ପୂର୍ବରୁ ଡି ଆର୍ସି ଶର୍ଟ ନାମରେ ଥିବା ଏହି ବିରଳ ରେକର୍ଡ କୁ ଭାଙ୍ଗି ନିଜ ନାମରେ କଲେ ଷ୍ଟୋଇନିସଙ୍କ, ଜାଣନ୍ତୁ ରେକର୍ଡ ବିଷୟରେ

  1. Home
  2. T20 Cricket

ପୂର୍ବରୁ ଡି ଆର୍ସି ଶର୍ଟ ନାମରେ ଥିବା ଏହି ବିରଳ ରେକର୍ଡ କୁ ଭାଙ୍ଗି ନିଜ ନାମରେ କଲେ ଷ୍ଟୋଇନିସଙ୍କ, ଜାଣନ୍ତୁ ରେକର୍ଡ ବିଷୟରେ

୩୦ ବର୍ଷୀୟ ଅଷ୍ଟ୍ରେଲୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଷ୍ଟୋଇନିସ ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍ ବାସ୍ ଲିଗ୍ (ବିବିଏଲ୍) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ସଂଗ୍ରହ କରିଛନ୍ତି। ପୂର୍ବରୁ ବିବିଏଲ୍ରେ ବ୍ୟକ୍ତିଗତ ଶ୍ରେଷ୍ଠ ଇନିଂସ ଡି ଆର୍ସି ଶର୍ଟ (୬୯ ବଲ ୧୨୨ ରନ)ଙ୍କ ନାମରେ ରହିଥିଲା କିନ୍ତୁ ବର୍ତମାନ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ …


ପୂର୍ବରୁ ଡି ଆର୍ସି ଶର୍ଟ ନାମରେ ଥିବା ଏହି ବିରଳ ରେକର୍ଡ କୁ ଭାଙ୍ଗି ନିଜ ନାମରେ କଲେ ଷ୍ଟୋଇନିସଙ୍କ, ଜାଣନ୍ତୁ ରେକର୍ଡ ବିଷୟରେ

୩୦ ବର୍ଷୀୟ ଅଷ୍ଟ୍ରେଲୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ଷ୍ଟୋଇନିସ ଅଷ୍ଟ୍ରେଲିଆର ଘରୋଇ ଟି୨୦ ପ୍ରତିଯୋଗିତା ବିଗ୍‌ ବାସ୍‌ ଲିଗ୍‌ (ବିବିଏଲ୍‌) ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର ସଂଗ୍ରହ କରିଛନ୍ତି। ପୂର୍ବରୁ ବିବିଏଲ୍‌ରେ ବ୍ୟକ୍ତିଗତ ଶ୍ରେଷ୍ଠ ଇନିଂସ ଡି ଆର୍ସି ଶର୍ଟ (୬୯ ବଲ ୧୨୨ ରନ)ଙ୍କ ନାମରେ ରହିଥିଲା କିନ୍ତୁ ବର୍ତମାନ ମେଲବୋର୍ନ ଷ୍ଟାର୍ସ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋଇନିସ ରବିବାର ସିଡ୍‌ନୀ ସିକ୍ସର୍ସ ବିପକ୍ଷରେ ଅପରାଜିତ ୧୪୭ ରନର ଇନିଂସ ଖେଳିଥିଲେ ।

ପୂର୍ବରୁ ଡି ଆର୍ସି ଶର୍ଟ ନାମରେ ଥିବା ଏହି ବିରଳ ରେକର୍ଡ କୁ ଭାଙ୍ଗି ନିଜ ନାମରେ କଲେ ଷ୍ଟୋଇନିସଙ୍କ, ଜାଣନ୍ତୁ ରେକର୍ଡ ବିଷୟରେ

ସେ ୭୯ ବଲର ଇନିଂସ ମଧ୍ୟରେ ୧୩ ଚୌକା ଓ ୮ ଛକା ମାରିଥିଲେ । ମେଲବୋର୍ନ ୨୦ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୨୧୯ ରନ କରିଥିବାବେଳେ ସିଡ୍‌ନୀ ସିକ୍ସର୍ସ ୭ ଉଇକେଟ୍‌ ହରାଇ ୧୭୫ ରନ କରିବାକୁ ସମର୍ଥ ହୋଇଥିଲା। ଫଳରେ ମେଲବୋର୍ନ ୪୪ ରନରେ ବିଜୟୀ ଲାଭ କରିଥିଲା ।

ପୂର୍ବରୁ ଡି ଆର୍ସି ଶର୍ଟ ନାମରେ ଥିବା ଏହି ବିରଳ ରେକର୍ଡ କୁ ଭାଙ୍ଗି ନିଜ ନାମରେ କଲେ ଷ୍ଟୋଇନିସଙ୍କ, ଜାଣନ୍ତୁ ରେକର୍ଡ ବିଷୟରେ

ଗତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମୀ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଷ୍ଟୋଇନିସଙ୍କୁ ଦଳରୁ ରିଲିଜ କରିଥିଲା। କିନ୍ତୁ ଆଇପିଏଲ୍‌ ନିଲାମୀରେ ଦିଲ୍ଲୀ କ୍ୟାପିଟାଲ୍ସ ତାଙ୍କୁ ନିଜ ଦଳରେ ସାମିଲ କରିଥିଲା ।