IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ

  1. Home
  2. IPL Special

IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ

ଇଣ୍ଡିଆନ ପ୍ରିମିୟର ଲିଗ(IPL) ରେ ବିରାଟ କୋହଲିଙ୍କ ନାମ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋର କରିବାରେ ଶୀର୍ଷରେ ରହିଛି । ଏହି ଲିଗରେ ଖେଳାଳି ୫ହଜାରରୁ ଅଧିକ ରନ୍ ସ୍କୋର କରିଛନ୍ତି । ତେବେ ଆସନ୍ତୁ ଦେଖିବା ଟପ୍ -୫ ବ୍ୟାଟ୍ସମ୍ୟାନ ମାନଙ୍କୁ ଯେଉଁମାନେ ଏହି ତାଲିକା ରେ ଅଛନ୍ତି । ୧. ବିରାଟ କୋହଲି: …


IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ

ଇଣ୍ଡିଆନ ପ୍ରିମିୟର ଲିଗ(IPL) ରେ ବିରାଟ କୋହଲିଙ୍କ ନାମ ଏପର୍ଯ୍ୟନ୍ତ ସର୍ବାଧିକ ରନ୍ ସ୍କୋର କରିବାରେ ଶୀର୍ଷରେ ରହିଛି । ଏହି ଲିଗରେ ଖେଳାଳି ୫ହଜାରରୁ ଅଧିକ ରନ୍ ସ୍କୋର କରିଛନ୍ତି । ତେବେ ଆସନ୍ତୁ ଦେଖିବା ଟପ୍ -୫ ବ୍ୟାଟ୍ସମ୍ୟାନ ମାନଙ୍କୁ ଯେଉଁମାନେ ଏହି ତାଲିକା ରେ ଅଛନ୍ତି ।

IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ

୧. ବିରାଟ କୋହଲି:

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲି ଏପର୍ଯ୍ୟନ୍ତ 192 ଟି ଆଇପିଏଲ୍ ମ୍ୟାଚ୍ ର 184 ଇନିଂସରେ 5878 ରନ୍ ସଂଗ୍ରହ କରିଛନ୍ତି, ଏଠି ମଧ୍ୟରେ ସେ 30 ଥର ଅପରାଜିତ ବି ଅଛନ୍ତି । ଏହି ସମୟ ମଧ୍ୟରେ କୋହଲି 5 ଶତକ ଏବଂ 39 ଅର୍ଦ୍ଧଶତକ ହାସଲ କରିଛନ୍ତି ।

IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ

୨. ସୁରେଶ ରାଇନ:

193 ଟି ମ୍ୟାଚରେ ସୁରେଶ ରାଇନା 5368 ରନ୍ ସଂଗ୍ରହ କରିଛନ୍ତି । ରାଇନା ଏହି ଲିଗରେ 195ଟି ଛକା ଏବଂ 510 ଚୌକା ମାରିଛନ୍ତି ଏବଂ 1 ଶତକ ଏବଂ 38 ଅର୍ଦ୍ଧଶତକ ହାସଲ କରିଛନ୍ତି ।

IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ

୩. ଡେଭିଡ ୱାର୍ଣ୍ଣର:

ଆଇପିଏଲରେ ସର୍ବାଧିକ ରନ୍ ସ୍କୋର କରିବାରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ଣ୍ଣର ତୃତୀୟ ସ୍ଥାନରେ ଥିବାବେଳେ ସେ 142 ଟି ମ୍ୟାଚରେ 5254 ରନ୍ ସଂଗ୍ରହ କରିଛନ୍ତି । ୱାର୍ଣ୍ଣର ଏପର୍ଯ୍ୟନ୍ତ ଏହି ଲିଗରେ ୪ ଶତକଏବଂ ୪୮ ଅର୍ଦ୍ଧଶତକ କରିଛନ୍ତି ।

IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ

୪. ରୋହିତ ଶର୍ମା:

ମୁମ୍ବାଇକୁ ଅଧିନାୟକତ୍ୱରେ 5ଟି ଆଇପିଏଲ୍ ଟାଇଟଲ୍ ଜିତିଥିବା ରୋହିତ ଶର୍ମା 200 ଆଇପିଏଲ୍ ମ୍ୟାଚ୍ ରେ 5230 ରନ୍ ସଂଗ୍ରହ କରିଛନ୍ତି । ଏହି ସମୟ ମଧ୍ୟରେ ସେ 1 ଶତକ ଏବଂ 49 ଅର୍ଦ୍ଧଶତକ ହାସଲ କରିଛନ୍ତି ।

IPL Records: କେବଳ 5 ଜଣ ବ୍ୟାଟ୍ସମ୍ୟାନ୍ 5000 ରନ୍ କରିପାରିଛନ୍ତି, ଦେଖନ୍ତୁ ଟପ 5 ଖେଳାଳି ଲିଷ୍ଟ

୫. ଶିଖର ଧାୱନ:

ଗବର ନାମରେ ଜଣାଶୁଣା ଶିଖର ଧାୱନ ଏପର୍ଯ୍ୟନ୍ତ 176 ଟି ମ୍ୟାଚରେ 5197 ରନ୍ ସଂଗ୍ରହ କରିଛନ୍ତି । ସର୍ବାଧିକ ରନ୍ ସ୍କୋର କରିବାରେ ସେ ପଞ୍ଚମ ସ୍ଥାନରେ ଅଛନ୍ତି । ଗତ ସିଜିନ ରେ ଧାୱନ 2 ଶତକ ବ୍ୟାକ୍-ଟୁ-ବ୍ୟାକ୍ ସ୍କୋର କରିଥିଲେ ।