ଦେଖନ୍ତୁ ଭିଡ଼ିଓ: ଏମ୍ଏସ୍ ଧୋନି ଛକା ମାରି ଜିତାଇଲେ ମ୍ୟାଚ, ପତ୍ନୀ ସାକ୍ସି ଏବଂ ଝିଅ ଜିଭା ଦେଲେ ଏପରି ରିଏକ୍ସନ

  1. Home
  2. IPL Top News

ଦେଖନ୍ତୁ ଭିଡ଼ିଓ: ଏମ୍ଏସ୍ ଧୋନି ଛକା ମାରି ଜିତାଇଲେ ମ୍ୟାଚ, ପତ୍ନୀ ସାକ୍ସି ଏବଂ ଝିଅ ଜିଭା ଦେଲେ ଏପରି ରିଏକ୍ସନ

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି ତାଙ୍କ ଭୟଙ୍କର ସଟ୍ ସହିତ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଚାଲିଥିବା ମ୍ୟାଚ ରେ ସହଜରେ ବିଜୟ ହାସଲ କରିଥିଲେ । ଅମ୍ବାତି ରାୟୁଡୁ ଏବଂ ଏମ୍ଏସ୍ ଧୋନି 2 ବଲ୍ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ । ସିଦ୍ଧାର୍ଥ କୌଲଙ୍କୁ ବିଶାଳ ଛକା ମାରି ମହେନ୍ଦ୍ର ସିଂହ ଧୋନି …


ଦେଖନ୍ତୁ ଭିଡ଼ିଓ: ଏମ୍ଏସ୍ ଧୋନି ଛକା ମାରି ଜିତାଇଲେ ମ୍ୟାଚ, ପତ୍ନୀ ସାକ୍ସି ଏବଂ ଝିଅ ଜିଭା ଦେଲେ ଏପରି ରିଏକ୍ସନ

ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଧୋନି ତାଙ୍କ ଭୟଙ୍କର ସଟ୍ ସହିତ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଚାଲିଥିବା ମ୍ୟାଚ ରେ ସହଜରେ ବିଜୟ ହାସଲ କରିଥିଲେ ।

ଦେଖନ୍ତୁ ଭିଡ଼ିଓ: ଏମ୍ଏସ୍ ଧୋନି ଛକା ମାରି ଜିତାଇଲେ ମ୍ୟାଚ, ପତ୍ନୀ ସାକ୍ସି ଏବଂ ଝିଅ ଜିଭା ଦେଲେ ଏପରି ରିଏକ୍ସନ

ଅମ୍ବାତି ରାୟୁଡୁ ଏବଂ ଏମ୍‌ଏସ୍‌ ଧୋନି 2 ବଲ୍‌ ପୂର୍ବରୁ ଦଳକୁ ବିଜୟୀ କରାଇଥିଲେ । ସିଦ୍ଧାର୍ଥ କୌଲଙ୍କୁ ବିଶାଳ ଛକା ମାରି ମହେନ୍ଦ୍ର ସିଂହ ଧୋନି ମ୍ୟାଚ୍‌ ଶେଷ କରିଥିଲେ। ଚେନ୍ନାଇ ନବମ ବିଜୟ ସହ ଏକାଦଶ ଥର ପାଇଁ ଶୀର୍ଷ 4 ଦଳରେ ସାମିଲ ହୋଇଛି ।

ବୋଲରମାନେ ହାଇଦ୍ରାବାଦକୁ 134 ରନ୍‌ରେ ସୀମିତ ରଖିବା ପରେ ଚେନ୍ନାଇ ପ୍ରାରମ୍ଭିକ ଯୋଡ଼ି ଋତୁରାଜ ଗାଏକ୍ବାଡ ଓ ଫାପ୍ ଡୁ ପ୍ଲେସିସ୍ 10 ଓଭରରେ 75 ରନ୍‌ ଯୋଡ଼ି ବିଜୟ ଲକ୍ଷ୍ୟକୁ ସହଜ କରିଦେଇଥିଲେ ।

CSK IPL ପ୍ଲେ-ଅଫ୍ ରେ ପ୍ରବେଶ କଲା:

ଚେନ୍ନାଇ ସୁପର କିଙ୍ଗସ୍ ଗୁରୁବାର ଏଠାରେ ଖେଳାଯାଇଥିବା ମ୍ୟାଚ ରେ ପ୍ଲେ-ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପ୍ରତାହାମ ଦଳ ହେଲା, ଏହି ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦକୁ 6 ଟି ୱିକେଟରେ ପରାସ୍ତ କରି ଫ୍ୟାନ୍ସ ମାନଙ୍କ ମନ ଜିତି ନେଲା ।