ENG vs IND: ମ୍ୟାଚ୍ ବାତିଲ ହେତୁ ଟିମ୍ ଇଣ୍ଡିଆ ସିରିଜ୍ ଜିତିବାର ସୁଯୋଗ ହରାଇଲା, ଇଂଲଣ୍ଡ କୁ ଏହିପରି ଭାବରେ ହେବ ଫାଇଦା !

  1. Home
  2. Cricket News

ENG vs IND: ମ୍ୟାଚ୍ ବାତିଲ ହେତୁ ଟିମ୍ ଇଣ୍ଡିଆ ସିରିଜ୍ ଜିତିବାର ସୁଯୋଗ ହରାଇଲା, ଇଂଲଣ୍ଡ କୁ ଏହିପରି ଭାବରେ ହେବ ଫାଇଦା !

ମ୍ୟାଚର ପରବର୍ତ୍ତୀ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ସିରିଜ କିଏ ଜିତିଲା ତାହା ପ୍ରଶ୍ନ ହୋଇ ରହିବ । କୁହାଯାଉଛି ଯେ ଟିମ୍ ଇଣ୍ଡିଆ ଜୁଲାଇରେ ସୀମିତ ଓଭର ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବ, ଯେଉଁଥିରେ ଏହି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇପାରିବ। ଯଦି ଏହି ମ୍ୟାଚ୍ ହୁଏ ତା’ହେଲେ ତା’ପୂର୍ବରୁ ଇଂଲଣ୍ଡ ଦଳ …


ENG vs IND: ମ୍ୟାଚ୍ ବାତିଲ ହେତୁ ଟିମ୍ ଇଣ୍ଡିଆ ସିରିଜ୍ ଜିତିବାର ସୁଯୋଗ ହରାଇଲା, ଇଂଲଣ୍ଡ କୁ ଏହିପରି ଭାବରେ ହେବ ଫାଇଦା !

ମ୍ୟାଚର ପରବର୍ତ୍ତୀ ତାରିଖ ଘୋଷଣା ନହେବା ପର୍ଯ୍ୟନ୍ତ ସିରିଜ କିଏ ଜିତିଲା ତାହା ପ୍ରଶ୍ନ ହୋଇ ରହିବ । କୁହାଯାଉଛି ଯେ ଟିମ୍ ଇଣ୍ଡିଆ ଜୁଲାଇରେ ସୀମିତ ଓଭର ସିରିଜ୍ ପାଇଁ ଇଂଲଣ୍ଡ ଗସ୍ତ କରିବ, ଯେଉଁଥିରେ ଏହି ଟେଷ୍ଟ ମ୍ୟାଚ୍ ମଧ୍ୟ ଖେଳାଯାଇପାରିବ। ଯଦି ଏହି ମ୍ୟାଚ୍ ହୁଏ ତା’ହେଲେ ତା’ପୂର୍ବରୁ ଇଂଲଣ୍ଡ ଦଳ ଅନେକ ପରିବର୍ତ୍ତନ କରିବ ।

ENG vs IND: ମ୍ୟାଚ୍ ବାତିଲ ହେତୁ ଟିମ୍ ଇଣ୍ଡିଆ ସିରିଜ୍ ଜିତିବାର ସୁଯୋଗ ହରାଇଲା, ଇଂଲଣ୍ଡ କୁ ଏହିପରି ଭାବରେ ହେବ ଫାଇଦା !

ଇଂଲଣ୍ଡରେ ଟେଷ୍ଟ ସିରିଜ୍ ଜିତିବା ପାଇଁ ଟିମ୍ ଇଣ୍ଡିଆ ଏହାର ସର୍ବୋତ୍ତମ ସୁଯୋଗ ହାତଛଡ଼ା କରିଛି କି ? ମଞ୍ଚେଷ୍ଟର ଟେଷ୍ଟ ମ୍ୟାଚ ବାତିଲ ହେବା ପରେ ଏହି ପ୍ରଶ୍ନ ଉଠିଛି । କରୋନା ଭୟ ଯୋଗୁଁ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ୍ ବାତିଲ ହୋଇଛି । ଏହି ମ୍ୟାଚ୍ କେବେ ଖେଳାଯିବ, ଆସନ୍ତା କିଛି ଦିନ ମଧ୍ୟରେ ଏହା ସ୍ଥିର ହେବ ।

ଜୋ ରୁଟ୍ଙ୍କ ଅଧିନାୟକତ୍ୱରେ ଥିବା ଏହି ଦଳ ଅଧିକ ଶକ୍ତିଶାଳୀ ହୋଇ ଭାରତକୁ ସାମ୍ନା କରିପାରିବ । ଦଳର ତିନିଜଣ ପ୍ରମୁଖ ଖେଳାଳି ସିରିଜର ଶେଷ ମ୍ୟାଚ୍‌ରେ ଖେଳୁଥିବା ଦେଖିବାକୁ ମିଳିବ। ଏହି ତିନିଜଣ କିମ୍ବଦନ୍ତୀ ଖେଳାଳି ଏବଂ ସେମାନଙ୍କର ନାମ ହେଉଛି ବେନ୍ ଷ୍ଟୋକ୍ସ, ଜୋଫ୍ରା ଆର୍ଚର ଏବଂ ଷ୍ଟୁଆର୍ଟ ବ୍ରଡ୍ ।

ENG vs IND: ମ୍ୟାଚ୍ ବାତିଲ ହେତୁ ଟିମ୍ ଇଣ୍ଡିଆ ସିରିଜ୍ ଜିତିବାର ସୁଯୋଗ ହରାଇଲା, ଇଂଲଣ୍ଡ କୁ ଏହିପରି ଭାବରେ ହେବ ଫାଇଦା !

ବେନ୍ ଷ୍ଟୋକ୍ସ ଏବଂ ଆର୍ଚର ଟେଷ୍ଟ ସିରିଜର ଅଂଶ ନଥିଲେ । ଏହି ସମୟରେ ବ୍ରଡ କେବଳ ପ୍ରଥମ ଟେଷ୍ଟ ଖେଳିଥିଲେ । ଟ୍ରେଣ୍ଟ ବ୍ରିଜରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବ୍ରଡ ଅଧିକ ପ୍ରଦର୍ଶନ କରିପାରି ନଥିଲେ ଏବଂ କେବଳ ଗୋଟିଏ ୱିକେଟ୍ ନେଇଥିଲେ । କିନ୍ତୁ ବେନ୍ ଷ୍ଟୋକ୍ସ ଏବଂ ଆର୍ଚର ଯଦି ଦଳ କୁ ଫେରନ୍ତି ତେବେ ଭାରତ ପାଇଁ ମ୍ୟାଚ ଜିତିବା ଏତେ ସହଜ ହେବ ନାହିଁ ।