ରୋହିତଙ୍କ ସଫଳତା ପାଇଁ ଗୌତମ ଗମ୍ଭୀର ଶ୍ରେୟ ଦେଲେ ଏହି ଖେଳାଳିଙ୍କୁ,ଏବଂ କହିଲେ ତାଙ୍କ ଠାରୁ କୋହଲି ଶିଖିବା ଉଚିତ୍…

ଭାରତୀୟ ଦଳ ର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ସ୍ପୋର୍ଟସ୍ ଟକ୍କୁ କହିଛନ୍ତି, ଯେ ରୋହିତ ଶର୍ମା ଆଜି ଯେଉଁଠାରେ ଅଛନ୍ତି,ବା ଯାହା ବି ନାମ କମାଇଛି ଏହାର ଅଧିକାରେ ଶ୍ରେୟ ଧୋନି ଙ୍କୁ ଦେଇଛନ୍ତି, ଗମ୍ଭୀର କହିଛନ୍ତି ଯେ ଏହା ଏମଏସ ଧୋନିଙ୍କ କାରଣରୁ ସମ୍ଭବ ହୋଇପାରିଛି,ଗୌତମ ଗମ୍ଭୀର ବିଶ୍ୱାସ କରନ୍ତି ଯେ ଯଦି …
 
ରୋହିତଙ୍କ ସଫଳତା ପାଇଁ ଗୌତମ ଗମ୍ଭୀର ଶ୍ରେୟ ଦେଲେ ଏହି ଖେଳାଳିଙ୍କୁ,ଏବଂ କହିଲେ ତାଙ୍କ ଠାରୁ କୋହଲି ଶିଖିବା ଉଚିତ୍…

ଭାରତୀୟ ଦଳ ର ପୂର୍ବତନ ଓପନର୍ ଗୌତମ ଗମ୍ଭୀର ସ୍ପୋର୍ଟସ୍ ଟକ୍କୁ କହିଛନ୍ତି, ଯେ ରୋହିତ ଶର୍ମା ଆଜି ଯେଉଁଠାରେ ଅଛନ୍ତି,ବା ଯାହା ବି ନାମ କମାଇଛି ଏହାର ଅଧିକାରେ ଶ୍ରେୟ ଧୋନି ଙ୍କୁ ଦେଇଛନ୍ତି, ଗମ୍ଭୀର କହିଛନ୍ତି ଯେ ଏହା ଏମଏସ ଧୋନିଙ୍କ କାରଣରୁ ସମ୍ଭବ ହୋଇପାରିଛି,ଗୌତମ ଗମ୍ଭୀର ବିଶ୍ୱାସ କରନ୍ତି ଯେ ଯଦି ରୋହିତ ଙ୍କ ପ୍ରତି ଏମଏସ ଧୋନିଙ୍କ କ୍ରମାଗତ ସମର୍ଥନ ନ ଥାନ୍ତା ତେବେ ହୁଏତ ରୋହିତ ଶର୍ମା ତାଙ୍କ କ୍ୟାରିୟରରେ ଆଜି ଏହି ସ୍ଥାନରେ ପହଞ୍ଚି ପାରି ନଥାନ୍ତେ ।

ରୋହିତଙ୍କ ସଫଳତା ପାଇଁ ଗୌତମ ଗମ୍ଭୀର ଶ୍ରେୟ ଦେଲେ ଏହି ଖେଳାଳିଙ୍କୁ,ଏବଂ କହିଲେ ତାଙ୍କ ଠାରୁ କୋହଲି ଶିଖିବା ଉଚିତ୍…

କାରଣ କ୍ୟାରିୟର ଆରମ୍ଭରେ ରୋହିତଙ୍କ ତାଙ୍କ ପ୍ରତିଷ୍ଠିତ ପ୍ରତିଭାକୁ ସମସ୍ତଙ୍କୁ ଦେଖାଇବା ପାଇଁ ସୁଯୋଗ ମିଳୁ ନଥିଲା, କିନ୍ତୁ ଧୋନି ତାଙ୍କ ସହ ଛିଡା ହୋଇଥିଲେ, ଏମିତିକି ଧୋନି ଙ୍କ ଦ୍ଵାରା ନିଆଯାଇଥିବା ରୋହିତ ଙ୍କ କ୍ୟାରିୟର ପରିବର୍ତ୍ତନକାରୀ ପଦକ୍ଷେପ ଯାହା ୨୦୧୩ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ ରେ ଦଳ ପାଇଁ ଓପେନିଙ୍ଗ ବେଟିଂ କରିବା ପାଇଁ ଧୋନି ହିଁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ,ଏବଂ ବହୁ ସୁଯୋଗ ମଧ୍ୟ ଦେଇଥିଲେ,ଯାହା ଫଳରେ ରୋହିତ ଙ୍କ ଟ୍ୟାଲେଣ୍ଟ କୁ ଆଜି ସମସ୍ତେ ଦେଖିପାରିଲେ,

ରୋହିତଙ୍କ ସଫଳତା ପାଇଁ ଗୌତମ ଗମ୍ଭୀର ଶ୍ରେୟ ଦେଲେ ଏହି ଖେଳାଳିଙ୍କୁ,ଏବଂ କହିଲେ ତାଙ୍କ ଠାରୁ କୋହଲି ଶିଖିବା ଉଚିତ୍…

ଗମ୍ଭୀର ଏହା ମଧ୍ୟ କହିଛନ୍ତି ଯେ “ଆପଣ ଚୟନ କମିଟି ଏବଂ ଦଳ ପରିଚାଳନା ବିଷୟରେ କଥାବାର୍ତ୍ତା କରିପାରିବେ, କିନ୍ତୁ ଯଦି ଆପଣଙ୍କର କ୍ୟାପଟେନଙ୍କ ଠାରୁ ଆପଣଙ୍କର ସମର୍ଥନ ନାହିଁ ତେବେ ସବୁ ଅସମ୍ଭବ । ସବୁକିଛି ଅଧିନାୟକଙ୍କ ହାତରେ,ଧୋନି ଯେପରି ରୋହିତଙ୍କୁ ସମର୍ଥନ କରିଥିଲେ ତାହା ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଶିଖିବା ଉଚିତ୍। ଏବଂ ମୁଁ ଆଶା କରୁଛି ଆଜିର ଯୁବ କ୍ରିକେଟରମାନେ ଶୁଭମନ୍ ଗିଲ୍ ,ସଞ୍ଜୁ ସାମସନ୍, ଭଳି ଖେଳାଳି ମଧ୍ୟ ଅଧିନାୟକ ଙ୍କ ଠାରୁ ସମର୍ଥନ ପାଇବା ଦରକାର ।