ଏହି ବର୍ଷ IPL ରେ ଟପ ୧୫ ଖେଳାଳି ମଧ୍ୟରୁ ୱାର୍ନର, ରାହୁଲ ଓ ଋଷବ ପନ୍ତଙ୍କ ସାଲେରୀ କେତେ ଜାଣି ଆଶ୍ଚର୍ଯ୍ୟ ହେବେ

  1. Home
  2. IPL Special

ଏହି ବର୍ଷ IPL ରେ ଟପ ୧୫ ଖେଳାଳି ମଧ୍ୟରୁ ୱାର୍ନର, ରାହୁଲ ଓ ଋଷବ ପନ୍ତଙ୍କ ସାଲେରୀ କେତେ ଜାଣି ଆଶ୍ଚର୍ଯ୍ୟ ହେବେ

IPL ର 13ତମ ସଂସ୍କରଣ ପାଇଁ 8ଟି ଟିମ ନିଜର ବହୁତ ପ୍ଲେୟାର ଙ୍କୁ ରିଲିଜ ଓ ରିଟର୍ନ କରିଛନ୍ତି । ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ ଲିଗ ଅର୍ଥାତ IPL ର ଆସନ୍ତା ସୀଜନ 2020 ରେ ହେବ । ଏହା ପୂର୍ବରୁ IPL ପାଇଁ ଖେଳାଳୀ ମାନଙ୍କର ନିଲାମୀ ର କାର୍ଯ୍ୟକ୍ରମ ଆୟୋଜିତ …


ଏହି ବର୍ଷ IPL ରେ ଟପ ୧୫ ଖେଳାଳି ମଧ୍ୟରୁ ୱାର୍ନର, ରାହୁଲ ଓ ଋଷବ ପନ୍ତଙ୍କ ସାଲେରୀ କେତେ ଜାଣି ଆଶ୍ଚର୍ଯ୍ୟ ହେବେ

IPL ର 13ତମ ସଂସ୍କରଣ ପାଇଁ 8ଟି ଟିମ ନିଜର ବହୁତ ପ୍ଲେୟାର ଙ୍କୁ ରିଲିଜ ଓ ରିଟର୍ନ କରିଛନ୍ତି । ଦୁନିଆର ସବୁଠୁ ମହଙ୍ଗା କ୍ରିକେଟ ଲିଗ ଅର୍ଥାତ IPL ର ଆସନ୍ତା ସୀଜନ 2020 ରେ ହେବ । ଏହା ପୂର୍ବରୁ IPL ପାଇଁ ଖେଳାଳୀ ମାନଙ୍କର ନିଲାମୀ ର କାର୍ଯ୍ୟକ୍ରମ ଆୟୋଜିତ କରାଯିବ । ଏହି କାରଣରୁ ଟିମ ଖେଳାଳୀ ଙ୍କୁ ରିଲିଜ ଓ ରିଟର୍ନ କରିଛନ୍ତି । ଏମିତିରେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟ ମାଧ୍ୟମରେ ସେହି ଖେଳାଳୀ ଙ୍କ ବିଷୟରେ କହିବୁ, ଯାହାକୁ IPL ରେ ସବୁଠୁ ଅଧିକ ସେଲେରୀ ମିଳୁଛି ।

ଏହି ବର୍ଷ IPL ରେ ଟପ ୧୫ ଖେଳାଳି ମଧ୍ୟରୁ ୱାର୍ନର, ରାହୁଲ ଓ ଋଷବ ପନ୍ତଙ୍କ ସାଲେରୀ କେତେ ଜାଣି ଆଶ୍ଚର୍ଯ୍ୟ ହେବେ

RCB ର ଅଧିନାୟକ ବିରାଟ କୋହଲୀ ଏହି ଲିଷ୍ଟ ରେ ସବୁଠୁ ଅଧିକ ପଇସା ନେଉଥିବା ଏକମାତ୍ର ଖେଳାଳୀ ଅଟନ୍ତି । ବିରାଟ ଙ୍କୁ IPL ର ଗୋଟେ ସୀଜନ ପାଇଁ RCB ଫ୍ରାଞ୍ଚାଇଜ ଙ୍କ ପାଖରୁ 17 କୋଟି ଟଙ୍କା ବେତନ ମିଳୁଛି । ମୁମ୍ବାଇ ଇଣ୍ଡିଆନ୍ସ କୁ ସବୁଠୁ ଅଧିକ 4ଥର ଟ୍ରଫି ଜିତେଇଥିବା ଅଧିନାୟକ ରୋହିତ ଶର୍ମା ଙ୍କୁ ନିଜ ଟିମର ମାଲିକ ଙ୍କ ପାଖରୁ 15 କୋଟି ଟଙ୍କା ମିଳୁଛି । ଠିକ ଏତିକି ଟଙ୍କା ଚେନ୍ନାଇ ସୁପର କିଙ୍ଗସ ର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଙ୍କୁ ମଧ୍ୟ ମିଳୁଛି, ଯିଏ CSK କୁ 3ଥର ଚମ୍ପିୟାନ ବନେଇଛନ୍ତି ।

ଏହି ବର୍ଷ IPL ରେ ଟପ ୧୫ ଖେଳାଳି ମଧ୍ୟରୁ ୱାର୍ନର, ରାହୁଲ ଓ ଋଷବ ପନ୍ତଙ୍କ ସାଲେରୀ କେତେ ଜାଣି ଆଶ୍ଚର୍ଯ୍ୟ ହେବେ

ଏହାପରେ ଚତୁର୍ଥ ନମ୍ବର ରେ ଋଷବ ପନ୍ତ ଅଛନ୍ତି, ତାଙ୍କୁ ପ୍ରତିବର୍ଷ 15 କୋଟି ଟଙ୍କା ବେତନ ଦିଆଯାଉଛି । ସନରାଇଜର୍ସ ହାଇଦ୍ରାବାଦ ର ବିସ୍ଫୋଟକ ଓପନିଂ ବ୍ୟାଟ୍ସମେନ ଡେବିଡ଼ ୱାର୍ନର ଙ୍କୁ ପ୍ରତିବର୍ଷ 12.5 କୋଟି ଟଙ୍କା ସହ ଏହି ଲିଷ୍ଟରେ ଷଷ୍ଠ ନମ୍ବର ରେ ଅଛନ୍ତି ।11 କୋଟି ଟଙ୍କା ପ୍ରତିବର୍ଷ ବେତନ ସହ କେ ଏଲ ରାହୁଲ ଏହି ଲିଷ୍ଟରେ 11 ନମ୍ବର ଅଛନ୍ତି । IPL ରେ ସର୍ବାଧିକ ବେତନ ପାଉଥିବା ଟପ-15 ଖେଳାଳୀ :- ଏହି ଲିଷ୍ଟରେ ସ୍ଟିବ ସ୍ମିଥ, ସୁନୀଲ ନାରାୟଣ ଓ ସୁରେଶ ରାଇନା ପରି ଦିଗ୍ଗଜ ଖେଳାଳୀ ମଧ୍ୟ ଶାମିଲ ଅଛନ୍ତି ।