ଦକ୍ଷିଣ ଆଫ୍ରିକାର ଏହି ଶ୍ରେଷ୍ଠ ଅଲ୍‌ରାଉଣ୍ଡ ହଠାତ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନେଲେ ଅବସର, କାରଣ ଜାଣି ତାଯୁବ ହେବେ

  1. Home
  2. T20 Cricket

ଦକ୍ଷିଣ ଆଫ୍ରିକାର ଏହି ଶ୍ରେଷ୍ଠ ଅଲ୍‌ରାଉଣ୍ଡ ହଠାତ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନେଲେ ଅବସର, କାରଣ ଜାଣି ତାଯୁବ ହେବେ

ଗତ ଷୋମବାର ଦିନ ୩୫ ବର୍ଷୀୟ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍ରାଉଣ୍ଡ ଖେଳାଳି ଜେପି ଡୁମିନି ସମସ୍ତ ପ୍ରକାର କ୍ରିକେଟ୍ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଅବସର ପଛରେ ଇଚ୍ଛାଶକ୍ତି କମ୍ ଥିବା ନେଇ ସର୍ବସାଧାରଣ ରେ ଏକ ସାକ୍ଷାତ କାରରେ କହିଛନ୍ତି । ୨୦୧୭ରେ ଟେଷ୍ଟରୁ ଅବସର ନେଇଥିବା ଡୁମିନି …


ଦକ୍ଷିଣ ଆଫ୍ରିକାର ଏହି ଶ୍ରେଷ୍ଠ ଅଲ୍‌ରାଉଣ୍ଡ ହଠାତ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନେଲେ ଅବସର, କାରଣ ଜାଣି ତାଯୁବ ହେବେ

ଗତ ଷୋମବାର ଦିନ ୩୫ ବର୍ଷୀୟ ପୂର୍ବତନ ଦକ୍ଷିଣ ଆଫ୍ରିକା ଅଲ୍‌ରାଉଣ୍ଡ ଖେଳାଳି ଜେପି ଡୁମିନି ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ଅବସର ପଛରେ ଇଚ୍ଛାଶକ୍ତି କମ୍‌ ଥିବା ନେଇ ସର୍ବସାଧାରଣ ରେ ଏକ ସାକ୍ଷାତ କାରରେ କହିଛନ୍ତି ।

ଦକ୍ଷିଣ ଆଫ୍ରିକାର ଏହି ଶ୍ରେଷ୍ଠ ଅଲ୍‌ରାଉଣ୍ଡ ହଠାତ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନେଲେ ଅବସର, କାରଣ ଜାଣି ତାଯୁବ ହେବେ

୨୦୧୭ରେ ଟେଷ୍ଟରୁ ଅବସର ନେଇଥିବା ଡୁମିନି ଗତ ବର୍ଷ ଆଇସିସି ବିଶ୍ୱକପ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଅଲ୍‌ବିଦା କରିଥିଲେ। କିନ୍ତୁ ଏହି ବାମହାତୀ ବ୍ୟାଟ୍ସମ୍ୟାନ ବିଭିନ୍ନ ଦେଶରେ ଅନୁଷ୍ଠିତ ଟି୨୦ ଲିଗ୍‌ ଯେମିତି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ଠାରୁ ଆରମ୍ଭ କରି ବିଗ୍‌ ବାସ୍‌ ଲିଗ୍‌, ଗ୍ଲୋବାଲ ଟି୨୦ ଲିଗ୍‌, କାରିବୀୟନ ପ୍ରିମିୟର ଲିଗ୍‌, ପାକିସ୍ତାନ ସୁପର୍‌ ଲିଗ୍‌ ପରି ବିଶ୍ୱର ୧୪ଟି ଦଳ ପକ୍ଷରୁ ମଧ୍ୟ ଖେଳିଛନ୍ତି।

ଦକ୍ଷିଣ ଆଫ୍ରିକାର ଏହି ଶ୍ରେଷ୍ଠ ଅଲ୍‌ରାଉଣ୍ଡ ହଠାତ ସମସ୍ତ ପ୍ରକାର କ୍ରିକେଟ୍‌ରୁ ନେଲେ ଅବସର, କାରଣ ଜାଣି ତାଯୁବ ହେବେ

ଦକ୍ଷିଣ ଆଫ୍ରିକା ପକ୍ଷରୁ ଡୁମିନି ମୋଟ ୪୬ ଟେଷ୍ଟ ମ୍ୟାଚ ରେ ୨୧୦୩ ରନ, ୧୯୯ ଦିନିକିଆ ମ୍ୟାଚରେ ୫୧୧୭ ରନ, ଓ ୮୧ ଟି୨୦ ମ୍ୟାଚ୍‌ ଖେଳି ୧୯୩୪ ରନ ସଂଗ୍ରହ କରିଛନ୍ତି। ଏହାସହ ସେ ବିଶ୍ୱର ବିଭିନ୍ନ ଲିଗ୍‌ରେ ୯୧ ମ୍ୟାଚ୍‌ ମଧ୍ୟ ଖେଳିସାରିଛନ୍ତି।