ଆଇପିଏଲ ୨୦୨୦ ରେ ୧୦୦୦ ଛକ୍କା ମାରିପାରନ୍ତି ଏହି ଦୁଇ ଟିମ, ନମ୍ବର ୧ ଓ ୨ ମୋଟ ଛକ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ

  1. Home
  2. Entertainment

ଆଇପିଏଲ ୨୦୨୦ ରେ ୧୦୦୦ ଛକ୍କା ମାରିପାରନ୍ତି ଏହି ଦୁଇ ଟିମ, ନମ୍ବର ୧ ଓ ୨ ମୋଟ ଛକ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ

IPL ରେ ଛକ୍କା ମାରିବା ବହୁତ ସାଧାରଣ କଥା ଅଟେ । ଆଜି ଆମେ ଆପଣଙ୍କୁ ଏମିତି ଟିମ ବିଷୟରେ କହିବୁ ଯିଏ ପାଖାପାଖି ୧୦୦୦ ଟି ଛକ୍କା ମାରିବାକୁ ଯାଉଛନ୍ତି । ଏହି ଟିମ IPL ରେ ପାଖାପାଖି ୧୦୦୦ ଟି ଛକ୍କା ମରିସାରିଛି ଓ ବହୁତ ଜଲ୍ଦି ୧୦୦୦ ଟି ଛକ୍କା ପୁରା …


ଆଇପିଏଲ ୨୦୨୦ ରେ ୧୦୦୦ ଛକ୍କା ମାରିପାରନ୍ତି ଏହି ଦୁଇ ଟିମ, ନମ୍ବର ୧ ଓ ୨ ମୋଟ ଛକ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ

IPL ରେ ଛକ୍କା ମାରିବା ବହୁତ ସାଧାରଣ କଥା ଅଟେ । ଆଜି ଆମେ ଆପଣଙ୍କୁ ଏମିତି ଟିମ ବିଷୟରେ କହିବୁ ଯିଏ ପାଖାପାଖି ୧୦୦୦ ଟି ଛକ୍କା ମାରିବାକୁ ଯାଉଛନ୍ତି । ଏହି ଟିମ IPL ରେ ପାଖାପାଖି ୧୦୦୦ ଟି ଛକ୍କା ମରିସାରିଛି ଓ ବହୁତ ଜଲ୍ଦି ୧୦୦୦ ଟି ଛକ୍କା ପୁରା ମଧ୍ୟ କରିଦେବ ।

କିଙ୍ଗସ ଇଲେଭେନ ପଞ୍ଜାବ :-

ଆଇପିଏଲ ୨୦୨୦ ରେ ୧୦୦୦ ଛକ୍କା ମାରିପାରନ୍ତି ଏହି ଦୁଇ ଟିମ, ନମ୍ବର ୧ ଓ ୨ ମୋଟ ଛକ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ

IPL ରେ କିଙ୍ଗସ ଇଲେଭେନ ପଞ୍ଜାବ ର ଟିମ ବହୁତ ଜଲ୍ଦି ୧୦୦୦ ଟି ଛକ୍କା ମାରିପାରନ୍ତି । ବର୍ତମାନ ପର୍ଯ୍ୟନ୍ତ ଏହି ଟିମ ୯୪୮ ଟି ଛକ୍କା ମରିସାରିଛି । ୧୦୦୦ ଟି ଛକ୍କା ପୁରା କରିବା ପାଇଁ ମାତ୍ର ୫୨ ଟି ଛକ୍କାର ଆବଶ୍ୟକତା ଅଛି ।

ଚେନ୍ନାଇ ସୁପର କିଙ୍ଗସ :-

ଆଇପିଏଲ ୨୦୨୦ ରେ ୧୦୦୦ ଛକ୍କା ମାରିପାରନ୍ତି ଏହି ଦୁଇ ଟିମ, ନମ୍ବର ୧ ଓ ୨ ମୋଟ ଛକ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଚେନ୍ନାଇ ସୁପର କିଙ୍ଗସ ର ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ । ବର୍ତମାନ ପର୍ଯ୍ୟନ୍ତ ଏହି ଟିମ IPL ରେ ୯୪୬ ଟି ଛକ୍କା ମରିସାରିଛି । ୧୦୦୦ ଟି ଛକ୍କାର ଲକ୍ଷ ପୁରା କରିବା ପାଇଁ ୫୪ ଟି ଛକ୍କାର ଆବଶ୍ୟକତା ଅଛି । ଅନ୍ୟ ଟିମ :- ପାଖାପାଖି ୧୦୦୦ ଟି ଛକ୍କା ପାଖରେ ପହଁଚିଥିବା ଅନ୍ୟ ଦୁଇଟି ଟିମ ହେଲା, କୋଲକାତା ନାଇଟ ରାଇଡ଼ର୍ସ ( ୯୧୦ ଟି ଛକ୍କା ) ଓ ଦିଲ୍ଲୀ କ୍ୟାପିଟାଲସ ( ୮୬୪ ଟି ଛକ୍କା ) ।

IPL ରେ ୧୦୦୦ ଟି ଛକ୍କା ମାରିଥିବା ଟିମ :-

ଆଇପିଏଲ ୨୦୨୦ ରେ ୧୦୦୦ ଛକ୍କା ମାରିପାରନ୍ତି ଏହି ଦୁଇ ଟିମ, ନମ୍ବର ୧ ଓ ୨ ମୋଟ ଛକ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ

IPL ରେ ବର୍ତମାନ ପର୍ଯ୍ୟନ୍ତ କିଛି ଟିମ ୧୦୦୦ ରୁ ଅଧିକ ଛକ୍କା ମାରିଛନ୍ତି । ଏହି ଲିଷ୍ଟରେ ପ୍ରଥମ ନାମ ହେଉଛି ରୟାଲସ ଚ୍ୟାଲେଞ୍ଜର ବେଙ୍ଗଲୁରୁ ଓ ଦ୍ୱିତୀୟ ନାମ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ରୟାଲସ ଚ୍ୟାଲେଞ୍ଜର ବେଙ୍ଗଲୁରୁ ବର୍ତମାନ ପର୍ଯ୍ୟନ୍ତ ୧୧୨୨ ଟି ଛକ୍କା ଓ ମୁମ୍ବାଇ ଇଣ୍ଡିଆନ୍ସ ୧୦୭୪ ଟି ଛକ୍କା ମାରି ୧୦୦୦ ର ଏହି ଲକ୍ଷକୁ ପାର କରିଦେଇଛନ୍ତି ।