ଦେଖନ୍ତୁ ଭିଡ଼ିଓ: ବଲ୍ ର ‘80% ଭାଗ ଷ୍ଟମ୍ପ୍ ରେ ବାଜୁ ନଥିଲା , ମାତ୍ର ଏହି କାରଣରୁ ଆଉଟ ହେଲେ ରୋହିତ ଶର୍ମା

  1. Home
  2. Cricket News

ଦେଖନ୍ତୁ ଭିଡ଼ିଓ: ବଲ୍ ର ‘80% ଭାଗ ଷ୍ଟମ୍ପ୍ ରେ ବାଜୁ ନଥିଲା , ମାତ୍ର ଏହି କାରଣରୁ ଆଉଟ ହେଲେ ରୋହିତ ଶର୍ମା

ହେଡିଙ୍ଗଲିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଦ୍ୱିତୀୟ ଇନିଂସରେ ଏକ ଅର୍ଦ୍ଧଶତକ ହାସଲ କରି ଟିମ୍ ଇଣ୍ଡିଆକୁ ମ୍ୟାଚକୁ ଫେରିବା ପାଇଁ ଆଶା ଦେଇଥିଲେ । ତେବେ ରୋହିତ ଭାଗ୍ୟଶାଳୀ ନଥିଲେ ଏବଂ ଅମ୍ପାୟାରଙ୍କ ନିଷ୍ପତି ଯୋଗୁଁ ଆଉଟ ହୋଇ ଯାଇଥିଲେ। ରୋହିତଙ୍କ ଆଉଟ ହେବା ପରେ ସୋସିଆଲ ମିଡିଆରେ …


ଦେଖନ୍ତୁ ଭିଡ଼ିଓ: ବଲ୍ ର ‘80% ଭାଗ ଷ୍ଟମ୍ପ୍ ରେ ବାଜୁ ନଥିଲା , ମାତ୍ର ଏହି କାରଣରୁ ଆଉଟ ହେଲେ ରୋହିତ ଶର୍ମା

ହେଡିଙ୍ଗଲିରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚରେ ରୋହିତ ଶର୍ମା ଦ୍ୱିତୀୟ ଇନିଂସରେ ଏକ ଅର୍ଦ୍ଧଶତକ ହାସଲ କରି ଟିମ୍ ଇଣ୍ଡିଆକୁ ମ୍ୟାଚକୁ ଫେରିବା ପାଇଁ ଆଶା ଦେଇଥିଲେ । ତେବେ ରୋହିତ ଭାଗ୍ୟଶାଳୀ ନଥିଲେ ଏବଂ ଅମ୍ପାୟାରଙ୍କ ନିଷ୍ପତି ଯୋଗୁଁ ଆଉଟ ହୋଇ ଯାଇଥିଲେ।

ଦେଖନ୍ତୁ ଭିଡ଼ିଓ: ବଲ୍ ର ‘80% ଭାଗ ଷ୍ଟମ୍ପ୍ ରେ ବାଜୁ ନଥିଲା , ମାତ୍ର ଏହି କାରଣରୁ ଆଉଟ ହେଲେ ରୋହିତ ଶର୍ମା

ରୋହିତଙ୍କ ଆଉଟ ହେବା ପରେ ସୋସିଆଲ ମିଡିଆରେ ପ୍ରଶଂସକମାନେ ଅତ୍ୟନ୍ତ କ୍ରୋଧିତ ହୋଇ ଅମ୍ପାୟାରଙ୍କୁ ପ୍ରଶ୍ନ କରୁଛନ୍ତି। ବାସ୍ତବରେ ଅମ୍ପାୟାର ରିଚାର୍ଡ କେଟଲବୋରୋ ରୋହିତ ଶର୍ମାଙ୍କୁ ଓଲି ରବିନ୍ସନ୍ଙ୍କ ବଲରେ LBW ଦେଇଥିଲେ ଏବଂ ରୋହିତ ଶର୍ମା DRS ନେବାକୁ ନିଷ୍ପତ୍ତି ନେଇଥିଲେ।

ଦେଖନ୍ତୁ ଭିଡ଼ିଓ: ବଲ୍ ର ‘80% ଭାଗ ଷ୍ଟମ୍ପ୍ ରେ ବାଜୁ ନଥିଲା , ମାତ୍ର ଏହି କାରଣରୁ ଆଉଟ ହେଲେ ରୋହିତ ଶର୍ମା

ଏହା ପରେ ଟିଭି ଅମ୍ପାୟାର ସବୁକିଛି ଦେଖିବା ପରେ ଜାଣିବାକୁ ପାଇଲେ ଯେ ବଲଟି ଲେଗ-ଷ୍ଟମ୍ପକୁ ଟିକିଏ ସ୍ପର୍ଶ କରୁଛି ଏବଂ ଅମ୍ପାୟାରଙ୍କ କଲ ଯୋଗୁଁ ରୋହିତଙ୍କୁ ପାଭିଲିୟନକୁ ଯିବାକୁ ପଡିଲା । ଆଉଟ ହେବା ପରେ ରୋହିତ ବହୁତ ରାଗିଗଲେ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ ମଧ୍ୟ ସମାନ କ୍ରୋଧ ଦେଖାଉଛନ୍ତି ।

https://twitter.com/crictwig/status/1431274783182778369

ଅନେକ ପ୍ରଶଂସକ କହୁଛନ୍ତି ଯେ 80% ବଲ୍ ର ଭାଗ ଷ୍ଟମ୍ପ୍ କୁ ବାଜିନଥିଲେ ମଧ୍ୟ ଅମ୍ପାୟାର ରୋହିତଙ୍କୁ କିପରି ଆଉଟ୍ କରିପାରିବେ? ଏଥି ସହିତ ରୋହିତଙ୍କୁ ଏହି ଢଙ୍ଗରେ ଆଉଟ କରିବା ପରେ ଅମ୍ପାୟାରଙ୍କ ଉପରେ ପୁଣି ଥରେ ପ୍ରଶ୍ନ ଉଠିଛି ।