ଶୁବମାନ ଗିଲଙ୍କ ଦ୍ବିଶତକରେ ଖୁସି ନାହାନ୍ତି ଇଶାନ କିଶନ, ଦେଖନ୍ତୁ ଏହି ଭିଡ଼ିଓ, ଜାଣିପାରିବେ ସ୍ପଷ୍ଟ ଭାବରେ

  1. Home
  2. Cricket News

ଶୁବମାନ ଗିଲଙ୍କ ଦ୍ବିଶତକରେ ଖୁସି ନାହାନ୍ତି ଇଶାନ କିଶନ, ଦେଖନ୍ତୁ ଏହି ଭିଡ଼ିଓ, ଜାଣିପାରିବେ ସ୍ପଷ୍ଟ ଭାବରେ

Ishan kishan


କ୍ରିକେଟ୍ ଖବର: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ରୋମାଞ୍ଚକର 3 ମ୍ୟାଚ୍ ବିଶିଷ୍ଟ ODI ସିରିଜର ପ୍ରଥମ ମ୍ୟାଚ୍ 18 ଜାନୁଆରୀ ବୁଧବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ଭାରତୀୟ ଦଳ ଏହି ମ୍ୟାଚକୁ 12 ରନରେ ଜିତିଥିଲା।

shubman gill made double century and create record

କ୍ୟାପଟେନ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ଏହା ପରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଆଉଟ୍ ହୋଇଥିଲେ। ତେବେ ଶୁଭମାନ ଗିଲ ପିଚ୍‌ରେ ଠିଆ ହୋଇଥିଲେ ଏବଂ ତାଙ୍କ ODI କ୍ୟାରିୟରର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ।

ishan kishan sad

ତେବେ ନିକଟ ଅତୀତରେ ବାଙ୍ଗାଲାଦେଶ ବିପକ୍ଷ  ଦ୍ୱିଶତକ ହାସଲ କରିଥିବା ଇଶାନ କିଶନ, ଏହି ମ୍ୟାଚରେ ଶୁଭମନ ଗିଲଙ୍କ ଦ୍ବିଶତକରେ ଆଦୌ ଖୁସି ନଥିଲେ। ଯାହାର ଭିଡିଓ ବର୍ତ୍ତମାନ ହେଡଲାଇନରେ ରହିଛି। 

ଆହୁରି ପଢ଼ନ୍ତୁ :ହାର୍ଦ୍ଦିକ ପାଣ୍ଡ୍ୟା LIVE ମ୍ୟାଚରେ ଠିଆ ଠିଆ ପଡିଗଲେ, ଅଭିନୟ କରିବା ପଡିଲା ମାହାଙ୍ଗା, ହେଲେ ଅପମାନିତ, ଭିଡିଓ ହେଲା ଭାଇରାଲ