ଦେଖନ୍ତୁ ଭିଡ଼ିଓ : ଲାଇଭ ଶୋ ରେ ଆଫ୍ରିଦି କଲେ ଗୌତମ ଗମ୍ଭୀରଙ୍କ ଅପମାନ, ଆଉ ହରଭଜନ ସିଂ ସବୁ ଦେଖି ଶୁଣି ହସୁଥିଲେ

 
sahid afridi insult gautam gambhir

କ୍ରିକେଟ୍ ଖବର : କ୍ରିକେଟ ପଡିଆରେ ଶାହିଦ ଆଫରିଦ୍ ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ କେବେ ମଧ୍ୟ ପଡେନି।ଯାହା ସମସ୍ତେ ଜାଣନ୍ତି । ଏ ଦୁହେଁ ଖେଳାଳିଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ରହିଛି। ବୋଧହୁଏ ଏହି ଦୁଇ ଖେଳାଳି ଜଣେ ଜଣଙ୍କ କଥାକୁ ଧରି ବସନ୍ତି ଏବଂ ଓଲଟା ଜବାବ ଦିଅନ୍ତି।ଏମିତି ପୁଣି ଥରେ ଦେଖିବାକୁ ମିଳିଛି।

ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଶାହିଦ କହିଥିଲେ ଗୌତମ ଏମିତି ଜଣେ ଖେଳାଳି ଯାହାକୁ ଇଣ୍ଡିଆ ଟିମ ପସନ୍ଦ କରେନାହିଁ। ଶାହିଦ ଯେଉଁ ସମୟରେ ଏହା କହିଥିଲେ, ସେହି ସମୟରେ ଟିମ୍ ଇଣ୍ଡିଆର ପୁର୍ବତନ ସ୍ପିନ୍ ବୋଲର୍ ହରଭଜନ ସିଂ ସେହି ସ୍ଥାନରେ ଥିଲେ । 

gambhir said

ଯେତେବେଳେ ଏ କଥା ସେ ଶୁଣଥିଲେ ସେତେବେଳେ ସେ ଖୁବ୍ ଜୋରରେ ହସି ଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଥିବା ନଜର ଆସିଛି। ଯେତେବେଳେ ଭାରତୀୟ ଫ୍ୟାନସ ମାନେ ଅଫରଦୀଙ୍କ କଥା ଏବଂ ହରଭଜନ ସିଂଙ୍କୁ ଏଭଳି ମଜାକ ଉଡାଇବାର ଦେଖିଥିଲେ ୟୁଜର୍ ରାଗିଯାଇଥିଲେ। 

ଦେଖନ୍ତୁ ଭିଡ଼ିଓ :

ଶାହୀଦ ଅଫରଦୀଙ୍କ କଥା ଯେତିକି ଖରାପ ଲାଗିନଥିଲା ତାଙ୍କ ସାଥୀରେ ବିକ୍ରାନ୍ତ ଗୁପ୍ତା ଓ ହରଭଜନ ସିଂଙ୍କ ରିଆକ୍ସନ ଦେଖି ବହୁତ ଖରାପ ଲାଗିଥିଲା। ବର୍ତ୍ତମାନ ଫ୍ୟାନ୍ସ ମାନେ ସୋସିଆଲ ମିଡିଆରେ ଦେଖିକି ଏ ସବୁ ରାଗିିଯାଇଛନ୍ତି।