T-20 ବିଶ୍ୱକପ 2021ରେ ଭାରତୀୟ ଦଳ କୁ ପାକିସ୍ତାନ ର ଏହି 3 ଜଣ ଖେଳାଳିଙ୍କ ପ୍ରତି ସତର୍କ ରହିବାକୁ ପଡିବ

T20 ୱାର୍ଲ୍ଡକପ୍ 2021: ଅକ୍ଟୋବର 17 ରୁ ୟୁଏଇ ଏବଂ ଓମାନରେ T20 ବିଶ୍ୱକପ୍ ଆରମ୍ଭ ହେଇ ଯାଇଛି । ଏହାର ଅନ୍ତିମ ମ୍ୟାଚ୍ 14 ନଭେମ୍ବରରେ ଖେଳାଯିବ । ଅକ୍ଟୋବର 24 ରେ ଭାରତୀୟ ଦଳ ଏହାର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ। ଭାରତ ଏପର୍ଯ୍ୟନ୍ତ ଟି -20 ବିଶ୍ୱକପରେ ପାକିସ୍ତାନ …

Clik To Read More