ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ଦ୍ୱିତୀୟ ଖେଳାଳି ଭାବେ କିରନ୍ ପୋଲାର୍ଡ ଙ୍କ ଏହି ରେକର୍ଡ ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ

ଟି -20 କ୍ରିକେଟ୍ ରେ ଖେଳ ହେଉ ବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି, ଯେତେବେଳେ ଡେଥ୍ ଓଭର (ଶେଷ 5 ଓଭର) ର ବ୍ୟାଟ୍ସମ୍ୟାନ୍ ମାନେ ବୋଲରମାନଙ୍କୁ ବହୁତ ପ୍ରହାର କରିଥାନ୍ତି । ଆପଣ ଜାଣିଛନ୍ତି କି ଆଇପିଏଲ ଇତିହାସରେ ଶେଷ ଓଭରରେ ଏଭଳି ଦୁଇ ବ୍ୟାଟ୍ସମ୍ୟାନ୍ ଯିଏ …
 

ଟି -20 କ୍ରିକେଟ୍ ରେ ଖେଳ ହେଉ ବା ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି, ଯେତେବେଳେ ଡେଥ୍ ଓଭର (ଶେଷ 5 ଓଭର) ର ବ୍ୟାଟ୍ସମ୍ୟାନ୍ ମାନେ ବୋଲରମାନଙ୍କୁ ବହୁତ ପ୍ରହାର କରିଥାନ୍ତି । ଆପଣ ଜାଣିଛନ୍ତି କି ଆଇପିଏଲ ଇତିହାସରେ ଶେଷ ଓଭରରେ ଏଭଳି ଦୁଇ ବ୍ୟାଟ୍ସମ୍ୟାନ୍ ଯିଏ ସର୍ବାଧିକ ରନ୍ ରେକର୍ଡ କରିଛନ୍ତି ।
ତେବେ ଆସନ୍ତୁ ଜାଣିବା ।

ଆପଣ ଜାଣିଥିବେ ବର୍ତମାନ କିଛି ଦିନ ପୂର୍ବେ ଅନ୍ତର୍ଜାତୀୟ ଖେଳ ରୁ ଅବସର ଘୋଷଣା କରିବା ପୂର୍ବତମ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ କ୍ରିକେଟର ବିଶ୍ୱର ଶ୍ରେଷ୍ଠ ଫିନିସର ସେ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍ ଯିଏକି ଡେଥ୍ ଓଭରରେ ମୋଟ 1482 ବଲ ଖେଳି ସର୍ବାଧିକ 2,647 ରନ୍ କରିଛନ୍ତି ଏହା ସହ ସେ ମଧ୍ୟ 187 ଛକା ଓ 153 ଚୌକା ମାରିଛନ୍ତି,ଏବଂ ଷ୍ଟ୍ରାଇକ୍ ହାର 190.50 ସହିତ ଶେଷ ଓଭରରେ ସର୍ବାଧିକ ସ୍କୋର ରେକର୍ଡ ତାଙ୍କରି ନାମରେ ରହିଛି। ।

ସେହିଭଳି ଦ୍ୱିତୀୟ ସ୍ଥାନରେ ୱେଷ୍ଟଇଣ୍ଡିଜ୍ ଡାହାଣହାତୀ ଅଲରାଉଣ୍ଡର କିରନ୍ ପୋଲାର୍ଡ ସେ 913 ବଲ ଖେଳି ମୋଟ 1,555 ରନ୍ ସ୍କୋର କରିଛନ୍ତି। ଏହା ବ୍ୟତୀତ ପୋଲାର୍ଡ ଶେଷ ଓଭରର ଶେଷ 5 ଓଭରରେ 99 ଛକା ଓ 105 ଚଉକା ମାରିଛନ୍ତି। ଏବଂ ତାଙ୍କର ଷ୍ଟ୍ରାଇକ୍ ହାର 178.71 ରହିଛି ଯାହା ଏହି ତାଲିକାରେ ସେ ଦ୍ୱିତୀୟ ନମ୍ବର ରେ ରହିଛନ୍ତି।