କେବଳ ଏହି ଜଣେ ଖେଳାଳିଙ୍କୁ ଛାଡି ଭାରତର 2003 ବିଶ୍ୱକପ ଦଳର ସମସ୍ତ ଖେଳାଳି ଅବସର ନେଇଗଲେ

ଭାରତୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବା ପରେ 2003 ବିଶ୍ୱକପ ଭାରତୀୟ ଦଳରୁ ଅବସର ନେଇଥିବା ଶେଷ ଦ୍ୱିତୀୟ ଖେଳାଳି ହୋଇଥିଲେ । ବର୍ତମାନ ଦଳରେ କେବଳ ଜଣେ ଖେଳାଳି ରହିଛନ୍ତି ଯିଏ ଏପର୍ଯ୍ୟନ୍ତ ଅବସର ନେଇ ନାହାଁନ୍ତି ଏବଂ ସେ ହେଉଛନ୍ତି ବୋଲର ହରଭଜନ ସିଂ। 2003 …
 
କେବଳ ଏହି ଜଣେ ଖେଳାଳିଙ୍କୁ ଛାଡି ଭାରତର 2003 ବିଶ୍ୱକପ ଦଳର ସମସ୍ତ ଖେଳାଳି ଅବସର ନେଇଗଲେ

ଭାରତୀୟ ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ ପାର୍ଥିବ ପଟେଲ ସମସ୍ତ ପ୍ରକାର କ୍ରିକେଟରୁ ଅବସର ନେବା ପରେ 2003 ବିଶ୍ୱକପ ଭାରତୀୟ ଦଳରୁ ଅବସର ନେଇଥିବା ଶେଷ ଦ୍ୱିତୀୟ ଖେଳାଳି ହୋଇଥିଲେ ।

କେବଳ ଏହି ଜଣେ ଖେଳାଳିଙ୍କୁ ଛାଡି ଭାରତର 2003 ବିଶ୍ୱକପ ଦଳର ସମସ୍ତ ଖେଳାଳି ଅବସର ନେଇଗଲେ

ବର୍ତମାନ ଦଳରେ କେବଳ ଜଣେ ଖେଳାଳି ରହିଛନ୍ତି ଯିଏ ଏପର୍ଯ୍ୟନ୍ତ ଅବସର ନେଇ ନାହାଁନ୍ତି ଏବଂ ସେ ହେଉଛନ୍ତି ବୋଲର ହରଭଜନ ସିଂ। 2003 ବିଶ୍ୱକପ ପରେ ହରଭଜନ ସିଂ ଭାରତର ଶ୍ରେଷ୍ଠ ବୋଲର ଭାବରେ ମନୋନୀତ ହୋଇଥିଲେ । ସେ 10 ଟି ମ୍ୟାଚରେ 11 ଟି ୱିକେଟ୍ ନେଇଥିଲେ। ତାଙ୍କର ଖେଳିବାର ସମ୍ଭାବନା ପ୍ରାୟ ଶେଷ ହୋଇଯାଇଛି ।

କେବଳ ଏହି ଜଣେ ଖେଳାଳିଙ୍କୁ ଛାଡି ଭାରତର 2003 ବିଶ୍ୱକପ ଦଳର ସମସ୍ତ ଖେଳାଳି ଅବସର ନେଇଗଲେ
Harbhajan Singh

ସଂଯୁକ୍ତ ଆରବ ଏମିରେଟ୍ସ ବିପକ୍ଷରେ 2016 ଟି-ଟ୍ୱେଣ୍ଟି ମ୍ୟାଚରେ ହରଭଜନଙ୍କୁ ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ଦଳରେ ଦେଖିବାକୁ ମିଳିଥିଲା । ସେ ଶେଷ ଥର ପାଇଁ 2015 ରେ ODI ଏବଂ ଟେଷ୍ଟ ମ୍ୟାଚ୍ ଖେଳିଥିଲେ ।

ଭାରତୀୟ ଷ୍ଟାର ବୋଲର 103 ଟି ଟେଷ୍ଟ, 236 ଟି ODI ଏବଂ 28 ଟି -20 ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି । ତାଙ୍କ ନାମରେ 417 ଟେଷ୍ଟ ୱିକେଟ୍, 269 ଟି ODI ଏବଂ 25 ଟି -20 ୱିକେଟ୍ ଅଛି ।