ଦେଖନ୍ତୁ ଭିଡ଼ିଓ: ଭାରତ ଏସିଆ କପ ରୁ ବାହାର ହେବାରୁ କାନ୍ଦିଲେ ପାକିସ୍ତାନୀ ପ୍ରଶଂସକ ମୋମିନ ସକିବ

  1. Home
  2. Entertainment

ଦେଖନ୍ତୁ ଭିଡ଼ିଓ: ଭାରତ ଏସିଆ କପ ରୁ ବାହାର ହେବାରୁ କାନ୍ଦିଲେ ପାକିସ୍ତାନୀ ପ୍ରଶଂସକ ମୋମିନ ସକିବ

Momin-Saqib-Maro-Mujhe-Maro-fan-cried-over-ind-loss-against-sl


କ୍ରିକେଟ୍ ଖବର : ପାକିସ୍ତାନର ମୋମିନ ସକିବଙ୍କୁ କିଏ ବା ନ ଜାଣେ। "ମାରୋ ମୁଝେ ମାରୋ" ମଜାକିଆ ଡାଲଗର ତାଙ୍କର ଖୁବ୍ ଭାଇରାଲ ହୋଇଥିଲା । ମୋମିନ ସାକିବ ଏସିଆ କପରେ ନିଜ ଟିମ ପାକିସ୍ତାନ ପାଇଁ ବହୁତ ସପୋର୍ଟ କରିଥିବାର ନଜର ଆସିଛନ୍ତି । ମୋମିନ ସାକିବ ସହିତ ଜଡିତ ଏକ ମଜାଦାର ଭିଡିଓ ଆସିଛି ଯାହାକି ଭାରତ ଓ ଶ୍ରୀଲଙ୍କା ମ୍ୟାଂଚକୁ ହାରିବା ସମୟରେ ଦେଖିକି ସେ ଦୁଃଖ ପ୍ରକାଶ କରିଛନ୍ତି ।

ସାକିବ ଏକ ଭିଡିଓ ରେ ଭାରତୀୟ ଫ୍ୟାନ୍ସ ତାଙ୍କ ନାମ ପଚାରିଥିଲେ । ଏହି ସମୟରେ ସାକିବ ମଜାକରେ କହିଛନ୍ତି ମୁଁ ବି ଚାହୁଁଥିଲି ଭାରତ -ପାକିସ୍ତାନ ଫାଇନାଲ ରାଉଣ୍ଡରେ ଖେଳନ୍ତୁ ବୋଲି । ଏ କଣ ହେଉଛି?

Momin-Saqib-Maro-Mujhe-Maro-fan

ପଡିଆରେ ଲାଇଟ ବନ୍ଦ କରିଦିଅ ଏବଂ ପଡିଆରେ ପାଣି ଢାଳିଦିଅ। ଆନନ୍ଦ ମୋ ଭାଇ ଆମେ କେମିତି ଖେଳିବୁ ଇଣ୍ଡିଆ ବିନା । ଆନନ୍ଦ ଭାଇ ଏବେ ବି କିଛି ହୋଇନି ଏବେ ବି ଚାହିଁଲେ ଇଣ୍ଡିଆ ଜିତିପାରିବ । ଆମକୁ ୨ଟି ହ୍ୟାଟ୍ରିକ ଦରକାର । ଆନନ୍ଦ ଭାଇ ମୋ ସହ ଚାଲ ଆମେ ପଛପଟେ ସର୍କିଟରୁ କିଛି କରିବା ।

ଦେଖନ୍ତୁ ଭିଡ଼ିଓ :