ଆଜି ନିର୍ଣ୍ଣାୟକ ମ୍ୟାଚ ସିରିଜ଼ ଜିତିବା ଲକ୍ଷରେ ଭାରତ, ଦେଖନ୍ତୁ ଦୁଇ ଦଳର ଖେଳାଳି ତାଲିକା..

ସିରିଜ ୧-୧ ସମାନସ୍ତରରେ ଥିବା ବେଳେ ଆଜି ରବିବାର ଦିନ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଭାରତ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ ଅପରାହ୍ନ ୧.୩୦ ରେ ଖେଳାଯିବ। ବିଶ୍ୱ କ୍ରିକେଟର ଦୁଇ ଶ୍ରେଷ୍ଠ ଦଳ ମଧ୍ୟ ଆଉ ଏକ ରୋମାଞ୍ଚକ ଲଢେଇ ଦେଖିବାକୁ ମିଳିବ । ମୁମ୍ବାଇରେ ପ୍ରଥମ …

Clik To Read More

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଭଜିଙ୍କ ରେକର୍ଡ ଭାଙ୍ଗିଲେ କୁଲଦୀପ, ଦେଖନ୍ତୁ ପୁରା ତାଲିକା…

କୁଲଦୀପ ଯାଦବ ଭାରତୀୟ ସ୍ପିନର ଭାବେ ଦିନିକିଆରେ ୧୦୦ ଟି ଵିକେଟ ନେବାରେ ରେକର୍ଡ ସ୍ଥାପନ କରିଛନ୍ତି, ସେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ମ୍ୟାଚ ରେ ଅଷ୍ଟ୍ରେଲିଆର ଅଲେକ୍ସ କ୍ୟାରିଙ୍କୁ ଆଉଟ କରି ଏହି ମାଇଲଖୁଣ୍ଟି ଛୁଇଁ ଛନ୍ତି ଏବଂ ଏହା ସହ ସେ ଭାରତର ପୂର୍ବତମ ସ୍ପିନର ହରଭଞ୍ଜନ ସିଂ ଙ୍କ ଏହି ରେକର୍ଡ …

Clik To Read More

ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଙ୍କ ଏକ ନୂଆ ରେକର୍ଡ କିମ୍ବଦନ୍ତୀ ସଚିନ ଓ ହାସିମ ଆମଲା ଙ୍କୁ ମଧ୍ୟ ପକାଇଲେ ପଛରେ…

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆର ଓପନର ରୋହିତ ଶର୍ମା ଙ୍କ ନାମରେ ଏକ ରେକର୍ଡ ଯୋଡି ହୋଇଯାଇଛି, ସେ ଭାରତୀୟ ଓପନର ଭାବେ ୭ ହଜାର ରନ୍‌ ପୂରଣ କରିଛନ୍ତି। ସେ ଦ୍ୱିତୀୟ ଦିନିକିଆରେ ୪୨ ରନ୍‌ର ଇନିଂସ ଖେଳିଥିଲେ । ହାସିମ ଆମଲା,ସଚିନ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତୀ ଓପନରଙ୍କୁ ପଛରେ ପକାଇ …

Clik To Read More

କେନ୍ଦ୍ରୀୟ ଚୁକ୍ତିରୁ ଧୋନି ବାଦ୍‌ କିନ୍ତୁ ଯେଉଁମାନେ ଭାବୁଛନ୍ତି ଧୋନି ଦଳକୁ ଫେରିବାର ସବୁ ରାସ୍ତା ବନ୍ଦ, ଏନେଇ କଣ କହିଲା ବିସିସିଆଇ ଜାଣନ୍ତୁ

ଗୁରୁବାର ଦିନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ ପାଇଛି ଏହା ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ମହେନ୍ଦ୍ର ସିଂ ଧୋନି ଏହି ଚୁକ୍ତିରୁ ବାଦ୍‌ ପଡିଛନ୍ତି, କିନ୍ତୁ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା …

Clik To Read More

BCCI ର ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକାରୁ ବାଦ ପଡିଲେ ଧୋନି, ଚୁକ୍ତିରେ ଗ୍ରେଡ ଏ+ ର ଏହି ୩ ଖେଳାଳି ବର୍ଷକୁ ପାଇବେ ୭ କୋଟି

ଗୁରୁବାର ଦିନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ ପାଇଛି ଏହା ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ମହେନ୍ଦ୍ର ସିଂ ଧୋନି ଏହି ଚୁକ୍ତିରୁ ବାଦ ପଡିଛନ୍ତି, କାହିଁକିନା ଗତବର୍ଷ ଆଇସିସି ବିଶ୍ୱକପ୍‌ ସେମିଫାଇନାଲରେ …

Clik To Read More

ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ ନେଲେ ବଡ ନିର୍ଣ୍ଣୟ ବର୍ତମାନ ଯୋଗ ଦେବେ ଏହି ଟିମରେ..

ଭାରତୀୟ କ୍ରିକେଟର ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ ସେ ଏହି ନିର୍ଣ୍ଣୟ ନେଇଛନ୍ତି ବୋଲି ଜଣା ପଡିଛି, ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍‌ରେ ଚଳିତ ବର୍ଷ ଲାଗି ସେ ୟର୍କଶାୟର ପକ୍ଷରୁ ଖେଳିବେ ବୋଲି କ୍ଲବ ପକ୍ଷରୁ ଗୁରୁବାର ଦିନ ଏହା ସ୍ପଷ୍ଟ କରାଯାଇଛି। ତେଣୁ ଅଶ୍ୱିନ ୟର୍କଶାୟର କ୍ଲବର ପ୍ରମୁଖ ବିଦେଶୀ …

Clik To Read More

ଆଇପିଏଲ ୨୦୨୦ ରେ ୧୦୦୦ ଛକ୍କା ମାରିପାରନ୍ତି ଏହି ଦୁଇ ଟିମ, ନମ୍ବର ୧ ଓ ୨ ମୋଟ ଛକ୍କା ଜାଣିଲେ ଆଶ୍ଚର୍ଯ୍ୟ ହେବେ

IPL ରେ ଛକ୍କା ମାରିବା ବହୁତ ସାଧାରଣ କଥା ଅଟେ । ଆଜି ଆମେ ଆପଣଙ୍କୁ ଏମିତି ଟିମ ବିଷୟରେ କହିବୁ ଯିଏ ପାଖାପାଖି ୧୦୦୦ ଟି ଛକ୍କା ମାରିବାକୁ ଯାଉଛନ୍ତି । ଏହି ଟିମ IPL ରେ ପାଖାପାଖି ୧୦୦୦ ଟି ଛକ୍କା ମରିସାରିଛି ଓ ବହୁତ ଜଲ୍ଦି ୧୦୦୦ ଟି ଛକ୍କା ପୁରା …

Clik To Read More

ଟେଷ୍ଟରେ ସେ ତ୍ରିଶତକ ହାସଲ କରିଥିବା ଏହି ସଲାମି ବେଟ୍ସମ୍ୟାନ ଦୀର୍ଘ ଦିନର ନିଜ ପ୍ରେମିକା କୁ କରିଛନ୍ତି ବିବାହ..

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଭାରତର ଏହି ସଲାମି କ୍ରିକେଟର । ଦୀର୍ଘ ଦିନର ପ୍ରେମିକା ସନାୟା ଟାକ୍ରିରିଓ୍ବାଲାଙ୍କୁ ଜୀବନସାଥୀ ରୂପେ ବାଛିଛନ୍ତି ଭାରତୀୟ କ୍ରିକେଟର କରୁଣ ନାୟାର। ଏହା ପୂର୍ବରୁ ମଧ୍ୟ କ୍ରିକେଟ ଦୁନିଆ ଏବଂ ଫିଲ୍ମ ଦୁନିଆର ବହୁ ଦମ୍ପତି ଙ୍କ ବିବାହ ହୋଇସାରିଛି । ଯେମିତି କି ବିରାଟ ଓ ଅନୁଷ୍କା …

Clik To Read More

କୋହଲି ଙ୍କ ଭଳି ଧୋନୀଙ୍କୁ ମଧ୍ୟ କାହିଁକି ମିଳିଥିଲା ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ

ଆପଣଙ୍କ ହୁଏତ ମନେ ନଥିବ୨୦୧୧ରେ ଟ୍ରେଣ୍ଟ ବ୍ରିଜଠାରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଟେଷ୍ଟର ଦ୍ୱିତୀୟ ଇନିଂସରେ ଘରୋଇ ବ୍ୟାଟ୍ସମ୍ୟାନ ଇଆନ ବେଲ୍‌ ବିବାଦୀୟ ରନ୍‌ଆଉଟ୍‌ ଶିକାର ହୋଇଥିଲେ ଯାହାର ଫଳ ସ୍ୱରୂପ ଧୋନିଙ୍କୁ ଏହି ଆଇସିସି ସ୍ପିରିଟ୍‌ ଅଫ୍‌ କ୍ରିକେଟ ପୁରସ୍କାର ପ୍ରଦାନ କରାଯାଇଥିଲା । କିନ୍ତୁ ଧୋନୀ ଟିମ୍‌ ଇଣ୍ଡିଆର ଆଉଟ୍‌ …

Clik To Read More

ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ ବଲ୍‌ ଯୋଗୁଁ ମୁଣ୍ଡରେ ଆଘାତ ପାଇଥିବା ଋଷବ ପନ୍ତ୍‌ ଙ୍କୁ ନେଇ ବିସିସିଆଇ କହିଲା ଏମିତି…

ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତର ମଧ୍ୟକ୍ରମ ରେ ବେଟିଂ କରିବାକୁ ଆସିଥିବା ଋଷବ ପନ୍ତ୍‌ ୪୪ତମ ଓଭରରେ ପ୍ୟାଟ୍ କମିନ୍ସଙ୍କ ବାଉଁସର୍‌ ବଲ୍‌ ତାଙ୍କ ବ୍ୟାଟ୍‌ରେ ବାଜି ହେଲ୍‌ମେଟ୍‌ରେ ଜୋରଦାର ଆଘାତ ଦେଇଥିଲା ଫଳରେ ତାଙ୍କର ମୁଣ୍ଡରେ ଆଘାତ ହୋଇଥିଲା । ଏହି କାରଣରୁ ତାଙ୍କ ବଦଳରେ ଲୋକେଶ ରାହୁଲ ଉଇକେଟକିପିଂ କରିଥିଲେ କିନ୍ତୁ …

Clik To Read More