IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ

  1. Home
  2. ODI Cricket

IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ

IND vs AUS: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ୍ 66 ରନ୍ ରେ ହାରି ଯାଇଛି । ଶୁକ୍ରବାର ଦିନ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ 375 ରନ୍ର ଏକ ବଡ଼ ଲକ୍ଷ୍ୟକୁ ଗୋଡ଼ାଇ ଭାରତୀୟ ଦଳ 50 ଓଭରରେ କେବଳ 308/8 ରନ୍ କରି ପାରିଲା । ଏହି ବିଜୟ ସହିତ ଅଷ୍ଟ୍ରେଲିଆ …


IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ

IND vs AUS: ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତର ପ୍ରଥମ ମ୍ୟାଚ୍ 66 ରନ୍ ରେ ହାରି ଯାଇଛି । ଶୁକ୍ରବାର ଦିନ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ 375 ରନ୍‌ର ଏକ ବଡ଼ ଲକ୍ଷ୍ୟକୁ ଗୋଡ଼ାଇ ଭାରତୀୟ ଦଳ 50 ଓଭରରେ କେବଳ 308/8 ରନ୍ କରି ପାରିଲା ।

IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ

ଏହି ବିଜୟ ସହିତ ଅଷ୍ଟ୍ରେଲିଆ ତିନି ମ୍ୟାଚ୍ ବିଶିଷ୍ଟ ODI ସିରିଜରେ 1-0 ଅଗ୍ରଣୀ ହାସଲ କରିଛି | 29 ନଭେମ୍ବରରେ ଏହି ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ ।

IND vs AUS: ଅଷ୍ଟ୍ରେଲିଆ ପ୍ରଥମ ODI ରେ ଭାରତକୁ ପରାସ୍ତ କଲା ତ 17 ବର୍ଷ ପରେ ଭାରତ କଲା ଲଜ୍ୟାଜନକ ରେକର୍ଡ

ହାର୍ଦ୍ଦିକ ପାଣ୍ଡ୍ୟା (90 ରନ୍) ଏବଂ ଶିଖର ଧାୱନ (74 ରନ୍) ମଧ୍ୟରେ ପଞ୍ଚମ ୱିକେଟ୍ ପାଇଁ 128 ରନ୍ ଭାଗିଦାରୀ ଆଶା ବଢ଼ାଇ ଦେଇଥିଲା, କିନ୍ତୁ ଆଦାମ ଜାମ୍ପା (10 ଓଭରରୁ 54-4) ଭାରତୀୟ ଦଳର 4 ଟି ୱିକେଟ୍ ନେଇଥିଲେ ।

Read also: IND vs AUS: ବିରାଟ କୋହଲି ଯଦି ଅଷ୍ଟ୍ରେଲିଆ ବିପକ୍ଷରେ ଏତିକି ଶତକ ମାରିଦେଲେ ତ ଇତିହାସ ସୃଷ୍ଟି କରିବେ, ସଚିନଙ୍କ ରେକର୍ଡ ବି ଭାଙ୍ଗିଯିବ

ଏହି ପରାଜୟ ପରେ ଭାରତୀୟ ଦଳ ଗୋଟେ ନିରାଶଜନକ ରେକର୍ଡ ନିଜ ନାମରେ କରିଛି, ଭାରତ ଲଗାତାର 4ଟି ODI ମ୍ୟାଚ ହାରି ଯାଇଛି । ଯାହା ବହୁତ ବର୍ଷ ପରେ ଦେଖିବାକୁ ମିଳିଲା ।