କେନ୍ଦ୍ରୀୟ ଚୁକ୍ତିରୁ ଧୋନି ବାଦ୍‌ କିନ୍ତୁ ଯେଉଁମାନେ ଭାବୁଛନ୍ତି ଧୋନି ଦଳକୁ ଫେରିବାର ସବୁ ରାସ୍ତା ବନ୍ଦ, ଏନେଇ କଣ କହିଲା ବିସିସିଆଇ ଜାଣନ୍ତୁ

  1. Home
  2. Cric Special

କେନ୍ଦ୍ରୀୟ ଚୁକ୍ତିରୁ ଧୋନି ବାଦ୍‌ କିନ୍ତୁ ଯେଉଁମାନେ ଭାବୁଛନ୍ତି ଧୋନି ଦଳକୁ ଫେରିବାର ସବୁ ରାସ୍ତା ବନ୍ଦ, ଏନେଇ କଣ କହିଲା ବିସିସିଆଇ ଜାଣନ୍ତୁ

ଗୁରୁବାର ଦିନ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ ପାଇଛି ଏହା ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ମହେନ୍ଦ୍ର ସିଂ ଧୋନି ଏହି ଚୁକ୍ତିରୁ ବାଦ୍ ପଡିଛନ୍ତି, କିନ୍ତୁ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା …


କେନ୍ଦ୍ରୀୟ ଚୁକ୍ତିରୁ ଧୋନି ବାଦ୍‌ କିନ୍ତୁ ଯେଉଁମାନେ ଭାବୁଛନ୍ତି ଧୋନି ଦଳକୁ ଫେରିବାର ସବୁ ରାସ୍ତା ବନ୍ଦ, ଏନେଇ କଣ କହିଲା ବିସିସିଆଇ ଜାଣନ୍ତୁ

ଗୁରୁବାର ଦିନ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ପ୍ରକାଶ ପାଇଛି ଏହା ୨୦୧୯ ଅକ୍ଟୋବରରୁ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ଏହା ଯେ ମହେନ୍ଦ୍ର ସିଂ ଧୋନି ଏହି ଚୁକ୍ତିରୁ ବାଦ୍‌ ପଡିଛନ୍ତି, କିନ୍ତୁ ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ହେବାରେ ଲାଗିଛି କିନ୍ତୁ ଧୋନି ବରଫ ଭଳି ଶାନ୍ତ ରହିଛନ୍ତି ।

କେନ୍ଦ୍ରୀୟ ଚୁକ୍ତିରୁ ଧୋନି ବାଦ୍‌ କିନ୍ତୁ ଯେଉଁମାନେ ଭାବୁଛନ୍ତି ଧୋନି ଦଳକୁ ଫେରିବାର ସବୁ ରାସ୍ତା ବନ୍ଦ, ଏନେଇ କଣ କହିଲା ବିସିସିଆଇ ଜାଣନ୍ତୁ

ତେବେ ବିସିସିଆଇ ବାର୍ଷିକ କେନ୍ଦ୍ରୀୟ ଚୁକ୍ତି ତାଲିକା ରୁ ଧୋନିଙ୍କୁ ବାଦ ଦିଆଯିବା ପୂର୍ବରୁ ଧୋନିଙ୍କୁ ଅବଗତ ବା ଜଣାଇ ଦିଆଯାଇଥିଲା ବୋଲି ବିସିସିଆଇ ସଫେଇ ଦେଇଛି । ବିସିସିଆଇ ଏହି ତାଲିକା ଚୂଡାନ୍ତ କରିବା ପୂର୍ବରୁ ଧୋନିଙ୍କୁ ଅବଗତ କରାଇଥିଲା ବୋଲି ବିସିସିଆଇ ର ଏକ ଅଧିକାରୀ କହିଛନ୍ତି ଏବଂ କେନ୍ଦ୍ରୀୟ ଚୁକ୍ତି ସହ ଧୋନିଙ୍କ ଭବିଷ୍ୟତର ସମ୍ପର୍କ ନାହିଁ ବୋଲି ମଧ୍ୟ କହିଛନ୍ତି ।

କେନ୍ଦ୍ରୀୟ ଚୁକ୍ତିରୁ ଧୋନି ବାଦ୍‌ କିନ୍ତୁ ଯେଉଁମାନେ ଭାବୁଛନ୍ତି ଧୋନି ଦଳକୁ ଫେରିବାର ସବୁ ରାସ୍ତା ବନ୍ଦ, ଏନେଇ କଣ କହିଲା ବିସିସିଆଇ ଜାଣନ୍ତୁ

ଏ ନେଇ ବିସିସିଆଇ କହିଛି ଯେ ଧୋନି ଅବସର ନେବା ପର୍ଯ୍ୟନ୍ତ ମ୍ୟାଚ ଖେଳି ପଦର୍ଶନ ଦେବା ସାଙ୍ଗକୁ ଭାରତୀୟ ଦଳରେ ସାମିଲ ହେବାର ଦାବି ମଧ୍ୟ ଉପସ୍ଥାପନା କରିପାରିବେ ବୋଲି ବିସିସିଆଇ ର ଜଣେ ଅଧିକାରୀ କହିଛନ୍ତି ଏବଂ ଯେଉଁ ମାନେ ଭାବୁଛନ୍ତି ଯେ ଧୋନି ଦଳକୁ ଫେରିବା ର ସବୁ ରାସ୍ତା ବନ୍ଦ ହୋଇଯାଇଛି ତେବେ ତାହା ସମ୍ପୂର୍ଣ ଠିକ ନୁହେଁ ଏବଂ ନିୟମିତ ଖେଳାଳୀମାନଙ୍କୁ ଏହି ଚୁକ୍ତିରେ ସାମିଲ କରାଯାଏ ବୋଲି ମଧ୍ୟ କହିଛନ୍ତି ।