IPL ଚାଲିଥିବା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଅଧିଵାନାୟକ ଧୋନିଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଲା

  1. Home
  2. Cricket News

IPL ଚାଲିଥିବା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଅଧିଵାନାୟକ ଧୋନିଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଲା

IPL 2021 ଆରମ୍ଭ ହେଲା ତ ଧୋନିଙ୍କ ଫ୍ୟାନମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ସମୟ ଆସିଥିଲା । ପ୍ରଥମ ମ୍ୟାଚ ହାରିବା ପରେ ଆଉ 2ଟି ମ୍ୟାଚ ରେ ବିଜୟ ହୋଇଥିଲା ଚେନ୍ନାଇ । କିନ୍ତୁ IPL ମଝିରେ ରେ ହିଁ ଧୋନିଙ୍କୁ ଏକ ବଡ଼ ଝଟକା ଲାଗିଛି । ଧୋନିଙ୍କ ମାତା ତଥା ପିତା …


IPL ଚାଲିଥିବା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଅଧିଵାନାୟକ ଧୋନିଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଲା

IPL 2021 ଆରମ୍ଭ ହେଲା ତ ଧୋନିଙ୍କ ଫ୍ୟାନମାନଙ୍କ ପାଇଁ ଅତ୍ୟନ୍ତ ଖୁସିର ସମୟ ଆସିଥିଲା । ପ୍ରଥମ ମ୍ୟାଚ ହାରିବା ପରେ ଆଉ 2ଟି ମ୍ୟାଚ ରେ ବିଜୟ ହୋଇଥିଲା ଚେନ୍ନାଇ । କିନ୍ତୁ IPL ମଝିରେ ରେ ହିଁ ଧୋନିଙ୍କୁ ଏକ ବଡ଼ ଝଟକା ଲାଗିଛି ।

IPL ଚାଲିଥିବା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଅଧିଵାନାୟକ ଧୋନିଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଲା

ଧୋନିଙ୍କ ମାତା ତଥା ପିତା କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଧୋନି ବର୍ତ୍ତମାନ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଅଛନ୍ତି। ବୁଧବାର ମହେନ୍ଦ୍ର ସିଂ ଧୋନିଙ୍କ ପିତା ପାନ ସିଂ ଏବଂ ତାଙ୍କ ମାତା ଦେବିକା ଦେବୀଙ୍କୁ ରାଞ୍ଚି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

IPL ଚାଲିଥିବା ମଧ୍ୟରେ ଚେନ୍ନାଇ ସୁପର କିଙ୍ଗସ ଅଧିଵାନାୟକ ଧୋନିଙ୍କୁ ସବୁଠାରୁ ବଡ଼ ଝଟକା ଲାଗିଲା

NBT ଅନୁଯାୟୀ, ଧୋନିଙ୍କ ପିତାମାତାଙ୍କ ଅବସ୍ଥା ସ୍ୱାଭାବିକ ବୋଲି ଡାକ୍ତରମାନେ କହିଛନ୍ତି । ତାଙ୍କର ଅମ୍ଳଜାନ ସ୍ତର ଭଲ ଅଛି । ପଲ୍ସ ସୁପର ସ୍ପେସିଆଲିଟି ହସ୍ପିଟାଲ ଅନୁଯାୟୀ ଉଭୟଙ୍କ ସଂକ୍ରମଣ ଫୁସଫୁସରେ ପହଞ୍ଚି ନାହିଁ। ଡାକ୍ତରମାନେ ନିଶ୍ଚିତ ଅଛନ୍ତି ଯେ କିଛି ଦିନ ମଧ୍ୟରେ ଉଭୟ ଧୋନିଙ୍କ ମା ଏବଂ ବାପା ସୁସ୍ଥ ରହିବେ ଏବଂ ସଂକ୍ରମଣମୁକ୍ତ ହେବେ।

ଧୋନିଙ୍କ ପିତା ପାନ ସିଂ 1964 ମସିହାରେ ରାଞ୍ଚିର ମେକନରେ କନିଷ୍ଠ ଚାକିରି ପାଇବା ପରେ ଝାଡଖଣ୍ଡରେ ରହିବା ଆରମ୍ଭ କରିଥିଲେ । ଗତ 24 ଘଣ୍ଟା ମଧ୍ୟରେ ଭାରତରେ 2 ଲକ୍ଷ 95 ହଜାରରୁ ଅଧିକ ନୂଆ ମାମଲା ରୁଜୁ ହୋଇଛି ଏବଂ 2 ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।