ତିଆରି ହେଲା ଅଜବ ରେକର୍ଡ, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ତିନି ତିନିଥର ଭୁଲ୍ ପ୍ରମାଣିତ କଲେ ନ୍ୟୁଜିଲାଣ୍ଡର ଏହି ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ କେମିତି

  1. Home
  2. Cricket News

ତିଆରି ହେଲା ଅଜବ ରେକର୍ଡ, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ତିନି ତିନିଥର ଭୁଲ୍ ପ୍ରମାଣିତ କଲେ ନ୍ୟୁଜିଲାଣ୍ଡର ଏହି ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ କେମିତି

କ୍ରିକେଟ୍ ଖବର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ପ୍ରଥମ ଇନିଂସରେ ଭଲ ଆରମ୍ଭ କରିଥିଲେ। କିନ୍ତୁ ଭାରତର ସ୍ପିନ ବୋଲର ଅକ୍ସର ପଟେଲଙ୍କ ବୋଲିଂ ଆଗରେ ପରେ ନ୍ୟୁଜିଲାଣ୍ଡର ବ୍ୟଟ୍ସମ୍ୟାନମାନେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ …


ତିଆରି ହେଲା ଅଜବ ରେକର୍ଡ, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ତିନି ତିନିଥର ଭୁଲ୍ ପ୍ରମାଣିତ କଲେ ନ୍ୟୁଜିଲାଣ୍ଡର ଏହି ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ କେମିତି

କ୍ରିକେଟ୍ ଖବର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଚାଲିଥିବା ଦୁଇ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡର ଖେଳାଳିମାନେ ପ୍ରଥମ ଇନିଂସରେ ଭଲ ଆରମ୍ଭ କରିଥିଲେ। କିନ୍ତୁ ଭାରତର ସ୍ପିନ ବୋଲର ଅକ୍ସର ପଟେଲଙ୍କ ବୋଲିଂ ଆଗରେ ପରେ ନ୍ୟୁଜିଲାଣ୍ଡର ବ୍ୟଟ୍ସମ୍ୟାନମାନେ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଦ୍ୱିତୀୟ ଦିନର ଖେଳ ଶେଷ ହେବା ପରେ କିୱି ଦଳ ଗୋଟିଏ ୱିକେଟ୍ ନ ହରାଇ ୧୨୯ ରନ୍ ସଂଗ୍ରହ କରିଥିଲେ। ଗୋଟିଏ ପଟେ ଟମ ଲାଥାମ ୫୦ ଏବଂ ୱିଲୟିଙ୍ଗ ୭୫ ରନ୍ କରି ଅପରାଜିତ ଥିଲେ। କିନ୍ତୁ ଏହି ମ୍ୟାଚରେ କିଛି ଏମିତି ରୋମାଞ୍ଚକର ଘଟଣା ଘଟିଥିଲା , ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ତିଆରି ହେଲା ଅଜବ ରେକର୍ଡ, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ତିନି ତିନିଥର ଭୁଲ୍ ପ୍ରମାଣିତ କଲେ ନ୍ୟୁଜିଲାଣ୍ଡର ଏହି ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ କେମିତି

ଏହି ମ୍ୟାଚ୍ ରେ, ଟମ୍ ଲାଥାମଙ୍କ ଭାଗ୍ୟ ସମ୍ପୂର୍ଣ ତାଙ୍କର ସାଥିରେ ଥିଲା। ଏହି ମ୍ୟାଚରେ ଟମ ଲାଥମଙ୍କୁ ଫିଲ୍ଡ ଅମ୍ପାୟାର ତିନି ତିନିଥର ଆଉଟ୍ କରାଇଥିଲେ। କିନ୍ତୁ ସେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ତିନି ତିନିଥର DRS ନେଇଥିଲେ ଏବଂ ସେ ତୃତୀୟ ଅମ୍ପାୟାରଙ୍କ ନଟଆଉଟ୍ ଘୋଷଣା ହୋଇଥିଲେ। ଏହା ପରେ ଫିଲଡ଼ ଅମ୍ପାୟାର ତାଙ୍କ ନିଷ୍ପତ୍ତି ତିନିଥର ବଦଳାଇଥିଲେ।

ତିଆରି ହେଲା ଅଜବ ରେକର୍ଡ, ଅମ୍ପାୟାରଙ୍କ ନିଷ୍ପତ୍ତିକୁ ତିନି ତିନିଥର ଭୁଲ୍ ପ୍ରମାଣିତ କଲେ ନ୍ୟୁଜିଲାଣ୍ଡର ଏହି ବ୍ୟାଟ୍ସମ୍ୟାନ୍, ଜାଣନ୍ତୁ କେମିତି

ଏହି ବାହାନାରେ ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ଜିମି ନିଶାମ ଟିମ୍ ଇଣ୍ଡିଆ ସହିତ ମଜା କରିଥିଲେ। ସେ ଟ୍ୱିଟ୍ କରି କହିଛନ୍ତି, ‘ଯଦି ଟମ୍ ଲାଥାମ୍ ଏଠାରେ ଏକ ଶତକ ସ୍କୋର କରନ୍ତି, ତେବେ ଭାରତ ଘରେ DRS ବ୍ୟବହାର କରିବାକୁ ମନା ହୋଇପାରେ।’ ସୂଚନାଯୋଗ୍ୟ ଯେ, ଟେଷ୍ଟରେ ଏକ ଇନିଂସରେ ଫିଲ୍ଦ୍ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ତିନି ତିନିଥର ଭୁଲ୍ ପ୍ରମାଣିତ କରାଇବାରେ ଲାଥାମ୍ ପ୍ରଥମ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।