IPL ଇତିହାସରେ ଭୟଙ୍କର ରେକର୍ଡ ସୃଷ୍ଟି କଲେ ହର୍ଷଲ ପଟେଲ, ଅନ୍ୟ କୌଣସି ବୋଲର ପାଇଁ ଏହି ରେକର୍ଡ ଭାଙ୍ଗିବା କଷ୍ଟକର

  1. Home
  2. IPL Special

IPL ଇତିହାସରେ ଭୟଙ୍କର ରେକର୍ଡ ସୃଷ୍ଟି କଲେ ହର୍ଷଲ ପଟେଲ, ଅନ୍ୟ କୌଣସି ବୋଲର ପାଇଁ ଏହି ରେକର୍ଡ ଭାଙ୍ଗିବା କଷ୍ଟକର

କ୍ରିକେଟ ଖବର : ଆଇପିଏଲର ୫୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଟସ୍ ହରିବା ପରେ ବ୍ୟାଟିଂ କରିବାକୁ ଆସିଥିଲା ହାଇଦ୍ରାବାଦ ଦଳ ।ହାଇଦ୍ରାବାଦ ଦଳ ଆବୁଧାବି ଗ୍ରାଉଣ୍ଡରେ ୧୪୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ, ଟାର୍ଗେଟକୁ ଗୋଡାଇ ଆରସିବି କେବଳ ୧୩୭ ରନ୍ ସ୍କୋର …


IPL ଇତିହାସରେ ଭୟଙ୍କର ରେକର୍ଡ ସୃଷ୍ଟି କଲେ ହର୍ଷଲ ପଟେଲ, ଅନ୍ୟ କୌଣସି ବୋଲର ପାଇଁ ଏହି ରେକର୍ଡ ଭାଙ୍ଗିବା କଷ୍ଟକର

କ୍ରିକେଟ ଖବର : ଆଇପିଏଲର ୫୨ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ। ଟସ୍ ହରିବା ପରେ ବ୍ୟାଟିଂ କରିବାକୁ ଆସିଥିଲା ହାଇଦ୍ରାବାଦ ଦଳ ।ହାଇଦ୍ରାବାଦ ଦଳ ଆବୁଧାବି ଗ୍ରାଉଣ୍ଡରେ ୧୪୨ ରନ୍ ସଂଗ୍ରହ କରିଥିଲା। ଏହାର ଉତ୍ତରରେ, ଟାର୍ଗେଟକୁ ଗୋଡାଇ ଆରସିବି କେବଳ ୧୩୭ ରନ୍ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚକୁ ୪ ରନରେ ହାରିଥିଲା ଆରସିବି। ଏହା ଏକ କଠିନ ପ୍ରତିଯୋଗିତା ଥିଲା, ଯେଉଁଥିରେ ହର୍ଷଲ ପଟେଲ ତାଙ୍କ ନାମରେ ଅନେକ ବଡ଼ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ଚାଲନ୍ତୁ ଜାଣିବା ସମସ୍ତ ରେକର୍ଡ ବିଷୟରେ…

IPL ଇତିହାସରେ ଭୟଙ୍କର ରେକର୍ଡ ସୃଷ୍ଟି କଲେ ହର୍ଷଲ ପଟେଲ, ଅନ୍ୟ କୌଣସି ବୋଲର ପାଇଁ ଏହି ରେକର୍ଡ ଭାଙ୍ଗିବା କଷ୍ଟକର

୧) ଆରସିବି ବିପକ୍ଷରେ ଏହି ବିଜୟ ସନରାଇଜର୍ସ ହାଇଦ୍ରାବାଦର ଏକାଦଶ ବିଜୟ। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୨୦ଟି ମ୍ୟାଚ୍ ଖେଳାଯାଇଛି, ଯେଉଁଥିରେ ହାଇଦ୍ରାବାଦ ୧୧ ଟି ମ୍ୟାଚ୍ ଜିତିଛି, ଆଉ ଆରସିବି ୮ଟି ମ୍ୟାଚ୍ ଜିତିଛି। ଆଉ ୧ ଟି ମ୍ୟାଚ୍ ଟାଇ ହୋଇଛି।

୨) ଜଣେ ଭାରତୀୟ ବୋଲର ଭାବରେ ଆଇପିଏଲ୍ ର ଗୋଟିଏ ସିଜନରେ ଅଧିକାଂଶ ୱିକେଟ୍ ନେଇଛନ୍ତି ହର୍ଷଲ। ତାଙ୍କ ପରେ ପରେ ଅଛନ୍ତି ଯଶପ୍ରୀତ୍ ବୁମରା ଆଉ ଭୁବନେଶ୍ୱର କୁମାର।

IPL ଇତିହାସରେ ଭୟଙ୍କର ରେକର୍ଡ ସୃଷ୍ଟି କଲେ ହର୍ଷଲ ପଟେଲ, ଅନ୍ୟ କୌଣସି ବୋଲର ପାଇଁ ଏହି ରେକର୍ଡ ଭାଙ୍ଗିବା କଷ୍ଟକର

୩) ଆଇପିଏଲ୍ ୨୦୨୧ ରେ ଡେଥ୍ ଓଭରରେ ହର୍ଷଲ ପଟେଲ ସର୍ବାଧିକ ୱିକେଟ୍ ନେଇଛନ୍ତି। ଅନ୍ୟପଟେ ଚଳିତ ଆଇପିଏଲ୍ ସିଜନରେ ଅଧିକାଂଶ ୱିକେଟ୍ ନେବା ବୋଲର ତାଲିକାରେ ହର୍ଷଲ ପଟେଲ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି।

୪) ଆଇପିଏଲ୍ ୨୦୨୧ ରେ ଆରସିବି ପାଇଁ ହର୍ଷଲ ପଟେଲ ସର୍ବାଧିକ ୱିକେଟ୍ ନେଇଛନ୍ତି।