ରିକି ପଣ୍ଟିଂ, ଗ୍ରେମ୍‌ ସ୍ମିଥ, ଆଲାନ ବର୍ଡର ଓ ଷ୍ଟିଫେନ୍‌ ଫ୍ଲେମିଂ ଭଳି ଖେଳାଳିଙ୍କୁ ପଛରେ ପକାଇ କୋହଲି ରଚିଲେ ଏହି ନୁଆଁ ରେକର୍ଡ

  1. Home
  2. T20 Cricket

ରିକି ପଣ୍ଟିଂ, ଗ୍ରେମ୍‌ ସ୍ମିଥ, ଆଲାନ ବର୍ଡର ଓ ଷ୍ଟିଫେନ୍‌ ଫ୍ଲେମିଂ ଭଳି ଖେଳାଳିଙ୍କୁ ପଛରେ ପକାଇ କୋହଲି ରଚିଲେ ଏହି ନୁଆଁ ରେକର୍ଡ

ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଅଧିନାୟକଭାବେ ବିରାଟ କୋହଲି କ୍ରମାଗତ ଭାବରେ ଭଲ ପଦର୍ଶନ କରି ଆସୁଛନ୍ତି ଏହା ସମସ୍ତଙ୍କୁ ଭଲ ଭାବରେ ଜଣା ଏବଂ ଏହା ସହ ବର୍ତମାନ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ସିରିଜ ରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ଅଧିନାୟକ ବିରାଟ କୋହଲି, ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ ବିଷୟରେ …


ରିକି ପଣ୍ଟିଂ, ଗ୍ରେମ୍‌ ସ୍ମିଥ, ଆଲାନ ବର୍ଡର ଓ ଷ୍ଟିଫେନ୍‌ ଫ୍ଲେମିଂ ଭଳି ଖେଳାଳିଙ୍କୁ ପଛରେ ପକାଇ କୋହଲି ରଚିଲେ ଏହି ନୁଆଁ ରେକର୍ଡ

ଅନ୍ତର୍ଜାତୀୟ ଟି୨୦ କ୍ରିକେଟରେ ଅଧିନାୟକଭାବେ ବିରାଟ କୋହଲି କ୍ରମାଗତ ଭାବରେ ଭଲ ପଦର୍ଶନ କରି ଆସୁଛନ୍ତି ଏହା ସମସ୍ତଙ୍କୁ ଭଲ ଭାବରେ ଜଣା ଏବଂ ଏହା ସହ ବର୍ତମାନ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ସିରିଜ ରେ ଆଉ ଏକ ରେକର୍ଡର ଅଧିକାରୀ ହୋଇଛନ୍ତି ଅଧିନାୟକ ବିରାଟ କୋହଲି, ତେବେ ଆସନ୍ତୁ ଜାଣିବା ସେହି ରେକର୍ଡ ବିଷୟରେ ।

ରିକି ପଣ୍ଟିଂ, ଗ୍ରେମ୍‌ ସ୍ମିଥ, ଆଲାନ ବର୍ଡର ଓ ଷ୍ଟିଫେନ୍‌ ଫ୍ଲେମିଂ ଭଳି ଖେଳାଳିଙ୍କୁ ପଛରେ ପକାଇ କୋହଲି ରଚିଲେ ଏହି ନୁଆଁ ରେକର୍ଡ

ଶ୍ରୀଲଙ୍କା ବିପକ୍ଷ ତୃତୀୟ ଟି୨୦ରେ ସେ ୨୬ ରନ କରିବା ଅବସରରେ ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତ ୧୧,୦୦୦ ରନ ପୂରଣ କରିଛନ୍ତି। ବିଶ୍ୱର ୬ଷ୍ଠ ଏବଂ ମହେନ୍ଦ୍ର ସିଂ ଧୋନୀଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କୋହଲି ଅଧିନାୟକଭାବେ ୧୧,୦୦୦ ରନ ପୂରଣ କରିଛନ୍ତି ।

ରିକି ପଣ୍ଟିଂ, ଗ୍ରେମ୍‌ ସ୍ମିଥ, ଆଲାନ ବର୍ଡର ଓ ଷ୍ଟିଫେନ୍‌ ଫ୍ଲେମିଂ ଭଳି ଖେଳାଳିଙ୍କୁ ପଛରେ ପକାଇ କୋହଲି ରଚିଲେ ଏହି ନୁଆଁ ରେକର୍ଡ

ସବୁଠାରୁ ଦ୍ରୁତତମ ଖେଳାଳି ତାଲିକାରେ କୋହଲିଙ୍କ ପଛକୁ ରିକି ପଣ୍ଟିଂ, ଗ୍ରେମ୍‌ ସ୍ମିଥ, ଆଲାନ ବର୍ଡର ଓ ଷ୍ଟିଫେନ୍‌ ଫ୍ଲେମିଂ ରହିଛନ୍ତି। ବହୁତ କମ ମ୍ୟାଚ ଖେଳି ବହୁତ କମ ସମୟ ମଧ୍ୟରେ ଏହି ରେକର୍ଡ ର ଅଧିକାରୀ ହୋଇଛନ୍ତି ଅଧିନାୟ ବିରାଟ କୋହଲି ।