ଏହି ଷ୍ଟାର୍ ଭାରତୀୟ ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ କୌଣସି ବଲିଉଡ଼ ହିରୋଇନଙ୍କ ଠାରୁ କମ୍ ନୁହନ୍ତି, ଦେଖନ୍ତୁ ଫଟୋ

  1. Home
  2. Cric Special

ଏହି ଷ୍ଟାର୍ ଭାରତୀୟ ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ କୌଣସି ବଲିଉଡ଼ ହିରୋଇନଙ୍କ ଠାରୁ କମ୍ ନୁହନ୍ତି, ଦେଖନ୍ତୁ ଫଟୋ

କ୍ରିକେଟ୍ ଖବର : ଆମ ଭାରତୀୟ ପୁରୁଷ ଯୁବା କ୍ରିକେଟର ମାନଙ୍କର ଗାର୍ଲଫ୍ରେଣ୍ଡ ଥିବା ସୁନିଶ୍ଚିତ। ଆଉ ସମସ୍ତ ଖେଳାଳିଙ୍କର ବାନ୍ଧବୀ ମାନେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି। ଏହିକ୍ରମରେ ଆଜି ଆମେ ଆପଣଙ୍କୁ ଜଣେ ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ ( ପ୍ରେମିକା )ଙ୍କ ବିଷୟରେ ଏଠାରେ ଉଲେଖ୍ୟ କରିଛୁ। ଆଉ ଏହି ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ ଏତେ …


ଏହି ଷ୍ଟାର୍ ଭାରତୀୟ ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ କୌଣସି ବଲିଉଡ଼ ହିରୋଇନଙ୍କ ଠାରୁ କମ୍ ନୁହନ୍ତି, ଦେଖନ୍ତୁ ଫଟୋ

କ୍ରିକେଟ୍ ଖବର : ଆମ ଭାରତୀୟ ପୁରୁଷ ଯୁବା କ୍ରିକେଟର ମାନଙ୍କର ଗାର୍ଲଫ୍ରେଣ୍ଡ ଥିବା ସୁନିଶ୍ଚିତ। ଆଉ ସମସ୍ତ ଖେଳାଳିଙ୍କର ବାନ୍ଧବୀ ମାନେ ମଧ୍ୟ ବହୁତ ସୁନ୍ଦର ହୋଇଥାନ୍ତି। ଏହିକ୍ରମରେ ଆଜି ଆମେ ଆପଣଙ୍କୁ ଜଣେ ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ ( ପ୍ରେମିକା )ଙ୍କ ବିଷୟରେ ଏଠାରେ ଉଲେଖ୍ୟ କରିଛୁ। ଆଉ ଏହି ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ ଏତେ ସୁନ୍ଦର ଯେ, ଆପଣବି ଦେଖିଲେ ଆପଣଙ୍କର ଆଖି ଲାଖି ଯିବ। ଆପଣବି ବିଶ୍ୱାସ କରିପାରିବେ ନାହିଁ।

ଏହି ଷ୍ଟାର୍ ଭାରତୀୟ ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ କୌଣସି ବଲିଉଡ଼ ହିରୋଇନଙ୍କ ଠାରୁ କମ୍ ନୁହନ୍ତି, ଦେଖନ୍ତୁ ଫଟୋ

ଆମେ କହୁଛୁ, ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିବା ଇଶାନ କିଶନଙ୍କ ଗାର୍ଲଫ୍ରେଣ୍ଡଙ୍କ କଥା। ସେ ଦେଖିବାକୁ ବହୁତ ସୁନ୍ଦର। ଇଶାନ କିଶନଙ୍କ ଗାର୍ଲଫ୍ରେଣ୍ଡଙ୍କ ନାମ ହେଉଛି ଆଦିତି ହୁଣ୍ଡିୟା। ଆଦିତି ବୃତ୍ତିରେ ଜଣେ ମଡେଲ୍। ସୋସିଆଲ ମିଡିଆରେ ଆଦିତି ବହୁତ ଲୋକପ୍ରିୟ ଏବଂ ଏହି କାରଣରୁ ଅନେକ ଲୋକ ତାଙ୍କୁ ଅନୁସରଣ କରନ୍ତି। ଆଦିତି ତାଙ୍କ ଷ୍ଟାଇଲିସ୍ ଲୁକ୍ କାରଣରୁ ସୋସିଆଲ୍ ମିଡିଆରେ ହେଡଲାଇନରେ ରହିଥାନ୍ତି। ଇନଷ୍ଟାଗ୍ରାମରେ ଥିବା ତାଙ୍କର ଅନେକ ପୋଷ୍ଟରେ ଆଦିତ୍ୟ ଗ୍ଲାମରସ୍ ହେବାର ମଧ୍ୟ କାହାଣୀ ଦେଖିବାକୁ ମିଳିଛି।

ଏହି ଷ୍ଟାର୍ ଭାରତୀୟ ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ କୌଣସି ବଲିଉଡ଼ ହିରୋଇନଙ୍କ ଠାରୁ କମ୍ ନୁହନ୍ତି, ଦେଖନ୍ତୁ ଫଟୋ

ଭାରତୀୟ ଦଳର ଯୁବ ଖେଳାଳି ଇଶାନ କିଶନ, ୨୩ ବର୍ଷୀୟ ମଡେଲ ଆଦିତି ହୁଣ୍ଡିୟାଙ୍କ ସହ ଅନେକ ଥର ଫୋଟ କ୍ଲିକ୍ କରୁଥିବା ଦେଖିବାକୁ ମିଳିଛି। ଅନେକ ରିପୋର୍ଟରେ ଦାବି କରାଯାଇଛି ଯେ ଆଦିତି ହୁଣ୍ଡିୟା, ଇଶାନଙ୍କ ଗାର୍ଲଫ୍ରେଣ୍ଡ ବୋଲି। ଅନ୍ୟପଟେ ଦୁଇ ବର୍ଷ ପୂର୍ବେ ଇଶାନ କିଶନ ତାଙ୍କ ଜନ୍ମଦିନରେ ଆଦିତି ହୁଣ୍ଡିୟାଙ୍କ ସହ ଏକ ଫଟୋ ସେୟାର କରିଥିଲେ ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏହି ଷ୍ଟାର୍ ଭାରତୀୟ ଖେଳାଳିଙ୍କର ଗାର୍ଲଫ୍ରେଣ୍ଡ କୌଣସି ବଲିଉଡ଼ ହିରୋଇନଙ୍କ ଠାରୁ କମ୍ ନୁହନ୍ତି, ଦେଖନ୍ତୁ ଫଟୋ

ତେବେ ଇଶାନ ଏବଂ ଆଦିତି ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ସେମାନଙ୍କ ପ୍ରେମ ସମ୍ପର୍କକୁ ନେଇ କୌଣସି ଘୋଷଣା କରିନାହାଁନ୍ତି। କିନ୍ତୁ ଇଶାନ କିଶନଙ୍କ ବିଷୟରେ ଆଦିତି ହୁଣ୍ଡିୟାଙ୍କ ଅନେକ ଫୋଟ ପୋଷ୍ଟ ନିଶ୍ଚିତ କରେ ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ କିଛି ସମ୍ପର୍କ ରହିଛି।