IPL 2021: ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ଅଧିନାୟକ ରୋହିତ ଶର୍ମା, କହିଲେ- ଏହି ଖେଳାଳିଙ୍କ ପାଇଁ ହାରିଲୁ ମ୍ୟାଚ

  1. Home
  2. IPL Top News

IPL 2021: ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ଅଧିନାୟକ ରୋହିତ ଶର୍ମା, କହିଲେ- ଏହି ଖେଳାଳିଙ୍କ ପାଇଁ ହାରିଲୁ ମ୍ୟାଚ

ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଦଳ ତଥା 5 ଥର ଚାମ୍ପିଅନ୍ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅବସ୍ଥା ଚଳିତ ସିଜନରେ ବହୁତ ଖରାପ ଦେଖାଯାଉଛି । 10 ଟି ମ୍ୟାଚରେ ସେ ମାତ୍ର 4 ଟି ବିଜୟ ହାସଲ କରିଛନ୍ତି ଏବଂ ମୋଟ 8 ପଏଣ୍ଟ ସହ ରୋହିତ ଶର୍ମାଙ୍କ ଦଳ ପଏଣ୍ଟ ଟେବୁଲରେ ତଳରୁ …


IPL 2021: ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ଅଧିନାୟକ ରୋହିତ ଶର୍ମା, କହିଲେ- ଏହି ଖେଳାଳିଙ୍କ ପାଇଁ ହାରିଲୁ ମ୍ୟାଚ

ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଦଳ ତଥା 5 ଥର ଚାମ୍ପିଅନ୍ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସର ଅବସ୍ଥା ଚଳିତ ସିଜନରେ ବହୁତ ଖରାପ ଦେଖାଯାଉଛି । 10 ଟି ମ୍ୟାଚରେ ସେ ମାତ୍ର 4 ଟି ବିଜୟ ହାସଲ କରିଛନ୍ତି ଏବଂ ମୋଟ 8 ପଏଣ୍ଟ ସହ ରୋହିତ ଶର୍ମାଙ୍କ ଦଳ ପଏଣ୍ଟ ଟେବୁଲରେ ତଳରୁ ଦ୍ୱିତୀୟ ସ୍ଥାନରେ ରହିଛି ।

IPL 2021: ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ଅଧିନାୟକ ରୋହିତ ଶର୍ମା, କହିଲେ- ଏହି ଖେଳାଳିଙ୍କ ପାଇଁ ହାରିଲୁ ମ୍ୟାଚ

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷ ଆଇପିଏଲର 39 ତମ ମ୍ୟାଚ୍‌ରେ ପରାଜୟ ସେମାନଙ୍କ ପାଇଁ ପ୍ଲେ ଅଫ୍‌ ର ରାସ୍ତା କୁ କଷ୍ଟକର କରିଦେଇଛି । ଆଗାମୀ ମ୍ୟାଚ୍ ତାଙ୍କ ପାଇଁ କର କିମ୍ବା ମର ହେବାକୁ ଯାଉଛି ।

ରୋହିତ ଏବଂ କ୍ୱିଣ୍ଟନ୍ ଡି କକ୍ ମଧ୍ୟରେ ପ୍ରଥମ ୱିକେଟ୍ ପାଇଁ 57 ରନ୍ ଭାଗିଦାରୀ ହୋଇଥିଲା, କିନ୍ତୁ ପ୍ରଥମେ ଡି କକ୍ ଆଉଟ୍ ହୋଇଥିଲେ ଏବଂ ପରେ ଖରାପ ସଟ୍ ଖେଳିବା ପରେ ରୋହିତ ପାଭିଲିୟନକୁ ଫେରିଥିଲେ। ମ୍ୟାଚ୍ ପରେ ରୋହିତ ପରାଜୟ ପାଇଁ ନିଜକୁ ଏବଂ ମାଧ୍ୟ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ମାନଙ୍କୁ ଦାୟୀ କରିଥିଲେ ।

IPL 2021: ଶୋଚନୀୟ ପରାଜୟ ପରେ ମୁହଁ ଖୋଲିଲେ ଅଧିନାୟକ ରୋହିତ ଶର୍ମା, କହିଲେ- ଏହି ଖେଳାଳିଙ୍କ ପାଇଁ ହାରିଲୁ ମ୍ୟାଚ

ମୁମ୍ବାଇ ଅଧିନାୟକ କହିଛନ୍ତି ଯେ ମୁଁ ଭାବିଲି ବୋଲିଂ ବହୁତ ଭଲ ଥିଲା । ସେମାନେ 180 ରନ୍ ସ୍କୋର କରିବାକୁ ଚାହୁଁଥିଲେ, କିନ୍ତୁ ଆମର ବୋଲିଂ ହେତୁ ତାହା କରିପାରିନଥିଲେ । ମୁଁ ମଧ୍ୟ ଏକ ଖରାପ ସଟ୍ ଖେଳି ଆଉଟ ହେଲି । ମୁଁ ଭାବୁଛି ଏହା ଏକ ମ୍ୟାଚ୍ ପରିବର୍ତ୍ତନ ମୁହୂର୍ତ୍ତ ଥିଲା ।