କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସଞ୍ଜୁ ସାମସନଙ୍କ ଏହି କ୍ୟାଚ୍ କୁ ନେଇ ସଚିନ ଟ୍ୱିଟ କରି କହିଲେ ଏଭଳି…

ଦୁବାଇ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହୋଇଯାଇଥିଲା, ଚଳିତ ଵର୍ଷ ଆଇପିଏଲ ଭଲ ପଦର୍ଶନ କରୁଥିବା ସଞ୍ଜୁ ସାମସନ କିନ୍ତୁ ସେଦିନ ଭଲ ଖେଳିପାରିନଥିଲେ। ଦୁର୍ଭାଗ୍ୟବଶତଃ ରାଜସ୍ଥାନକୁ ୩୭ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । କେକେଆର ବିପକ୍ଷରେ …
 
କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସଞ୍ଜୁ ସାମସନଙ୍କ ଏହି କ୍ୟାଚ୍ କୁ ନେଇ ସଚିନ ଟ୍ୱିଟ କରି କହିଲେ ଏଭଳି…

ଦୁବାଇ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ ରାଇଡର୍ସଠାରୁ ପରାସ୍ତ ହୋଇଯାଇଥିଲା, ଚଳିତ ଵର୍ଷ ଆଇପିଏଲ ଭଲ ପଦର୍ଶନ କରୁଥିବା ସଞ୍ଜୁ ସାମସନ କିନ୍ତୁ ସେଦିନ ଭଲ ଖେଳିପାରିନଥିଲେ।

କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ସଞ୍ଜୁ ସାମସନଙ୍କ ଏହି କ୍ୟାଚ୍ କୁ ନେଇ ସଚିନ ଟ୍ୱିଟ କରି କହିଲେ ଏଭଳି…

ଦୁର୍ଭାଗ୍ୟବଶତଃ ରାଜସ୍ଥାନକୁ ୩୭ ରନରେ ପରାଜୟର ସାମ୍ନା କରିବାକୁ ପଡିଥିଲା । କେକେଆର ବିପକ୍ଷରେ ସାମସନଙ୍କ ବ୍ୟାଟିଂ ପରିବର୍ତ୍ତେ ଫିଲ୍ଡିଂକୁ ପ୍ରଶଂସା କରାଯାଉଛି । ସେ ମ୍ୟାଚରେ ଏପରି ଏକ କ୍ୟାଚ୍ ନେଇଥିଲେ ଯାହାକୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଧ୍ୟ ପ୍ରଶଂସା କରିଛନ୍ତି ।

ଏହି କ୍ୟାଚ୍ ସଚିନଙ୍କୁ ୧୯୯୨ ବିଶ୍ୱକପ୍ ମନେ ପକାଇଦେଇଛି । ଓ୍ୱେଷ୍ଟ ଇଣ୍ଡିଜ ବିପକ୍ଷରେ ସଚିନ୍ ଏଭଳି ଏକ କ୍ୟାଚ୍ ନେଇଥିଲେ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ, ସେହି ଦିନ ପ୍ରଥମେ ବ୍ୟାଟିଂ କରି କେକେଆର ୧୭୪ ରନ୍ କରିଥିଲା । ଜବାବରେ ରାଜସ୍ଥାନ ମାତ୍ର ୧୩୭ ରନ୍‌ରେ ଅଟକି ଯାଇଥିଲା ।