ପୁଣି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର (WTC) ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ହେଲା ଜାରି, ଏହି 6 ଟି ଦଳ ସହ ହେବ ପ୍ରତିଦ୍ୱନ୍ଦ୍ୱିତା

  1. Home
  2. Test Cricket

ପୁଣି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର (WTC) ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ହେଲା ଜାରି, ଏହି 6 ଟି ଦଳ ସହ ହେବ ପ୍ରତିଦ୍ୱନ୍ଦ୍ୱିତା

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ପ୍ରଥମ ସଂସ୍କରଣରେ ଏକ ବଡ଼ ଖେଳ ପ୍ରଦର୍ଶନ କରି ଫାଇନାଲରେ ପହଁଚିଥିବା ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଭାରତ କେଉଁ ଦଳ ବିପକ୍ଷରେ ଖେଳିବ ତାହାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଭାରତକୁ 6 ଟି ଦଳ ବିରୋଧରେ ମୋଟ 19 …


ପୁଣି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର (WTC) ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ହେଲା ଜାରି, ଏହି 6 ଟି ଦଳ ସହ ହେବ ପ୍ରତିଦ୍ୱନ୍ଦ୍ୱିତା

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପ୍ରଥମ ସଂସ୍କରଣରେ ଏକ ବଡ଼ ଖେଳ ପ୍ରଦର୍ଶନ କରି ଫାଇନାଲରେ ପହଁଚିଥିବା ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଭାରତ କେଉଁ ଦଳ ବିପକ୍ଷରେ ଖେଳିବ ତାହାର କାର୍ଯ୍ୟସୂଚୀ ପ୍ରକାଶ ପାଇଛି।

ପୁଣି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର (WTC) ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ହେଲା ଜାରି, ଏହି 6 ଟି ଦଳ ସହ ହେବ ପ୍ରତିଦ୍ୱନ୍ଦ୍ୱିତା

ଭାରତକୁ 6 ଟି ଦଳ ବିରୋଧରେ ମୋଟ 19 ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡିବ । ଫଳରେ ପ୍ରଥମ ସିରିଜରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ଖେଳିବାକୁ ଯାଉଛି। ଭାରତକୁ ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ବିପକ୍ଷରେ ଖେଳିବାକୁ ପଡିବ।

ଭାରତୀୟ ଦଳର WTC କାର୍ଯ୍ୟସୂଚୀ:

ଇଂଲଣ୍ଡ ବିପକ୍ଷରେ 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ସହିତ ଟିମ୍ ଇଣ୍ଡିଆକୁ ନୂତନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଆରମ୍ଭ କରିବାକୁ ପଡିବ।

ଏହା ପରେ ଭାରତକୁ ନଭେମ୍ବରରେ ନ୍ୟୁଜିଲ୍ୟାଣ୍ଡ ସହିତ ଦୁଇଟି ଟେଷ୍ଟ ସିରିଜରେ ଖେଳିବାକୁ ପଡିବ।

ପୁଣି ଜାନୁଆରୀ 2022 ରେ 3 ​​ଟି ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରିବ।

ପୁଣି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର (WTC) ପାଇଁ ଟିମ୍ ଇଣ୍ଡିଆର କାର୍ଯ୍ୟସୂଚୀ ହେଲା ଜାରି, ଏହି 6 ଟି ଦଳ ସହ ହେବ ପ୍ରତିଦ୍ୱନ୍ଦ୍ୱିତା

ଏହା ପରେ ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ 3 ଟେଷ୍ଟ ସିରିଜ୍ ଖେଳିବ।

ଏହା ପରେ ତୁରନ୍ତ ଦଳକୁ ଅଷ୍ଟ୍ରେଲିଆ ବିପକ୍ଷ 4 ମ୍ୟାଚ୍ ଟେଷ୍ଟ ସିରିଜରେ ଖେଳିବାକୁ ପଡିବ।

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଅଧୀନରେ ଖେଳାଯିବାକୁ ଥିବା ଶେଷ ସିରିଜରେ ଭାରତକୁ ନିଜ ଘରେ ବାଂଲାଦେଶ ବିପକ୍ଷରେ 2 ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ପଡ଼ିବ।