ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଙ୍କ ଏକ ନୂଆ ରେକର୍ଡ କିମ୍ବଦନ୍ତୀ ସଚିନ ଓ ହାସିମ ଆମଲା ଙ୍କୁ ମଧ୍ୟ ପକାଇଲେ ପଛରେ…

  1. Home
  2. ODI Cricket

ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଙ୍କ ଏକ ନୂଆ ରେକର୍ଡ କିମ୍ବଦନ୍ତୀ ସଚିନ ଓ ହାସିମ ଆମଲା ଙ୍କୁ ମଧ୍ୟ ପକାଇଲେ ପଛରେ…

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆର ଓପନର ରୋହିତ ଶର୍ମା ଙ୍କ ନାମରେ ଏକ ରେକର୍ଡ ଯୋଡି ହୋଇଯାଇଛି, ସେ ଭାରତୀୟ ଓପନର ଭାବେ ୭ ହଜାର ରନ୍ ପୂରଣ କରିଛନ୍ତି। ସେ ଦ୍ୱିତୀୟ ଦିନିକିଆରେ ୪୨ ରନ୍ର ଇନିଂସ ଖେଳିଥିଲେ । ହାସିମ ଆମଲା,ସଚିନ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତୀ ଓପନରଙ୍କୁ ପଛରେ ପକାଇ …


ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଙ୍କ ଏକ ନୂଆ ରେକର୍ଡ କିମ୍ବଦନ୍ତୀ ସଚିନ ଓ ହାସିମ ଆମଲା ଙ୍କୁ ମଧ୍ୟ ପକାଇଲେ ପଛରେ…

ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ ଇଣ୍ଡିଆର ଓପନର ରୋହିତ ଶର୍ମା ଙ୍କ ନାମରେ ଏକ ରେକର୍ଡ ଯୋଡି ହୋଇଯାଇଛି, ସେ ଭାରତୀୟ ଓପନର ଭାବେ ୭ ହଜାର ରନ୍‌ ପୂରଣ କରିଛନ୍ତି। ସେ ଦ୍ୱିତୀୟ ଦିନିକିଆରେ ୪୨ ରନ୍‌ର ଇନିଂସ ଖେଳିଥିଲେ । ହାସିମ ଆମଲା,ସଚିନ ତେନ୍ଦୁଲକରଙ୍କ ଭଳି କିମ୍ବଦନ୍ତୀ ଓପନରଙ୍କୁ ପଛରେ ପକାଇ ରୋହିତ ଏହି ସଫଳତା ପାଇଛନ୍ତି ।

ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଙ୍କ ଏକ ନୂଆ ରେକର୍ଡ କିମ୍ବଦନ୍ତୀ ସଚିନ ଓ ହାସିମ ଆମଲା ଙ୍କୁ ମଧ୍ୟ ପକାଇଲେ ପଛରେ…

ରୋହିତ ୧୩୭ ଇନିଂସରେ ଏହି ମାଇଲଷ୍ଟୋନ ସ୍ପର୍ଶ କରିଛନ୍ତି। ତାଲିକାର ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ହସିମ ଆମଲା ୧୪୭ ଇନିଂସରେ ୭ ହଜାର ରନ୍‌ ପୂରଣ କରିଥିଲେ । ସେହିଭଳି ସଚିନ ମଧ୍ୟ ୧୬୦ ଇନିଂସ ରେ ୭ ହଜାର ରନ ସଂଗ୍ରହ କରିଥିଲେ । ତେବେ ରୋହିତ ଦେଶର ଚତୁର୍ଥ ଓପନର ଭାବେ ଦିନିକିଆ କ୍ରିକେଟରେ ୭ ହଜାର ରନ୍‌ ପୂରଣ କରିଛନ୍ତି ।

ଦ୍ୱିତୀୟ ଦିନିକିଆରେ ରୋହିତ ଶର୍ମା ଙ୍କ ଏକ ନୂଆ ରେକର୍ଡ କିମ୍ବଦନ୍ତୀ ସଚିନ ଓ ହାସିମ ଆମଲା ଙ୍କୁ ମଧ୍ୟ ପକାଇଲେ ପଛରେ…

ଏଥିରେ ତେନ୍ଦୁଲକର, ସୌରଭ ଗାଙ୍ଗୁଲି ଓ ବୀରେନ୍ଦ୍ର ସେହ୍ବାଗ ରହିଛନ୍ତି। ସୂଚନାଯୋଗ୍ୟ,୨୦୧୩ ଚାମ୍ପିୟନ୍ସ ଟ୍ରଫିରେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ରୋହିତଙ୍କୁ ଓପନିଂ କରିବାକୁ ପଠାଇଥିଲେ କିନ୍ତୁ ରୋହିତ ଜଣେ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଭାବେ କ୍ୟାରିୟରର ଆରମ୍ଭ କରିଥିଲେ।