ଏକ ଇଣ୍ଟରଭିଉ ରେ ଜୋଫ୍ରା ଆର୍ଚର ଙ୍କୁ ପଚରାଗଲା- କେଉଁ ବ୍ୟାଟ୍ସମ୍ୟାନ ଙ୍କୁ ବୋଲିଂ କରିବାକୁ ଡରନ୍ତି, ସେ କହିଲେ ଏହି ଭାରତୀୟ…

ଏକ ସାକ୍ଷାତକାରରେ ଜୋଫ୍ରା ଆର୍ଚର ଙ୍କୁ ପଚରାଗଲା ଯେ ଦୁନିଆର କୋଉ ବ୍ୟାଟ୍ସମ୍ୟାନ ଙ୍କୁ ବୋଲିଂ କରିବା ପାଇଁ ଆପଣ ଡରି ଥାଆନ୍ତି ବୋଲି କିନ୍ତୁ ଏହାର ଉତର ରେ ଜୋଫ୍ରା ଆର୍ଚର ଯାହାର ନାମ କହିଲେ ଶୁଣି ଆପଣ ମଧ୍ୟ ଖୁସି ହୋଇଯିବେ ତେବେ ଆସନ୍ତୁ ଜାଣିବା ଉତର ରେ କାହା ନାମ କହିଲେ …
 

ଏକ ସାକ୍ଷାତକାରରେ ଜୋଫ୍ରା ଆର୍ଚର ଙ୍କୁ ପଚରାଗଲା ଯେ ଦୁନିଆର କୋଉ ବ୍ୟାଟ୍ସମ୍ୟାନ ଙ୍କୁ ବୋଲିଂ କରିବା ପାଇଁ ଆପଣ ଡରି ଥାଆନ୍ତି ବୋଲି କିନ୍ତୁ ଏହାର ଉତର ରେ ଜୋଫ୍ରା ଆର୍ଚର ଯାହାର ନାମ କହିଲେ ଶୁଣି ଆପଣ ମଧ୍ୟ ଖୁସି ହୋଇଯିବେ ତେବେ ଆସନ୍ତୁ ଜାଣିବା ଉତର ରେ କାହା ନାମ କହିଲେ ।

ଜୋଫ୍ରା ଆର୍ଚର ଙ୍କୁ ଆପଣ ସମସ୍ତେ ଭଲ ଭାବରେ ଜାଣିଥିବେ ସେ ଇଂଲଣ୍ଡ କ୍ରିକେଟ ଟିମ ର ସବୁଠୁ ସର୍ବଶ୍ରେଷ୍ଠ ବୋଲର ମଧ୍ୟରୁ ଜଣେ ଅଟନ୍ତି, କିଛି ଦିନ ପୂର୍ବ ରୁ ଏକ ଇଣ୍ଟରଭିଉ ସମୟରେ ଯେବେ ଜୋଫ୍ରା ଆର୍ଚର ଙ୍କୁ ପଚରା ଯାଇଥିଲା ଯେ କୋଉ ବ୍ୟାଟ୍ସମ୍ୟାନ ଙ୍କୁ ବୋଲିଂ କରିବା ପାଇଁ ଆପଣ ଡରି ଥାଆନ୍ତି ।

ଏହି ପ୍ରଶ୍ନ ର ଜବାବ ଦେଇ ଜୋଫ୍ରା ଆର୍ଚର କହିଥିଲେ ଯେ ଭାରତୀୟ କ୍ରିକେଟ ଟିମ ର କ୍ୟାପଟେନ ବିରାଟ କୋହଲି ଙ୍କ ସାମ୍ନା ରେ ବୋଲିଂ କରିବାକୁ ସାମାନ୍ୟ ଡର ଲାଗିଥାଏ କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଙ୍କ ମଧ୍ୟରୁ ଜଣେ ତାଙ୍କୁ ମୁ ମୋର ଆଦର୍ଶ ଖେଳାଳି ବୋଲି ମାନେ ଏହା ସହ ମୁଁ ତାଙ୍କର ଜଣେ ବହୁତ ବଡ ଫ୍ୟାନ ଅଟେ ।