ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ଦୁଇ ଘାତକ ଖେଳାଳିଙ୍କୁ ନ ଦେଖି ରାଗିଗଲେ ପ୍ରଶଂସକ, BCCI ଉପରେ ଉଠାଇଲେ ପ୍ରଶ୍ନ

 
why sanju and gill not playing

କ୍ରିକେଟ ଖବର : ଆଜି ଅର୍ଥାତ୍ ନଭେମ୍ବର 20 ତାରିଖ ଦିନ ନ୍ୟୁଜିଲ୍ୟାଣ୍ଡ ଏବଂ ଭାରତ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି -20 ସିରିଜର ଦ୍ୱିତୀୟ ହୋଇଛି। ଯେଉଁଥିରେ ଟିମ୍ ଇଣ୍ଡିଆ 65 ରନରେ ବିଜୟ ହାସଲ କରିଛି। 

ind vs nz 2nd t20i india won by 65 runs

ବର୍ଷା ହେତୁ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହୋଇଯାଇଥିଲା, ଏପରି ପରିସ୍ଥିତିରେ ଏହି ମ୍ୟାଚ୍ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା।ତେବେ ନ୍ୟୁଜିଲ୍ୟାଣ୍ଡ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ଆହୁରି ପଢ଼ନ୍ତୁ : IND vs NZ : ଶତକ ମାରି ଭାରତକୁ ମ୍ୟାଚ ଜିତେଇବା ପରେ ସୁର୍ଯ୍ୟକୁମାର କହିଲେ "16 ଓଭର ପରେ ମୋତେ ସେ କହିଥିଲେ କି ..."

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଶ୍ରେଷ୍ଠ ଏକାଦଶରେ ପୁଣିଥରେ ଶୁଭମାନ ଗିଲ ଏବଂ ସଞ୍ଜୁ ସାମସନଙ୍କୁ ଚୟନ କରାଯାଇ ନ ଥିଲା।

ଏହା ଦେଖିବା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ବିସିସିଆଇ ଉପରେ ତୀବ୍ର ପ୍ରତିକ୍ରିୟା ଦେଉଥିବାର ନଜର ଆସିଛି।