"ଆହୁରି ୟାକୁ କୋହଲି ହେବାର ଅଛି" ବାବର ଆଜାମଙ୍କ ବ୍ୟକ୍ତିଗତ ଅତରଙ୍ଗ ଭିଡିଓ, ୱାଟ୍ସସ୍ଆପ୍ ଚାଟ୍ ଅନଲାଇନରେ ହେଲା ଲିକ୍

 
WhatsApp Chats Of Babar Azam Leaked Online

କ୍ରିକେଟ୍ ଖବର: ପାକିସ୍ତାନର କ୍ୟାପଟେନ୍ ବାବର ଆଜମଙ୍କ ଅଡୁଆ ବଢିବାରେ ଲାଗିଛି। ପ୍ରଥମେ ଘରୋଇ ମୈଦାନରେ ସିରିଜ୍ ହାରିବା ପରେ, ତାଙ୍କ ଅଧିନାୟକ ପଦ ବିପଦରେ ରହିଛି। କୁହାଯାଉଛି ପିସିବିର ନୂଆ ଅଧ୍ୟକ୍ଷ ନଜମ ସେଠୀ ତାଙ୍କୁ ଖୁବଶୀଘ୍ର ତିନୋଟି ଯାକ ଫର୍ମାଟର କ୍ୟାପଟେନ୍ ପଦରୁ ବାହାର କରିପାରନ୍ତି। ଏପରି ସ୍ଥିତିରେ ବାବର ଆଜମଙ୍କୁ ନେଇ ଆସିଛି ଆଉ ଏକ ବିବାଦୀୟ ଖବର।

ସୋସିଆଲ୍ ମିଡିଆରେ ପାକିସ୍ତାନ କ୍ରିକେଟ୍ ଟିମ୍ କ୍ୟାପଟେନଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଏହି ଭିଡିଓ ହେଉଛି ବାବର ଆଜମଙ୍କର। ତେବେ ବାବର ଆଜମଙ୍କୁ ହନିଟ୍ରାପ କରାଯାଇଥିବା ଦାବି କରାଯାଉଛି।

WhatsApp Chats Of Babar Azam Leaked Online

ସୋସିଆଲ୍ ମିଡିଆରେ ବିଭିନ୍ନ ଆକାଉଣ୍ଟରୁ ଏହି ଫଟୋ ଆଉ ଭିଡ଼ିଓ ସେୟାର କରାଯାଇଛି। ଏଥିରେ ଦାବି କରାଯାଇଛି ଯେ, ଏହି ଭିଡିଓରେ ଦେଖାଯାଉଥିବା ବ୍ୟକ୍ତିଜଣକ ହେଉଛନ୍ତି ବାବର ଆଜମ୍। ଯିଏକି ଜଣେ ଯୁବତୀଙ୍କ ସହ ଭିଡିଓ ଚାଟ୍ କରୁଛନ୍ତି। ତେବେ ସେହି ଭିଡିଓର କିଛି ସ୍କ୍ରିନସଟ୍ ସେ ସେୟାର କରିଛନ୍ତି। ଯାହାକି ଏବେ ଭାଇରାଲ ହେବାରେ ଲାଗିଛି।

ଦେଖନ୍ତୁ ଭିଡ଼ିଓ:

ଆହୁରି ପଢ଼ନ୍ତୁ: "ତାଙ୍କର ଘାତକ ବୋଲିଂ ମୋତେ ଶୋଇବାକୁ ଦିଏ ନାହିଁ", ଫାଫ୍ ଡୁ ପ୍ଲେସିସ୍ କହିଲେ ସେ ବୁମରା କିମ୍ବା ଶାମି ନୁହେଁ ଏହି ଭାରତୀୟ ବୋଲରଙ୍କୁ ଡରୁଛନ୍ତି