ଧୋନି ଙ୍କ ବିଜୟ ଛକା କୁ ନେଇ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କ୍ରୋଧିତ ହୋଇ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା..

ବିଶ୍ୱକପ୍ ୨୦୧୧ ର ଅନ୍ତିମ ମ୍ୟାଚ୍ ରେ ଗୌତମ ଗମ୍ଭୀର ୯୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ, କିନ୍ତୁ ଧୋନିଙ୍କୁ ୯୧ ରନ୍ ସ୍କୋର କରି ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ବିଜୟ ସହିତ, ଏମଏସ ଧୋନି ଙ୍କ ଅନ୍ତିମ ଛକା ବଳରେ ବିଶ୍ୱକପ ବିଜୟୀ ହୋଇଥିବା ଏବେବି …
 
ଧୋନି ଙ୍କ ବିଜୟ ଛକା କୁ ନେଇ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କ୍ରୋଧିତ ହୋଇ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା..

ବିଶ୍ୱକପ୍ ୨୦୧୧ ର ଅନ୍ତିମ ମ୍ୟାଚ୍ ରେ ଗୌତମ ଗମ୍ଭୀର ୯୭ ରନର ଏକ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ, କିନ୍ତୁ ଧୋନିଙ୍କୁ ୯୧ ରନ୍ ସ୍କୋର କରି ‘ମ୍ୟାନ୍ ଅଫ୍ ଦି ମ୍ୟାଚ୍’ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ବିଜୟ ସହିତ, ଏମଏସ ଧୋନି ଙ୍କ ଅନ୍ତିମ ଛକା ବଳରେ ବିଶ୍ୱକପ ବିଜୟୀ ହୋଇଥିବା ଏବେବି ସ୍ମରଣୀୟ ।

ଧୋନି ଙ୍କ ବିଜୟ ଛକା କୁ ନେଇ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କ୍ରୋଧିତ ହୋଇ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା..

ଏକ ୱେବସାଇଟ୍ ଧୋନିଙ୍କ ଏକ ଅନ୍ତିମ ଛକା ମାରିଥିବା ଫୋଟ କୁ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛି, ଯେଉଁଥିରେ ଲେଖା ଅଛି, “୨୦୧୧ ରେ ଏହି ଦିନ, ଗୋଟିଏ ଛକା କୋଟି କୋଟି ଭାରତୀୟଙ୍କୁ ଉତ୍ସବ କରିବାର ସୁଯୋଗ ଦେଇଥିଲା।”

ଧୋନି ଙ୍କ ବିଜୟ ଛକା କୁ ନେଇ ଭାରତର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର କ୍ରୋଧିତ ହୋଇ ଟ୍ୱିଟ କରି ଦେଲେ ଏଭଳି ପ୍ରତିକ୍ରିୟା..

ଏହି ଟୁଇଟ୍ ମାଧ୍ୟମରେ ବିଶ୍ୱକପ୍‌ର ବିଜୟକୁ ୱେବସାଇଟ୍ ମାଧ୍ୟମରେ ମନେ ପକାଇ ଦେଇଛନ୍ତି। କିନ୍ତୁ ଏହି ଟୁଇଟ୍‌ରେ ଗମ୍ଭୀର କ୍ରୋଧିତ ହୋଇ ଟୁଇଟ୍‌ କୁ ଜଵାବଦେଇ ଟ୍ୱିଟ କରିଛନ୍ତି ସେହି ଟ୍ୱଇଟରେ ଲେଖିଛନ୍ତି

ଆପଣଙ୍କୁ ମନେ ପକାଇ ଦୋଉଛି ଯେ ୨୦୧୧ ବିଶ୍ୱକପ୍ ଟିମ୍ ଇଣ୍ଡିଆ ଏବଂ ସମସ୍ତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ଙ୍କ ସହାୟତାରେ ବିଶ୍ୱ ବିଜୟୀ ହୋଇଥିଲା , କେବଳ ଏହି ଛକା ଟି ଜିତିବାର ସାହାଯ୍ୟ କରିନଥିଲା । ” ଏହା ସତ୍ୟ ଯେ ଧୋନିଙ୍କ ଛକା ଟି ବିଜୟକୁ ସମସ୍ତେ ମନେ ରଖିଛନ୍ତି ।