତର ମଧ୍ୟକ୍ରମ ରେ ବେଟିଂ କରିବାକୁ ଆସିଥିବା ଋଷବ ପନ୍ତ୍‌ ୪୪ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ ବଲ୍‌ ତାଙ୍କ ବ୍ୟାଟ୍‌ରେ ବାଜି ହେଲ୍‌ମେଟ୍‌ରେ ଜୋରଦାର ଆଘାତ ଦେଇଥିଲା ଫଳରେ ତାଙ୍କର ମୁଣ୍ଡରେ ଆଘାତ ହୋଇଥିଲା ।

ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ ବଲ୍‌ ଯୋଗୁଁ ମୁଣ୍ଡରେ ଆଘାତ ପାଇଥିବା ଋଷବ ପନ୍ତ୍‌ ଙ୍କୁ ନେଇ ବିସିସିଆଇ କହିଲା ଏମିତି…

ଏହି କାରଣରୁ ତାଙ୍କ ବଦଳରେ ଲୋକେଶ ରାହୁଲ ଉଇକେଟକିପିଂ କରିଥିଲେ କିନ୍ତୁ ” ଭାରତୀୟ ଦଳର ଅନ୍ୟ ସଦସ୍ୟଙ୍କ ସହ ପନ୍ତ ରାଜକୋଟ ଗସ୍ତ କରିବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ସାଧାରଣତଃ ଖେଳାଳିଙ୍କ ହେଲମେଟରେ ବଲ ବାଜିଲେ ୨୪ ଘଣ୍ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ତଦାରଖରେ ରଖାଯାଏ ବୋଲି ବିସିସିଆଇ ପ୍ରକାଶ କରିଥିଲା ” ।

ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ ବଲ୍‌ ଯୋଗୁଁ ମୁଣ୍ଡରେ ଆଘାତ ପାଇଥିବା ଋଷବ ପନ୍ତ୍‌ ଙ୍କୁ ନେଇ ବିସିସିଆଇ କହିଲା ଏମିତି…

ଅଷ୍ଟ୍ରେଲିଆ ଓ ଭାରତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ରାଜକୋଟଠାରେ ଶୁକ୍ରବାର ଖେଳାଯିବ । ତେବେ ସେ ଦ୍ୱିତୀୟ ଦିନିକିଆ ପାଇଁ ଉପଲବ୍ଧ ହେବେ କି ନାହିଁ, ସେ ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ।