ଦେଖନ୍ତୁ ଭିଡ଼ିଓ: ରାହୁଲ ଟି -20 ରେ ହଂକଂ ଭଳି ଦେଶ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଲେ, ଖରାପ ସଟ ଖେଳି ଏମିତି ହେଲେ ଆଉଟ
ଆଜି ଖେଳାଯାଉଥିବା ଭାରତ ବନାମ ହଂକଂ ମ୍ୟାଚ୍, ଏଥିରେ ଭାରତର ବିଜୟ ସେମାନଙ୍କୁ ସୁପର 4 ରେ ପହଞ୍ଚାଇବ ଯେଉଁଠାରେ ସେମାନେ 4 ସେପ୍ଟେମ୍ବରରେ ପାକିସ୍ତାନକୁ ଭେଟିବାର ସମ୍ଭାବନା ରହିଛି |
ଭିଡିଓ ଦେଖନ୍ତୁ, ରାହୁଲଙ୍କ ଲଜ୍ଜାଜନକ ସଟ:
କେଏଲ ରାହୁଲଙ୍କ ଆଉ ଏକ ଧୀର ଇନିଂସ 39 ବଲରୁ 36 ରନ୍ କରି ଆଉଟ୍ ହୋଇଥିଲେ। ଟେଷ୍ଟ ମ୍ୟାଚ ଖେଳି ରାହୁଲ ଆଉଟ ହେଲେ, ତାଙ୍କୁ ବାନ୍ଧି ରଖିଥିବା ଗଜାନଫର ପାଇଁ ଏକ ବଡ ସଫଳତା ଥିଲା| ଏମିତି ପରିସ୍ଥିତି ରେ ରାହୁଲ ଙ୍କ ପାଇଁ ବଡ଼ ସଟ ଖେଳିବାର ଥିଲା କିନ୍ତୁ ରାହୁଲ ବଡ ସଟ ଖେଳିବାରେ ବିଫଳ ହେଲେ | ଶେଷରେ ଏକ ଖରାପ ସଟ୍ ଖେଳିବା ପରେ ରାହୁଲ ଆଉଟ ହୋଇଥିଲେ।