କୋହଲି ଫ୍ୟାନ୍ସ ମାନଙ୍କୁ ଲାଗିଲା ପୁଣି ଝଟକା, ଏବେ RCB ର ଅଧିନାୟକ ପଦ ଛାଡିଲେ କୋହଲି, ଦୁଃଖିତ ହୋଇ କହିଲେ ଏମିତି…

ବିରାଟ କୋହଲି ଗୋଟିଏ ପରେ ଗୋଟିଏ ତାଙ୍କ ପ୍ରଶଂସକଙ୍କୁ ଚକିତ କରୁଛନ୍ତି। କିଛି ଦିନ ପୂର୍ବରୁ, ସେ ଟି-୨୦ ବିଶ୍ୱକପ ପରେ ଏହି ଫର୍ମାଟରୁ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏବେ ସେ ଆଇପିଏଲ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକତ୍ୱ ଛାଡିବାକୁ ମଧ୍ୟ ଘୋଷଣା କରିଛନ୍ତି। …

Clik To Read More

IPL 2021: CSK-MI ମ୍ୟାଚ ପରେ ସେହୱାଗ କଲେ ଭବିଷ୍ୟବାଣୀ, କହିଲେ ଏହି ଟିମ୍ ଜିତିବ ଟୁର୍ନାମେଣ୍ଟ

ଚଳିତ ବର୍ଷ ବହୁତ ଜଣ ଆଇପିଏଲ୍ ବିଜେତା ବିଷୟରେ ବଡ ବଡ ବଡ ଭବିଷ୍ୟବାଣୀ କରିଛନ୍ତି । ଆଇପିଏଲ୍ 2021 ର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଲା ଏବଂ ଟିମ୍ ଇଣ୍ଡିଆର ଶକ୍ତିଶାଳୀ ଓପନର୍ ବିରେନ୍ଦର ସେହୱାଗ ମଧ୍ୟ ଏହି ସିଜିନର ବିଜେତା ପୂର୍ବାନୁମାନ କରିଛନ୍ତି । ଏହି ଦଳ ଚାମ୍ପିୟନ ହେବ: ବିରେନ୍ଦର ସେହୱାଗ …

Clik To Read More