IPL 2022 ରେ ସବୁଠାରୁ ଅଧିକ ରନ୍ କରିଥିବା ବଟଲରଙ୍କ ସହ ଖରାପ ବ୍ୟବହାର କଲେ ରିୟାନ ପରାଗ, ଏହା ଦେଖି ଫ୍ୟାନ୍ସ ହେଲେ କ୍ରୋଧିତ

 
riyan parag angry on jos buttler

କ୍ରିକେଟ ଖବର : ଇଡେନ ଗାର୍ଡେନ ମଇଦାନରେ ଗୁଜୁରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲସ ମଧ୍ୟରେ ଆଇପିଏଲ ୨୦୨୨ର ପ୍ରଥମ କ୍ୱାଲିଫାୟର ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚରେ ଗୁଜୁରାଟ ଦଳ ବିଜୟୀ ହୋଇ ସିଧାସଳଖ ଆଇପିଏଲ୍ ୨୦୨୨ର ଫାଇନାଲରେ ପହଁଞ୍ଚିଛି। ତେବେ ଏହି ମ୍ୟାଚରେ ରାଜସ୍ଥାନ ଦଳର ଯୁବ ଖେଳାଳି ରିୟାନ ପରାଗ ଚର୍ଚ୍ଚାରେ ରହିଥିଲେ ।

ରିୟାନ ପରାଗ ଚର୍ଚ୍ଚାରେ ରହିବାର କାରଣ ତାଙ୍କର ବ୍ୟାଟିଂ ଅଥବା ତାଙ୍କର ବୋଲିଂ ନୁହେଁ। ସେ ତାଙ୍କ ଆଟିଟୂୁ୍ୟଡ଼ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଆଉ ଯାହା ପାଇଁ ସେ ସୋସିଆଲ୍ ମିଡ଼ିଆରେ ୟୁଜରଙ୍କର ଟ୍ରୋଲର ଶିକାର ହୋଇଛନ୍ତି।