ଦେଖନ୍ତୁ ଭିଡ଼ିଓ: ଚହଲଙ୍କୁ ଧୋନି ଭଳି ଉପଦେଶ ଦେଲ ପନ୍ତ, ଆଉ ତାପରେ ଠିକ୍ ସେହି ବଲରେ ଫିଲିପ୍ସଙ୍କ ଉଡ଼ିଗଲା ଖାଡ଼ି

 
chahal pant philips out

କ୍ରିକେଟ ଖବର : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିପାକ୍ଷିକ ଟି -20 ଅନ୍ତର୍ଜାତୀୟ ସିରିଜର ଦ୍ୱିତୀୟ ମ୍ୟାଚ୍ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଯେଉଁଥିରେ ଟିମ୍ ଇଣ୍ଡିଆ 65 ରନରେ ବିଜୟ ହାସଲ କରିଛି।ନ୍ୟୁଜିଲ୍ୟାଣ୍ଡ ର ଅଧିନାୟକ କେନ୍ ୱିଲିୟମସନ ଟସ୍ ଜିତି ଭାରତୀୟ ଦଳକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ, ଯେଉଁଠାରେ ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରି 20 ଓଭରରେ ୱିକେଟ୍ ହରାଇ 191 ରନ୍ ସ୍କୋର କରିଥିଲେ।

ଭାରତ ପାଇଁ ସୂର୍ଯ୍ୟକୁମାର ଯାଦବ 51 ବଲରେ 111 ରନର ଅପରାଜିତ ଇନିଂସ ଖେଳିଥିଲେ। ଯେଉଁଠାରେ ଭାରତ ଏହି ମ୍ୟାଚକୁ 65 ରନରେ ଜିତି ସିରିଜରେ 1-0 ରେ ଅଗ୍ରଣୀ ହାସଲ କରିଛି। ତେବେ ନ୍ୟୁଜିଲ୍ୟାଣ୍ଡ ଦଳ 126 ରନରେ ନିଜର ସମସ୍ତ ଖେଳାଳିଙ୍କୁ ହରାଇଥିଲା।

chahal

ଏଥି ସହିତ ଚହଲ ମଧ୍ୟ ଏହି ମ୍ୟାଚରେ ସ୍ଥାନ ପାଇଥିଲେ ଏବଂ ସେ ଏହାର ଜବରଦସ୍ତ ଫାଇଦା ଉଠାଇଥିଲେ।  ଯେଉଁଠାରେ ଦଶମ ଓଭରରେ ଚହଲଙ୍କ ଜବରଦସ୍ତ ବଲ ଫିଲିପ୍ସଙ୍କୁ ପାଭିଲିୟନ ପଠାଇଥିଲା। ଏଥିସହିତ ଏହି ୱିକେଟ୍ ରେ ଚାହଲଙ୍କ ପାଇଁ ରିଷଭ ପନ୍ତଙ୍କ ପରାମର୍ଶ ଉପଯୋଗୀ ହୋଇଥିଲା।

ଆହୁରି ପଢ଼ନ୍ତୁ : ସୂର୍ଯ୍ୟକୁମାର ଙ୍କ ବିସ୍ଫୋରକ ଇନିଂସ ପରେ ଏକ ମଜାଳିଆ ଟ୍ୱିଟ୍ କଲେ ବିରାଟ କୋହଲି, ଭାଇରାଲ୍ ହେଉଛି ଏହି ଟ୍ୱିଟ୍

ଦେଖନ୍ତୁ ଭିଡ଼ିଓ: