ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ସବୁଠାରୁ ଧିମା ଶତକ ମାରିଥିଲେ ଏହି ଖେଳାଳି, 400 ରୁ ଅଧିକ ବଲ ଖେଳିଲେ ଏବଂ…

ପ୍ରତ୍ୟେକ ବ୍ୟାଟ୍ସମ୍ୟାନ୍ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଏକ ଶତକ ହାସଲ କରିବାର ସ୍ୱପ୍ନ ଥାଏ ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିମାନେ ଟେଷ୍ଟ ଏବଂ ODI କ୍ରିକେଟରେ ଧୀମା ଶତକ ର ରେକର୍ଡ ନିଜ ନାମରେ କରିଛନ୍ତି, ଟେଷ୍ଟ କ୍ରିକେଟରେ ସବୁଠାରୁ ଧିମା ଶତକ ଜଣେ ପାକିସ୍ତାନୀ ଖେଳାଳିଙ୍କ ନାମରେ ରହିଛି ସେ ୧୯୭୭–୭୮ ଲାହୋର …
 

ପ୍ରତ୍ୟେକ ବ୍ୟାଟ୍ସମ୍ୟାନ୍ ଅନ୍ତର୍ଜାତୀୟ କ୍ରିକେଟ୍ ରେ ଏକ ଶତକ ହାସଲ କରିବାର ସ୍ୱପ୍ନ ଥାଏ ତେବେ ଆସନ୍ତୁ ଜାଣିବା କେଉଁ ଖେଳାଳିମାନେ ଟେଷ୍ଟ ଏବଂ ODI କ୍ରିକେଟରେ ଧୀମା ଶତକ ର ରେକର୍ଡ ନିଜ ନାମରେ କରିଛନ୍ତି,

ଟେଷ୍ଟ କ୍ରିକେଟରେ ସବୁଠାରୁ ଧିମା ଶତକ ଜଣେ ପାକିସ୍ତାନୀ ଖେଳାଳିଙ୍କ ନାମରେ ରହିଛି ସେ ୧୯୭୭–୭୮ ଲାହୋର ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଏକ ମ୍ୟାଚ ରେ  ୪୧୯ ବଲରେ ୧୦୦ ରନ୍ ପୂରଣ କରିଥିଲେ, ପାକିସ୍ତାନର ମୁଦସ୍ରର ନଜର ଏହି ପୂର୍ବତନ ଅଲରାଉଣ୍ଡରଙ୍କ ନାମରେ ବଲ ଦୃଷ୍ଟିରୁ ଦୁନିଆର ମନ୍ଥର ଶତକ ।

ODI କ୍ରିକେଟରେ ସବୁଠାରୁ ଧିମା ଶତକ ଏଲେନ୍ ବର୍ଡରଙ୍କ ଦ୍ୱାରା ଅଧିନାୟକ ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ବୁନ୍ ୧୯୯୧ ରେ ବେନସନ୍ ଆଣ୍ଡ ହେଜେସ୍ ତ୍ରିରାଷ୍ଟ୍ରୀୟ କ୍ରିକେଟ୍ ସିରିଜ୍ ସମୟରେ ହୋବର୍ଟରେ ଟିମ୍ ଇଣ୍ଡିଆ ବିପକ୍ଷରେ ଖେଳାଯାଇଥିଲା ।ଏହି ମ୍ୟାଚରେ ସଞ୍ଜୟ ମଞ୍ଜରକର ଏବଂ ସଚିନ ତେନ୍ଦୁଲକରଙ୍କ ୫୭-୫୭ ରନ୍ ସତ୍ତ୍ୱେ ଭାରତ ୫୦ ଓଭରରେ ୮ ଉଇକେଟ ରେ ମାତ୍ର ୧୭୫ ରନ୍ ସଂଗ୍ରହ କରିଥିଲା, ଏହି ମ୍ୟାଚରେ ବୁନ୍ ୪୯ ତମ ଓଭରରେ ୧୬୬ ବଲରେ ଶତକ ହାସଲ କରି ନିଜ ଦଳ କୁ ଜିତାଇଥିଲେ ।