ଚଳିତ ବର୍ଷ ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏହି ରେକର୍ଡ କ୍ଲବ ରେ ହେଲେ ସାମିଲ, ଜଣାନ୍ତୁ ରେକର୍ଡ ବିଷୟରେ

ଚଳିତ ବର୍ଷ ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏକ ରେକର୍ଡ କ୍ଲବ ରେ ସାମିଲ ହୋଇଛନ୍ତି,ସେ ipl ରେ ୫୦୦୦ ରନ ପୂରଣ କରିବାରେ ତୃତୀୟ ବ୍ୟାଟସମ୍ୟାନ ହୋଇଛନ୍ତି। ଚଳିତ ଆଇପିଏଲର ୧୩ ତମ ମ୍ୟାଚ୍ରେ ରୋହିତ ଶର୍ମା କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୫୦୦୦ ରନ ପୂରଣ କରିଛନ୍ତି। ପ୍ରଥମ …
 

ଚଳିତ ବର୍ଷ ଆଇପିଏଲ ରେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ ଶର୍ମା ଏକ ରେକର୍ଡ କ୍ଲବ ରେ ସାମିଲ ହୋଇଛନ୍ତି,ସେ ipl ରେ ୫୦୦୦ ରନ ପୂରଣ କରିବାରେ ତୃତୀୟ ବ୍ୟାଟସମ୍ୟାନ ହୋଇଛନ୍ତି।

ଚଳିତ ଆଇପିଏଲର ୧୩ ତମ ମ୍ୟାଚ୍‌ରେ ରୋହିତ ଶର୍ମା କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ୫୦୦୦ ରନ ପୂରଣ କରିଛନ୍ତି। ପ୍ରଥମ ସ୍ଥାନରେ ବିରାଟ କୋହଲି ଓ ଦ୍ୱିତୀୟ ରେ ସୁରେଶ ରୈନା ଏହି ରେକର୍ଡ କ୍ଲବ ରେ ସାମିଲ ହୋଇଛନ୍ତି ।

ରୈନା ଆଇପିଏଲରେ ସର୍ବପ୍ରଥମେ ୫୦୦୦ ରନ କରିବାର ରେକର୍ଡ କରିଥିଲେ। ସେ ୧୭୩ଟି ଇନିଂସରୁ ଏହି ରନ ହାସଲ କରିଥିଲେ। ଏବଂ ବିରାଟ କୋହଲି ଆଇପିଏଲର ୧୫୭ଟି ଇନିଂସ ଖେଳି ୫୦୦୦ ରନ ନିଜ ନାଁରେ କରିଥିଲେ। ବର୍ତମାନ ରୋହିତ ୧୮୭ଟି ଇନିଂସରୁ ୫୦୦୦ ରନ ର ଏହି କ୍ଲବ ରେ ସାମିଲ ହୋଇଯାଇଛନ୍ତି ।