ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ ନେଲେ ବଡ ନିର୍ଣ୍ଣୟ ବର୍ତମାନ ଯୋଗ ଦେବେ ଏହି ଟିମରେ..

  1. Home
  2. T20 Cricket

ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ ନେଲେ ବଡ ନିର୍ଣ୍ଣୟ ବର୍ତମାନ ଯୋଗ ଦେବେ ଏହି ଟିମରେ..

ଭାରତୀୟ କ୍ରିକେଟର ଅଫ୍-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ ସେ ଏହି ନିର୍ଣ୍ଣୟ ନେଇଛନ୍ତି ବୋଲି ଜଣା ପଡିଛି, ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍ରେ ଚଳିତ ବର୍ଷ ଲାଗି ସେ ୟର୍କଶାୟର ପକ୍ଷରୁ ଖେଳିବେ ବୋଲି କ୍ଲବ ପକ୍ଷରୁ ଗୁରୁବାର ଦିନ ଏହା ସ୍ପଷ୍ଟ କରାଯାଇଛି। ତେଣୁ ଅଶ୍ୱିନ ୟର୍କଶାୟର କ୍ଲବର ପ୍ରମୁଖ ବିଦେଶୀ …


ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ  ନେଲେ ବଡ ନିର୍ଣ୍ଣୟ ବର୍ତମାନ ଯୋଗ ଦେବେ ଏହି ଟିମରେ..

ଭାରତୀୟ କ୍ରିକେଟର ଅଫ୍‌-ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ ସେ ଏହି ନିର୍ଣ୍ଣୟ ନେଇଛନ୍ତି ବୋଲି ଜଣା ପଡିଛି, ଇଂଲିଶ କାଉଣ୍ଟି ଚାମ୍ପିୟନଶିପ୍‌ରେ ଚଳିତ ବର୍ଷ ଲାଗି ସେ ୟର୍କଶାୟର ପକ୍ଷରୁ ଖେଳିବେ ବୋଲି କ୍ଲବ ପକ୍ଷରୁ ଗୁରୁବାର ଦିନ ଏହା ସ୍ପଷ୍ଟ କରାଯାଇଛି।

ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ  ନେଲେ ବଡ ନିର୍ଣ୍ଣୟ ବର୍ତମାନ ଯୋଗ ଦେବେ ଏହି ଟିମରେ..

ତେଣୁ ଅଶ୍ୱିନ ୟର୍କଶାୟର କ୍ଲବର ପ୍ରମୁଖ ବିଦେଶୀ ସ୍ପିନର ଭାବେ ଖେଳିବେ କାରଣ ଦକ୍ଷିଣ ଆଫ୍ରିକା ସ୍ପିନର କେଶବ ମହାରାଜାଙ୍କ ସହ ୟର୍କଶାୟର ଚୁକ୍ତି ଅବଧି ୨୦୧୯ରେ ଶେଷ ହୋଇଯାଇଛି। ଏହି କାଉଣ୍ଟି କ୍ଲବ ପକ୍ଷରୁ ଅତିକମ୍‌ରେ ସେ ୮ ମ୍ୟାଚ୍‌ ଖେଳିବେ।

ରବିଚନ୍ଦ୍ରନ ଅଶ୍ୱିନ ଟି୨୦ ଦଳରେ ସ୍ଥାନ ନପାଇଥିବାରୁ  ନେଲେ ବଡ ନିର୍ଣ୍ଣୟ ବର୍ତମାନ ଯୋଗ ଦେବେ ଏହି ଟିମରେ..

କିନ୍ତୁ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କାର୍ଯ୍ୟସୂଚୀ ପରେ ସେ କାଉଣ୍ଟି ଦଳରେ ଯୋଗଦେବେ ବୋଲି ଜଣାପଡ଼ିଛି। ଅଶ୍ୱିନ କ୍ୟାରିୟରରେ ୩ୟଥର ପାଇଁ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଯାଉଛନ୍ତି ଏହା ପୂର୍ବରୁ ସେ ଓ୍ବସେଷ୍ଟରଶାୟର ଓ ନଟ୍ଟିଂହାମଶାୟର ପକ୍ଷରୁ ମ୍ୟାଚ୍‌ ଖେଳିସାରିଛନ୍ତି।