ଆଇପିଏଲ ଚାମ୍ପିୟନ ଓ ଉପବିଜେତା ଦଳ ପାଇଁ ଚଳିତ ବର୍ଷ ବିସିସିଆଇ ଘୋଷଣା କଲା ନୂଆ ପୁରସ୍କାର ରାଶି, ମିଳିବ ଏତେ ଟଙ୍କା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ କୁ ଏହା କୁହାଯାଇଛି ଯେ ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବା ସହ ଦୁଇଟି କ୍ୱାଲିଫାୟର୍ସରେ ପରାସ୍ତ ହୋଇଥିବା ଦଳ କୁ ମଧ୍ୟ ପୁରସ୍କାର ରାଶି ଅଧା କାଟ କରାଯାଇଛି । ଚଳିତ ବର୍ଷ ବିସିସିଆଇ …
 
ଆଇପିଏଲ ଚାମ୍ପିୟନ ଓ ଉପବିଜେତା ଦଳ ପାଇଁ ଚଳିତ ବର୍ଷ ବିସିସିଆଇ ଘୋଷଣା କଲା ନୂଆ ପୁରସ୍କାର ରାଶି, ମିଳିବ ଏତେ ଟଙ୍କା

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜ କୁ ଏହା କୁହାଯାଇଛି ଯେ ଚଳିତବର୍ଷର ଆଇପିଏଲ ଚାମ୍ପିୟନ ଓ ଉପବିଜେତାଙ୍କ ପୁରସ୍କାର ରାଶି ଅଧା କାଟ କରିବା ସହ ଦୁଇଟି କ୍ୱାଲିଫାୟର୍ସରେ ପରାସ୍ତ ହୋଇଥିବା ଦଳ କୁ ମଧ୍ୟ ପୁରସ୍କାର ରାଶି ଅଧା କାଟ କରାଯାଇଛି ।

ଆଇପିଏଲ ଚାମ୍ପିୟନ ଓ ଉପବିଜେତା ଦଳ ପାଇଁ ଚଳିତ ବର୍ଷ ବିସିସିଆଇ ଘୋଷଣା କଲା ନୂଆ ପୁରସ୍କାର ରାଶି, ମିଳିବ ଏତେ ଟଙ୍କା

ଚଳିତ ବର୍ଷ ବିସିସିଆଇ ଏଭଳି ନିଷ୍ପତି ନେଇ ସମସ୍ତ ଆଇପିଏଲ ଫ୍ରାଞ୍ଚାଇଜକୁ ଏକ ସର୍କୁଲାର ଜରିଆରେ ସୂଚନା ଦେଇଛନ୍ତି, କିନ୍ତୁ ପୂର୍ବରୁ ଆଇପିଏଲ ଚାମ୍ପିୟନ ଦଳକୁ ୨୦ କୋଟି ଟଙ୍କା,ଉପବିଜେତା ଦଳକୁ ୧୨.୫ କୋଟି ଟଙ୍କା ଦିଆଯାଉଥିବା ବେଳେ ବର୍ତମାନ ପୁରସ୍କାର ରାଶି ଅଧା କାଟ କରିଦିଯାଇଛି ।

ଆଇପିଏଲ ଚାମ୍ପିୟନ ଓ ଉପବିଜେତା ଦଳ ପାଇଁ ଚଳିତ ବର୍ଷ ବିସିସିଆଇ ଘୋଷଣା କଲା ନୂଆ ପୁରସ୍କାର ରାଶି, ମିଳିବ ଏତେ ଟଙ୍କା

ଆଇପିଏଲ ଚାମ୍ପିୟନ ଦଳକୁ ୨୦ କୋଟି ଟଙ୍କା ପରିବର୍ତ୍ତେ ୧୦ କୋଟି ଟଙ୍କା ପ୍ରଦାନ କରାଯିବ । ଉପବିଜେତା ଦଳକୁ ୧୨.୫ କୋଟି ଟଙ୍କା ବଦଳରେ ବର୍ତମାନ ୬.୨୫ କୋଟି ମିଳିବ ଓ କ୍ୱାଲିଫାୟର୍ସରେ ପରାସ୍ତ ହୋଇଥିବା ଦୁଇ ଦଳକୁ ୪.୩ କୋଟି ଲେଖାଏ ଦିଆଯିବ ।