“ଆମେ ଡୁବିବୁ ଆଉ ତୁମକୁ ବି ସାଥିରେ ନେଇ ଡୁବିବୁ” RR ର ପ୍ଲେ ଅଫ୍ ର ସ୍ୱପ୍ନକୁ ଭାଙ୍ଗି SRH ପଏଣ୍ଟ ଟେବୁଲ ରେ କଲା ବଡ଼ ପରିବର୍ତନ

  1. Home
  2. IPL Top News

“ଆମେ ଡୁବିବୁ ଆଉ ତୁମକୁ ବି ସାଥିରେ ନେଇ ଡୁବିବୁ” RR ର ପ୍ଲେ ଅଫ୍ ର ସ୍ୱପ୍ନକୁ ଭାଙ୍ଗି SRH ପଏଣ୍ଟ ଟେବୁଲ ରେ କଲା ବଡ଼ ପରିବର୍ତନ

ସୋମବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ରାଜସ୍ଥାନ ଟସ୍ ଜିତିବା ସହ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିଥିଲା । ଯେଉଁଠାରେ, ସଞ୍ଜୁ ସାମସନଙ୍କ 82 ରନ୍ ର ଅଧିନାୟକ ଇନିଂସ ଯୋଗୁଁ ରାଜସ୍ଥାନ 164 ରନ୍ କରିଥିଲା। ଟାର୍ଗେଟକୁ …


“ଆମେ ଡୁବିବୁ ଆଉ ତୁମକୁ ବି ସାଥିରେ ନେଇ ଡୁବିବୁ” RR ର ପ୍ଲେ ଅଫ୍ ର ସ୍ୱପ୍ନକୁ ଭାଙ୍ଗି SRH ପଏଣ୍ଟ ଟେବୁଲ ରେ କଲା ବଡ଼ ପରିବର୍ତନ

ସୋମବାର ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଖେଳାଯାଇଥିଲା । ରାଜସ୍ଥାନ ଟସ୍ ଜିତିବା ସହ ପ୍ରଥମେ ବ୍ୟାଟିଂ କରିବାକୁ ଚୟନ କରିଥିଲା ।

“ଆମେ ଡୁବିବୁ ଆଉ ତୁମକୁ ବି ସାଥିରେ ନେଇ ଡୁବିବୁ” RR ର ପ୍ଲେ ଅଫ୍ ର ସ୍ୱପ୍ନକୁ ଭାଙ୍ଗି SRH ପଏଣ୍ଟ ଟେବୁଲ ରେ କଲା ବଡ଼ ପରିବର୍ତନ

ଯେଉଁଠାରେ, ସଞ୍ଜୁ ସାମସନଙ୍କ 82 ରନ୍ ର ଅଧିନାୟକ ଇନିଂସ ଯୋଗୁଁ ରାଜସ୍ଥାନ 164 ରନ୍ କରିଥିଲା। ଟାର୍ଗେଟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ 7 ୱିକେଟରେ ଚମତ୍କାର ବିଜୟ ହାସଲ କରିଥିଲା ।

ରାଜସ୍ଥାନ ରୟାଲ୍ସର ସ୍ବପ୍ନ କୁ ହାଇଦ୍ରାବାଦ ନଷ୍ଟ କରିଛି:

ପ୍ରଥମ ଇନିଂସରେ ରାଜସ୍ଥାନ ଦଳ ଅଧିନାୟକ ସଞ୍ଜୁ ସାମସନଙ୍କ ଅର୍ଦ୍ଧଶତକ ଆଧାରରେ 20 ଓଭରରେ 5 ଵିକେଟ ରେ 164 ସ୍କୋର କରି ହାଇଦ୍ରାବାଦକୁ 165 ରନ୍‌ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ ।

“ଆମେ ଡୁବିବୁ ଆଉ ତୁମକୁ ବି ସାଥିରେ ନେଇ ଡୁବିବୁ” RR ର ପ୍ଲେ ଅଫ୍ ର ସ୍ୱପ୍ନକୁ ଭାଙ୍ଗି SRH ପଏଣ୍ଟ ଟେବୁଲ ରେ କଲା ବଡ଼ ପରିବର୍ତନ

ବିଜୟର ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦ ଦଳ ଅଧିନାୟକ କେନ୍ ୱିଲିୟମସନ ଏବଂ ଜେସନ ରୟଙ୍କ ଅର୍ଦ୍ଧଶତକ ଆଧାରରେ 18.3 ଓଭରରେ 167 ରନ୍ ସଂଗ୍ରହ କରି ମ୍ୟାଚକୁ 7 ୱିକେଟ୍ ଜିତିଥିଲେ । ଏହି ସମୟରେ, ଏହି ପରାଜୟ ପରେ ରାଜସ୍ଥାନର ଦଳ 8 ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ।