IPL 2021: ବିରାଟ କୋହଲି ନେଇଥିଲେ ବଡ଼ ନିଷ୍ପତି, 20 ଲକ୍ଷ ଖେଳାଳିଙ୍କ ପାଇଁ 4.8 କୋଟିର ଭେଟେରାନଙ୍କୁ ଦଳରୁ ବାହାର କରିଥିଲେ

  1. Home
  2. IPL Top News

IPL 2021: ବିରାଟ କୋହଲି ନେଇଥିଲେ ବଡ଼ ନିଷ୍ପତି, 20 ଲକ୍ଷ ଖେଳାଳିଙ୍କ ପାଇଁ 4.8 କୋଟିର ଭେଟେରାନଙ୍କୁ ଦଳରୁ ବାହାର କରିଥିଲେ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2021 ର ଦଶମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ବିରାଟ କୋହଲି ଏହି ସିଜନରେ ପ୍ରଥମ ଅଧିନାୟକ ହୋଇଥିଲେ ଯିଏକି ତାଙ୍କ ଏକାଦଶରେ 3 ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଥିଲେ | ଚେନ୍ନାଇର ମନ୍ଥର ପିଚ୍ …


IPL 2021: ବିରାଟ କୋହଲି ନେଇଥିଲେ ବଡ଼ ନିଷ୍ପତି, 20 ଲକ୍ଷ ଖେଳାଳିଙ୍କ ପାଇଁ 4.8 କୋଟିର ଭେଟେରାନଙ୍କୁ ଦଳରୁ ବାହାର କରିଥିଲେ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2021 ର ଦଶମ ମ୍ୟାଚ୍ ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ତାଙ୍କ ନିଷ୍ପତ୍ତିରେ ସମସ୍ତ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ବିରାଟ କୋହଲି ଏହି ସିଜନରେ ପ୍ରଥମ ଅଧିନାୟକ ହୋଇଥିଲେ ଯିଏକି ତାଙ୍କ ଏକାଦଶରେ 3 ବିଦେଶୀ ଖେଳାଳିଙ୍କୁ ସ୍ଥାନ ଦେଇଥିଲେ |

IPL 2021: ବିରାଟ କୋହଲି ନେଇଥିଲେ ବଡ଼ ନିଷ୍ପତି, 20 ଲକ୍ଷ ଖେଳାଳିଙ୍କ ପାଇଁ 4.8 କୋଟିର ଭେଟେରାନଙ୍କୁ ଦଳରୁ ବାହାର କରିଥିଲେ

ଚେନ୍ନାଇର ମନ୍ଥର ପିଚ୍ ଦେଖି ବିରାଟ କୋହଲି ଅଲରାଉଣ୍ଡର ଡାନ୍ ଖ୍ରୀଷ୍ଟିଆନଙ୍କୁ ଦଳରୁ ହଟାଇ ତାଙ୍କ ସ୍ଥାନରେ ଡାହାଣହାତୀ ବ୍ୟାଟ୍ସମ୍ୟାନ୍ ରଜତ ପାଟିଦାରଙ୍କ ସ୍ଥାନ ନେଇଥିଲେ । ଆମେ ଆପଣଙ୍କୁ କହିରଖୁଛୁ ଯେ ଏହି ଶୀଜନ ରେ ଆରସିବି 4.8 କୋଟି ବ୍ୟୟରେ ଖ୍ରୀଷ୍ଟିଆନଙ୍କୁ କିଣିଛି ଏବଂ ପାଟିଦାର ମାତ୍ର 20 ଲକ୍ଷ ଟଙ୍କାରେ ଦଳରେ ସ୍ଥାନ ପାଇଛନ୍ତି।

ବିରାଟ କୋହଲି କାହିଁକି ରଜତ ପାଟିଦାରଙ୍କୁ ସୁଯୋଗ ଦେଲେ?

ବିରାଟ କୋହଲି ରାଜତ ପାଟିଦାରଙ୍କୁ ସୁଯୋଗ ଦେବାର କାରଣ କହିଲେ । ବିରାଟ କୋହଲିଙ୍କ ଅନୁଯାୟୀ ଚେନ୍ନାଇ ର ଧୀର ପିଚରେ ଭଲ ବ୍ୟାଟିଂ ଆବଶ୍ୟକ ଏବଂ ରଜତ ପାଟିଦାର ସ୍ପିନରଙ୍କ ବିପକ୍ଷରେ ଭଲ ଖେଳନ୍ତି, ସେଥିପାଇଁ ସେ ଖ୍ରୀଷ୍ଟିଆନଙ୍କ ସ୍ଥାନରେ ତାଙ୍କୁ ଏକ ସୁଯୋଗ ଦେଇଥିଲେ ।

IPL 2021: ବିରାଟ କୋହଲି ନେଇଥିଲେ ବଡ଼ ନିଷ୍ପତି, 20 ଲକ୍ଷ ଖେଳାଳିଙ୍କ ପାଇଁ 4.8 କୋଟିର ଭେଟେରାନଙ୍କୁ ଦଳରୁ ବାହାର କରିଥିଲେ

IPL ଏହି ଶୀଜନ ରେ ଏବେ ଯାଏଁ RCB ଅପରାଜିତ ରହିଛି । RCB ର ଫ୍ୟାନମାନେ ଅତ୍ୟନ୍ତ ଖୁସି ଅଛନ୍ତି ଏବଂ ପ୍ରଥମ IPL ଟ୍ରଫି ଜିତିବାର ଆଶା ନେଇ ବସିଛନ୍ତି । ଯେଉଁ ଫର୍ମ ରେ ବାଙ୍ଗାଲୋର ଦଳ ଅଛି, ଏହି ଶୀଜନ ଜିତି ପାରିବ ବୋଲି ଆଶା କରା ଯାଉଛି ।