ବଡ଼ ଖବର: ବିରାଟ କୋହଲି ଭାରତୀୟ ଦଳର ଅଧିନାୟକତ୍ୱ ପଦ ଛାଡିବେ, ଜାଣନ୍ତୁ କଣ କହିଲେ କୋହଲି

  1. Home
  2. Cricket News

ବଡ଼ ଖବର: ବିରାଟ କୋହଲି ଭାରତୀୟ ଦଳର ଅଧିନାୟକତ୍ୱ ପଦ ଛାଡିବେ, ଜାଣନ୍ତୁ କଣ କହିଲେ କୋହଲି

ବିରାଟ କୋହଲି ଆଗାମୀ ଟି -20 ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -20 ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଅକ୍ଟୋବରରେ ଦୁବାଇରେ ହେବାକୁ ଥିବା ଏହି ଟି -20 ବିଶ୍ୱକପ ପରେ ମୁଁ ଟି -20 ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି କୋହଲି ତାଙ୍କ ସୋସିଆଲ ମିଡିଆ …


ବଡ଼ ଖବର: ବିରାଟ କୋହଲି ଭାରତୀୟ ଦଳର ଅଧିନାୟକତ୍ୱ ପଦ ଛାଡିବେ, ଜାଣନ୍ତୁ କଣ କହିଲେ କୋହଲି

ବିରାଟ କୋହଲି ଆଗାମୀ ଟି -20 ବିଶ୍ୱକପ ପରେ ଟିମ ଇଣ୍ଡିଆର ଟି -20 ଅଧିନାୟକ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଅକ୍ଟୋବରରେ ଦୁବାଇରେ ହେବାକୁ ଥିବା ଏହି ଟି -20 ବିଶ୍ୱକପ ପରେ ମୁଁ ଟି -20 ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି ବୋଲି କୋହଲି ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସେୟାର କରିଥିବା ଏକ ପୋଷ୍ଟରେ ଲେଖିଛନ୍ତି।

ବଡ଼ ଖବର: ବିରାଟ କୋହଲି ଭାରତୀୟ ଦଳର ଅଧିନାୟକତ୍ୱ ପଦ ଛାଡିବେ, ଜାଣନ୍ତୁ କଣ କହିଲେ କୋହଲି

ବିରାଟ କୋହଲି ଗୁରୁବାର ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଯେ ଆସନ୍ତା ଆଇସିସି ଟି -20 ବିଶ୍ୱକପ ସମାପ୍ତ ହେବା ପରେ ସେ ଟି-୨୦ରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେବେ।

ବଡ଼ ଖବର: ବିରାଟ କୋହଲି ଭାରତୀୟ ଦଳର ଅଧିନାୟକତ୍ୱ ପଦ ଛାଡିବେ, ଜାଣନ୍ତୁ କଣ କହିଲେ କୋହଲି

ଅକ୍ଟୋବର 17 ରୁ ୟୁଏଇ ଏବଂ ଓମାନରେ ଆଇସିସି ଟି -20 ବିଶ୍ୱକପ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ସେ ଟେଷ୍ଟ କ୍ରିକେଟ୍ ଏବଂ ODI ରେ ଦଳର ନେତୃତ୍ୱ ନେବେ।