ବିସିସିଆଇ ପୁରସ୍କାର ଦେଇଥିବା ଟ୍ରଫି ସହ ଫୋଟ ସେୟାର କଲେ ଯଶପ୍ରୀତ ବୁମ୍‌ରା କିନ୍ତୁ ଯୁବରାଜ ମଜାକ ଉଡ଼ାଇ କହିଲେ ଏମିତି

  1. Home
  2. Entertainment

ବିସିସିଆଇ ପୁରସ୍କାର ଦେଇଥିବା ଟ୍ରଫି ସହ ଫୋଟ ସେୟାର କଲେ ଯଶପ୍ରୀତ ବୁମ୍‌ରା କିନ୍ତୁ ଯୁବରାଜ ମଜାକ ଉଡ଼ାଇ କହିଲେ ଏମିତି

ରବିବାର ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଉପସ୍ଥିତ ରହି ୨୦୧୮-୧୯ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ସେ ସମ୍ମାନଜନକ ପଲି ଉମ୍ରିଗର ଓ ଦିଲୀପ ସରଦେଶାଇ ପୁରସ୍କାର …


ବିସିସିଆଇ ପୁରସ୍କାର ଦେଇଥିବା ଟ୍ରଫି ସହ ଫୋଟ ସେୟାର କଲେ ଯଶପ୍ରୀତ ବୁମ୍‌ରା କିନ୍ତୁ ଯୁବରାଜ ମଜାକ ଉଡ଼ାଇ କହିଲେ ଏମିତି

ରବିବାର ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ଉପସ୍ଥିତ ରହି ୨୦୧୮-୧୯ ସିଜନରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି ।

ବିସିସିଆଇ ପୁରସ୍କାର ଦେଇଥିବା ଟ୍ରଫି ସହ ଫୋଟ ସେୟାର କଲେ ଯଶପ୍ରୀତ ବୁମ୍‌ରା କିନ୍ତୁ ଯୁବରାଜ ମଜାକ ଉଡ଼ାଇ କହିଲେ ଏମିତି

ସେ ସମ୍ମାନଜନକ ପଲି ଉମ୍ରିଗର ଓ ଦିଲୀପ ସରଦେଶାଇ ପୁରସ୍କାର ହାସଲ କରିଛନ୍ତି। ଶ୍ରେଷ୍ଠ ପୁରୁଷ ଅନ୍ତର୍ଜାତୀୟ କ୍ରିକେଟରଭାବେ ସେ ପଲି ଉମ୍ରିଗର ପୁରସ୍କାର ଭାବରେ ୧୫ ଲକ୍ଷ ଟଙ୍କା ପାଇଛନ୍ତି। ପୂର୍ବତନ ଭାରତୀୟ ଅଧିନାୟକ କ୍ରିଷ୍ଣାମାଚାରୀ ଶ୍ରୀକାନ୍ତ ଓ ଅଞ୍ଜୁମ ଚୋପ୍ରାଙ୍କୁ ସିକେ ନାଇଡୁ ଲାଇଫ୍‌ଟାଇମ୍‌ ଆଚିଭ୍‌ଭେଣ୍ଟ ପୁରସ୍କାର ମିଳିଛି।

ବିସିସିଆଇ ପୁରସ୍କାର ଦେଇଥିବା ଟ୍ରଫି ସହ ଫୋଟ ସେୟାର କଲେ ଯଶପ୍ରୀତ ବୁମ୍‌ରା କିନ୍ତୁ ଯୁବରାଜ ମଜାକ ଉଡ଼ାଇ କହିଲେ ଏମିତି

କିନ୍ତୁ ଏହି ବିସିସିଆଇ ବାର୍ଷିକ ପୁରସ୍କାର ପ୍ରଦାନ ଉତ୍ସବରେ ଟ୍ରଫି ସହ ଏକ ଫୋଟ ଉଠାଇ ନିଜ ସୋସିଆଲ ମିଡ଼ିଆ ଇନ୍ଷ୍ଟଗ୍ରାମ ଏକାଉଣ୍ଟ ରେ ସେୟାର କରିଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଙ୍କୁ ଭାରତର ପୂର୍ବତମ ସିସ୍କର କିଙ୍ଗ ଯୁବରାଜ ସିଂ ଋଟ୍ୱିଟ କରି କହିଛନ୍ତି ଯେ ” ଜଶି ଅଳ୍ପ ହସିଦେ ତୋ ଠାରୁ ତୋ ଟ୍ରଫି କିଏ ନେଇଯିବ ନାହିଁ ” ବୋଲି ହସି ମଜାକ ଉଡ଼ାଇଥିଲେ ।