ଧୋନିଙ୍କ ଏହି ଓ୍ବାର୍ଲ୍ଡ ରେକର୍ଡକୁ ଭାଙ୍ଗି ନିଜ ନାମରେ କଲେ ମାଇକେଲ୍ ଷ୍ଟାର୍କଙ୍କର ପତ୍ନୀ ଏଲିସା ହେଲି, ଜାଣନ୍ତୁ ରେକର୍ଡ ବିଷୟରେ…

  1. Home
  2. T20 Cricket

ଧୋନିଙ୍କ ଏହି ଓ୍ବାର୍ଲ୍ଡ ରେକର୍ଡକୁ ଭାଙ୍ଗି ନିଜ ନାମରେ କଲେ ମାଇକେଲ୍ ଷ୍ଟାର୍କଙ୍କର ପତ୍ନୀ ଏଲିସା ହେଲି, ଜାଣନ୍ତୁ ରେକର୍ଡ ବିଷୟରେ…

ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଟିମ୍ ବର୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷ ରେ ଟି-୨୦ ସିରିଜ୍ ଖେଳୁଛି,ଏହି ସିରିଜ ରେ ୨-୦ ରେ ଆଗୁଆ ରହିଛି ଆୟୋଜକ ଟିମ୍। ହେଲେ ଚର୍ଚାର ବିଷୟ ଏହା ଯେ ରବିବାର ବ୍ରିସବେନର ଏଲନ୍ ବର୍ଡର ଷ୍ଟାଡିମର ଖେଳା ଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓ୍ବିକେଟ କପିର ଏଲିସା ହେଲି ଏହି ରେକର୍ଡ …


ଧୋନିଙ୍କ ଏହି ଓ୍ବାର୍ଲ୍ଡ ରେକର୍ଡକୁ ଭାଙ୍ଗି ନିଜ ନାମରେ କଲେ ମାଇକେଲ୍ ଷ୍ଟାର୍କଙ୍କର ପତ୍ନୀ ଏଲିସା ହେଲି, ଜାଣନ୍ତୁ ରେକର୍ଡ ବିଷୟରେ…

ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଟିମ୍ ବର୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷ ରେ ଟି-୨୦ ସିରିଜ୍ ଖେଳୁଛି,ଏହି ସିରିଜ ରେ ୨-୦ ରେ ଆଗୁଆ ରହିଛି ଆୟୋଜକ ଟିମ୍। ହେଲେ ଚର୍ଚାର ବିଷୟ ଏହା ଯେ ରବିବାର ବ୍ରିସବେନର ଏଲନ୍ ବର୍ଡର ଷ୍ଟାଡିମର ଖେଳା ଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆର ଓ୍ବିକେଟ କପିର ଏଲିସା ହେଲି ଏହି ରେକର୍ଡ କୁ ନିଜ ମନାମାରେ କରିଛନ୍ତି ।

ଧୋନିଙ୍କ ଏହି ଓ୍ବାର୍ଲ୍ଡ ରେକର୍ଡକୁ ଭାଙ୍ଗି ନିଜ ନାମରେ କଲେ ମାଇକେଲ୍ ଷ୍ଟାର୍କଙ୍କର ପତ୍ନୀ ଏଲିସା ହେଲି, ଜାଣନ୍ତୁ ରେକର୍ଡ ବିଷୟରେ…

ଅଷ୍ଟ୍ରେଲିଆର ଷ୍ଟାର ଦ୍ରୁତ ବୋଲର ମାଇକେଲ୍ ଷ୍ଟାର୍କଙ୍କର ପତ୍ନୀ ୩୦ ବର୍ଷୀୟ ଏଲିସା ହେଲି ମହେନ୍ଦ୍ର ସିଂ ଧୋନିଙ୍କ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଆଉଟ୍ କରିବା ବିଶ୍ବରେକର୍ଡ ୯୧ କୁ ଭାଙ୍ଗି ଦେଇଛନ୍ତି। ଧୋନିଙ୍କୁ ପଛରେ ପକାଇ ନିଜେ ୯୨ ଟି ଓ୍ବକେଟ୍ ନେଇଛନ୍ତି। ଧୋନି ୯୧ଟି ଆଉଟ୍ କରିବା ଭିତରେ ୫୭ଟି କ୍ୟାଚ ଓ ୩୪ଟି ଷ୍ଟମ୍ପିଂ ରହିଥିବା ବେଳେ ତାଙ୍କର ୯୨ ଟି ଓ୍ବକେଟ୍ ଭିତରେ ୪୨ଟି କ୍ୟାଚ୍ ଓ ୫୦ ଟି ଷ୍ଟମ୍ପିଂ ରହିଛି।

ତେବେ ଇଂଲଣ୍ଡର ସାରା ଟେଲର ୭୪ଟି ଓ୍ବିକେଟ୍ ନେଇ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଏହା ସହ ସର୍ବାଧିକ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିଥିବା ଧୋନିଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛନ୍ତି। ଧୋନି ୯୮ ଟି ଅନ୍ତର୍ଜାତୀୟ ଟି-୨୦ ଖେଳିଥିବା ବେଳେ ସେ ୯୯ ତମ ମ୍ୟାଚ୍ ଖେଳିଛନ୍ତି ।